Sign in
Sign in
Recover your password.
A password will be e-mailed to you.
କନିଷ୍ଠ ସହାୟିକାଙ୍କୁ ଅବସରକାଳୀନ ସମର୍ଦ୍ଧନା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲିପଡା ନାରାୟଣ ପୃଷ୍ଟି ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହାୟିକା ସ୍ଵପ୍ନା ଚୌଧୂରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଶ୍ରୀମତୀ ଚୌଧୂରୀ ବିଦ୍ୟାଳୟରେ ଦୀର୍ଘ ୪୨ ବର୍ଷ କାର୍ଯ୍ୟ କରିବା ପରେ…
ଇଲେକ୍ଟ୍ରୋହୋମିଓପାଥି ସଙ୍ଘର ସମୀକ୍ଷା ବୈଠକ ।।।।
ସlରସକଣା ( ଦିପୁ ମହାପାତ୍ର )ଝାରପୋଖରିଆ ସ୍ଥିତ ପୁରୁଷୋତ୍ତମ ଇଲେକ୍ଟ୍ରୋ ହୋମିଓପାଥି ପ୍ରତିଷ୍ଠାନ ପରିସରରେ ଇଲେକ୍ଟ୍ରୋ ହୋମିଓପାଥି ଡାକ୍ତର ସଙ୍ଘର ସଭାପତି ଡାକ୍ତର ସରୋଜ ନାୟକଙ୍କ ସଭାପତିତ୍ୱ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଙ୍ଘ ଦ୍ୱାରା ପରିଚାଳିତ ଦାତବ୍ୟ…
କେନ୍ଦୁପଦର କ୍ଳଷ୍ଟର୍ ର ମାସିକ ବୈଠକ
ବେଲଗୁଣ୍ଠା-,(ଶିବରାମ ଚୌଧୁରୀ)-,ଗାଙ୍ଗପୁର ଥାନା ଅଧିନସ୍ଥ କେନ୍ଦୁପଦର କ୍ଲଷ୍ଟରର ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଂଜିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହାକୁ ଆମ୍ବପୁଆ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ…
ପିଲା ଖାଇ ପାରୁନାହାଁନ୍ତି ମଧ୍ୟାହ୍ନ ଭୋଜନ,ଘରୁ ଆଣୁଛନ୍ତି ଖାଇବା, କିନ୍ତୁ ବିଲ୍ ଲକ୍ଷାଧିକ ଟଙ୍କା ।
ବେଲଗୁଣ୍ଠା--(ଶିବରାମ ଚୌଧୁରୀ )--ସବୁ ସରକାରୀ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମଧ୍ୟାହ୍ନଭୋଜନ ଯୋଜନା ରହିଛି ।ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏହାର ଫାଇଦା…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ…
“ସ୍ଥାନାନ୍ତରିତ ହେଲେ ଆରୋଗ୍ୟ ପାଇଁ, ଫେରିଲେ ଶବ ହୋଇ”
ବଳଙ୍ଗା ଓ ଭୋଗରାଇ ନାରୀ ନ୍ୟାୟ ଯାତ୍ରା ଯଥାକ୍ରମେ ୧୨ ଏବଂ ୧୪ ରେ
ଭୁବନେଶ୍ୱର, ତା ୪/୮/୨୫:- ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବାଲେଶ୍ୱର ଏବଂ ବଳଙ୍ଗା ଅପମୃତ୍ୟୁକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଭବିଷ୍ୟତରେ…
ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗ ରେ ଶୋକ
ଭୁବନେଶ୍ୱର ସଂସ୍କୃତି ଗବେଷକ,ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି. ଓଡ଼ିଆ ସଂସ୍କୃତି ଗବେଷଣା ବିଶେଷକରି ଜଗନ୍ନାଥ ସଂସ୍କୃତି ଓ ଗୀତ ଗୋବିନ୍ଦ ଉପରେ ସେ ଅନେକ ମହତ୍ୱପୂର୍ଣ କାମ…
ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେଡି
ସୌମ୍ୟାଶ୍ରୀ ମୃତୁ୍ୟକୁ ନେଇ ଦୁଇ ଏବିଭିପି ସଦସ୍ୟଙ୍କ ଗିରଫ ଘଟଣା
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି
ସଂଗଠନ ବୃଦ୍ଧି ପାଇଁ ରଚା ଯାଇଥିଲା ଘୃଣ୍ୟ ଷଡ଼ଯନ୍ତ୍ର
ଏବିଭିପି ଓ ବିଜେପିର ଅସଲ ଚେହେରା ପଦାକୁ ଆସିଲା
ଭୁବନେଶ୍ୱର,…
ନଗର କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ।
ପଦ୍ମପୁର :- କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଟଙ୍କଧର ସାହୁ ଏବଂ ପଦ୍ମପୁର ନଗର କଂଗ୍ରେସ କମିଟି ଦ୍ଵାରା ଆଜି ପଦ୍ମପୁର କଂଗ୍ରେସ କାର୍ଯ୍ୟାଳୟରୁ ସତାଧିକ କଂଗ୍ରେସ କର୍ମୀ ଏବଂ ପଦ୍ମପୁର ଏନ୍.ଏ.ସି ର ଜନସାଧାରଣ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଯାଇ ତାଙ୍କୁ ପଦ୍ମପୁର…
ଭଞ୍ଜନଗର ରେ ଚାଷୀଙ୍କ ପଞ୍ଜିକରଣ ପାଇଁ ଆର୍ .ଏମ୍ .ସି ପକ୍ଷରୁ ପ୍ରଚାର ରଥର ଶୁଭାରମ୍ଭ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆମ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆସନ୍ତା ନଭେମ୍ବରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ ଯାଏଁ ଚାଲିବ। ଏହି ଅବଧି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଭଂଜନଗରରେ ମଧ୍ୟ ଖରିଫ ଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରାଯିବ। ଏଥିପାଇଁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ…