ସୁଭଦ୍ରା ଶକ୍ତିକେନ୍ଦ୍ର ଉଦ୍‌ଘାଟିତ

ବିଜେପୁର :-ବରଗଡ ଜ଼ିଲ୍ଲା ଘେଁସଠାରେ ନବନିର୍ମିତ ସୁଭଦ୍ରା ଶକ୍ତିକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଯୁବ ସଂଗଠକ ପ୍ୟାରିଲାନ ବାରିକଙ୍କ ନେତୃତ୍ବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ସୋହେଲା ବିଡିଓ କରିସ୍ମା ଭେସ୍ରା, ସ୍ଥାନୀୟ ଜେଇ,…

ଏସୀୟ ଜୁନିଅର ଉସୁ ଚାମ୍ପିଅନସିପ ବ୍ରୋଞ୍ଜ ବିଜେତା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର/କେନ୍ଦୁଝର, ୦୪/୦୮/୨୦୨୫: ଚୀନରେ ଆୟୋଜିତ ଦ୍ୱାଦଶ ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିବା ସହ ୪୮ କେଜି ବର୍ଗରେ ବ୍ରୋଞ୍ଜ ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଥିବା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାରାଣୀ ମହାନ୍ତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

କୁନି କାଉଡିଆ ଙ୍କ ବୋଲବମ୍ ଯାତ୍ରା

ପଦ୍ମପୁର :- ଶ୍ରାବଣ ମାସ ଶେଷ ସୋମବାର ଦେବଦେବ ମହାଦେବ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ରହୁଥିବା ବେଳେ ଆଜି ବଡ଼ ବନ୍ଧ ସ୍ଥିତ ରାମେଶ୍ଵର ବାବା ଙ୍କ ମନ୍ଦିର ରେ ଶହ ଶହ କାଉଡିଆ ଙ୍କ ଭିଡ଼ ଲାଗି ରହିଥିଲା। କିଏ ନୃସିଂହନାଥ ତ କିଏ ହରିଶଙ୍କର ଠାରୁ ଜଳାଭିଷେକ କରିବା ପାଇଁ ଜଳ…

ତହସିଲ କାର୍ଯ୍ୟାଳୟରେ ବର ଅଶ୍ବତ୍ଥ ବିବାହ ଉତ୍ସବ ଅନୁଷ୍ଠିତ

ଧର୍ମିୟ ପରମ୍ପରାରେ ପ୍ରକୃତିର ସୁରକ୍ଷା ଓଡଗାଁ,୪।୫(ଶ୍ରୀକାନ୍ତ କୁମାର ମିଶ୍ର): ପୂରାକାଳର ପରମ୍ପରାରେ ଲୁକ୍କାୟିତ ବୈଜ୍ଞାନିକ ତତ୍ବର ମହାନତା ଏବେ ବି ଉଦଯିବିତ ରହିଛି । ପ୍ରକୃତିର ସୁସ୍ଥତାରେ ପ୍ରାଣୀ ଜଗତର ସ୍ଥାୟୀତ୍ବ କଥାକୁ ପୂର୍ବ ସୁରିମାନେ ସଠିକ୍ ଭାବେ ବୁଝିପାରିଥିଲେ । ଏଣୁ ଅଜ୍ଞ…

ଖୋର୍ଦ୍ଧାରେ ଖଣି ସିଣ୍ଡିକେଟ କୁ ମନ୍ମଥଙ୍କ ଟାର୍ଗେଟ

ଖୋର୍ଦ୍ଧା ର ମୁଣ୍ଡିଆ ଟେଣ୍ଡର ଉପରେ ସ୍ୱଚ୍ଛତା ଏବଂ ଇଡି ତଦନ୍ତ ଦାବିକଲେ ମନ୍ମଥ ଖୋର୍ଦ୍ଧାରୁ (ଶେକ ଜାଫର) : କିଛି ଦିନ ତଳେ ଖୋର୍ଦ୍ଧା ରେ ବିଭିନ୍ନ ଖଣି ମୁଣ୍ଡିଆ ସବୁ ଇ ଟେଣ୍ଡର ପ୍ରକ୍ରିୟା ରେ ନିଲାମ ହୋଇଛି । ଏହି ଟେଣ୍ଡର ପ୍ରକ୍ରିୟା କୁ ସମ୍ପୂର୍ଣ ଭାବେ କିଛି ନେତା ନିଜ ଲୋକଙ୍କ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ବିଦ୍ୟାଳୟ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ସର୍ବାଧିକ ୭ କୋଟି ଟଙ୍କା ଗ୍ରାମ ପଞ୍ଚାୟତର ମୁଖ୍ୟାଳୟରେ ନିର୍ମାଣ କରାଯିବ ନୂତନ ଜାତୀୟ ଶିକ୍ଷାନୀତିର ଆଭିମୁଖ୍ୟ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ଦୁର୍ଗମ…

ନୟାଗଡ ରୋଟାରୀ କ୍ଲବ ଦ୍ୱାରା ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ନୟାଗଡ଼(ବିଶ୍ଵଜିତ ନାୟକ):- 1866 ମସିହା ଅଗଷ୍ଟ 4 ତାରିଖରେ ପ୍ରଥମେ ପ୍ରକାଶ ପାଇଥିଲା ଓଡିଶାର ପ୍ରଥମ ଖବରକାଗଜ ଉତ୍କଳ ଦୀପିକା  କର୍ମବୀର ଗୌରୀ ଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସ ଙ୍କର ଅଦମ୍ୟ ପ୍ରଚେଷ୍ଟାରେ l ଯାହାକି ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସହାୟକ…

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୪.୦୮.୨୦୨୫ – କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ଜିଲ୍ଲାପାଳ ପାୱାର…

ସରକାରୀ ଉଚ୍ଚ ବିଦ୍ୟାଳୟ କୁଳିଅମାଲ ଠାରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି/ଆରୋପ(ଜିଲ୍ଲା ପ୍ରତିନିଧି ): ଭବାନୀପାଟଣା : ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ କୁଳିଅମାଲ ଠାରେ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ କଂହରଙ୍କ ନେତୃତ୍ୱରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହା ଉତ୍ସଚ୍ଛାହାପୂର୍ଣ ବାତାବରଣ…

ଏରସମା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୦୪.୦୮.୨୦୨୫ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଏରସମା ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…