Sign in
Sign in
Recover your password.
A password will be e-mailed to you.
ନିଜ ଶତାଧିକ ସମର୍ତକଙ୍କ ଗହଣରେ ବିଜେପିରେ ଯୋଗ ଦେଲେ ଆଦିବାସୀ ନେତା ଭୁଜବଳ ଅଡବାଙ୍ଗ
ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି: ଭୁଜବଳ ଅଡବାଙ୍ଗ
ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ
ନୂଆପଡା / ଭୁବନେଶ୍ୱର, ତା.୨୨/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ…
ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି: ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
ଭୁବନେଶ୍ବର,୨୨.୧୦.୨୫: ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ…
ଶିଳ୍ପ ପାଇଁ ଜମି ଚିହ୍ନଟ:ଗ୍ରାମବାସୀଙ୍କ ପ୍ରତିବାଦ, ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ଖୋର୍ଦ୍ଧା ରୁ ( ସେକ ଜାଫର ): ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ କମ୍ପାନୀଙ୍କୁ ଶହ ଶହ ଏକର ଚାଷଜମି ପ୍ରଦାନ ପାଇଁ ମସୁଧା ଚାଲିଥିବା ବିଷୟରେ ଗାଁ ଲୋକେ ପ୍ରତିବାଦର ମୁଡ଼ରେ ଅଛନ୍ତି। ଗାଁ ଭିଟାମାଟି ଓ ଜୀବିକା ସହିତ ଜଡିତ ଲୋକଙ୍କ ମତାମତ ନ ନେଇ ଜମି ଚିହ୍ନଟ ହେଉଥିବାରୁ ଖୋର୍ଦ୍ଧା ଜିଲ୍ଲା…
ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନେଲେ ନିର୍ବାଚନ ଖର୍ଚ୍ଚ ସମୀକ୍ଷା ବୈଠକ
ନୂଆପଡା,(ଉପେନ୍ଦ୍ର ହରିଜନ):ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ୍ ପାଣ୍ଡେ, ଭାରତିୟ ରାଜସ୍ଵ ସେବା, ନିର୍ବାଚନ ଖର୍ଚ୍ଚ ତଦାରଖ ବୈଠକରେ ଯୋଗଦେଲେ l ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା…
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ
ନୂଆପଡା,(ଉପେନ୍ଦ୍ର ହରିଜନ): ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ ଜୋର୍ ହୋଇଛି l ବିଭାଗୀୟ ଅଧିକାରୀ ଯାଞ୍ଚ କରି ୨୯୫ ହାତ ରନ୍ଧା ମଦ,୨୫ଲି ବାହାର ଭାଟି ମଦ ଏବଂ ୭୯୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୨ ହଜାର ଟଙ୍କା ହେବ l…
ଭାଲୁ ଆକ୍ରମଣରେ ମହିଳା ଗୁରୁତର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ବନାଞ୍ଚଳ ନିକଟସ୍ଥ ଆମ୍ବଡୋଳି ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆମ୍ବଡୋଳି ଗ୍ରାମର ପଙ୍କଜ ବିଷୋୟୀ (୫୨)…
ମହଙ୍ଗା ପଡ଼ିଲା ନିଶାଖାଇ ଉତ୍ପାତ ଘଟଣା, ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରଥାନା ନିକଟରେ ଥାନାରେ କାର୍ଯ୍ୟରତ ଏଏସ୍ଆଇ ପ୍ରଭାସ ଶବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ ନିଶା ଖାଇ ଉତ୍ପାତ ହେବା କାରଣରୁ ନିଲମ୍ବିତ ହୋଇଛନ୍ତି । ନିଶାଶକ୍ତ ଅବସ୍ଥାରେ ସାଧାରଣ ଲୋକଙ୍କୁ ଅଶ୍ଲିଳ ଗାଳି ଗୁଲଜ କରିବା, ନିଶାଶକ୍ତ ଅବସ୍ଥାରେ…
ଦକ୍ଷିଣ କାଳୀ ମନ୍ଦିରରେ କାଳୀ ପୂଜା : ଆସନ୍ତାକାଲି ଯୁଗାର ଯାତ୍ରା
ପଦ୍ମପୁର:- ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିର ରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ଗତକାଲି କଳସ ଶୋଭାଯାତ୍ରା ପରେ ଆଜି ଚଣ୍ଡି ହୋମ, କାକରା ଭୋଗ ଓ ୧୦୮ଦୀପ ଦାନ କରାଯାଇଥିଲା । ପଣ୍ଡିତ ଟିକୁ ନାୟକ ପୂଜାର୍ଚ୍ଚନା କରିଥିବା ବେଳେ ହିମାଂଶୁ ଶେଖର ଯୋଶୀ ସପତ୍ନିକ କର୍ତ୍ତା ଦାୟୀତ୍ବ ବହନ…
କଳସ ଯାତ୍ରା ରୁ ଆରମ୍ଭ ମାଁ ଦକ୍ଷିଣ କାଳୀ ଙ୍କ ପୂଜା
ପଦ୍ମପୁର:- ଖଦି ମଣ୍ଡଳ ସ୍ଥିତ ମାଁ ଦକ୍ଷିଣ କାଳୀ ମନ୍ଦିର ଠାରୁ କର୍ତ୍ତା ୟଶୋଦେବ ଭୁଏ ଓ ତାଙ୍କ ସହଧର୍ମିଣୀ ସୁପ୍ରଭା ଭୁଏ ଙ୍କ ସମେତ ପଦ୍ମପୁର ମାଁ କାଳୀ ଙ୍କ ଶତାଧିକ ଭକ୍ତ ବୃନ୍ଦ , ପଣ୍ଡିତ ମୃତ୍ୟୁଞ୍ଜୟ ହୋତା ଙ୍କ ମହାମନ୍ତ୍ର ଉଚ୍ଚାରଣ ସହ ଶଙ୍ଖ,ଘଣ୍ଟ, ହୁଳହୁଳି, କଳଙ୍ଗୀ ବାଜା,ଗଣ୍ଡା…
ସାଇବର ସୁରକ୍ଷା ଅଭିଯାନ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଆଜି ମାଲକାନଗିରି ଜିଲ୍ଲା ଏମ ଭି ୭୯ ଥାନା ପ୍ରାଙ୍ଗଣରେ ପୋଲିସ ବିଭାଗ ପକ୍ଷରୁ “ସାଇବର ସୁରକ୍ଷା ଅଭିଯାନ” ଆୟୋଜିତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଧିକାରୀମାନେ ଓ ସାଧାରଣ ଲୋକ ଯୋଗଦେଇଥିଲେ।
ଏମ ଭି ୭୯ ଥାନା ଅଧିକାରୀ IIC ଶ୍ରୀ ଚନ୍ଦ୍ରକାନ୍ତ…