ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗୁମ୍ମା ବ୍ଲକ ତୁମୁଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଭିନ୍ନ ସଚେତନତା…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ତୁମୁଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ କଲ୍ୟାଣ ଯୋଜନା ସହିତ ପାଠଶାଳା ଛାଡ଼ିଦେଇଥିବା ଶିଶୁମାନଙ୍କ…

ଜଗତସିଂହପୁର ଅବକାରୀ ବିଭାଗର କଟକଣା – ଚୋରା ମଦ ବ୍ୟବସାୟ ରେ ରୋକ୍

ଜଗତସିଂହପୁର,ତା-୧୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଅବକାରୀ କମିଶନର ଓ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ,ଜଗତସିଂହପୁର ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ଅବକାରୀ ବିଭାଗ ପୁଣିଥରେ ଚୋରା ମଦ ବ୍ୟବସାୟ ବିରୋଧରେ ଦୃଢ଼ ସଙ୍କଳ୍ପ ପ୍ରଦର୍ଶନ କରିଛି। ଗତକାଲି,…

ଜଗତସିଂପୁର ଜିଲ୍ଳାରେ ଆସ ସ୍କୁଲ ଯିବା – ୨୦୨୫ କାର୍ଯ୍ୟକ୍ରମର ଜିଲ୍ଳା ସ୍ତରୀୟ କମିଟି ବୈଠକ

ଜଗତସିଂହପୁର,ତା-୧୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଭା.ପ୍ର.ସେ. ଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା - ୨୦୨୫ କାର୍ଯ୍ୟକ୍ରମର ଜିଲ୍ଳା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ଜଗତସିଂହପୁର,ତା-୧୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଜେ.ସୋନାଲ ପ୍ରଦୀପ ପ୍ରଜ୍ଜ୍ଵଳନ କରି…

ପୂଜା ବଜାର ଆବଣ୍ଟନ ଓ ବେଆଇନ ହସ୍ତାନ୍ତର ବିରୋଧରେ ପୂଜକ ଓ ସୁଆର ସେବକ ପରିଷଦର ଧାରଣା,

ଖେଚୁଡ଼ି ଭୋଗ ନୀତି ୨ ଘଣ୍ଟା ବିଳମ୍ବ ଓଡଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପୁଜକ ଓ ସୁଆର ସେବକ ପରିଷଦ ମଙ୍ଗଳବାର ବିଭିନ୍ନ ପୂର୍ବ ଅଭିଯୋଗର ନିରାକାରଣରେ ବିଳମ୍ବ ହେବାକୁ ନେଇ ହଠାତ୍ ଧାରଣାରେ ବସିଥିଲେ । ଫଳରେ ସକାଳ ୧୦…

ବେଆଇନ ଚୋରା ବାଲି ବୋଝେଇ ୫ ହାଇବା ଓ ଡ୍ରାଇଭର ଅଟକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତହସିଲ ଅନ୍ତର୍ଗତ କର୍ଲାପଡା ଫାଣ୍ଡି ନିକଟରେ ହାଇବା (ଟ୍ରକ) କୁ କାବୁ କରୁଛି ଖଣି ବିଭାଗ ଚାନ୍ଦୋତରା ନଦୀରୁ ଦୀର୍ଘ ମାସ ମାସ ଧରି ବଲାଙ୍ଗୀର ଜିଲ୍ଲାର ଜଣେ ଠିକାଦାର ଉକ୍ତ ବାଲିଘାଟ ରୁ ପ୍ରତିଦିନ ଲକ୍ଷ…

ଗ୍ରାମ ପଂଚାୟତ ସ୍ତରୀୟ ପରିପୂର୍ତ୍ତି ସଚେତନତା କର୍ମଶାଳା

ଓଡଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣିପାଟଣା ସଭାଗୃହରେ ଗ୍ରାମ ପଂଚାୟତ ସ୍ତରୀୟ ପରିପୂର୍ତ୍ତି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଲୋହିତ ନନ୍ଦ, ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ…

ସମବାୟ ସମିତି ଆଇନିର ବିରୁଦ୍ଧାଚରଣ,ସମ୍ପାଦକଙ୍କ ବହିସ୍କାର ଦାବି

ଓଡ଼ଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ଅନ୍ତର୍ଗତ ହନୁମନ୍ତିଆ ପ୍ରାଥମିକ କୃଷି ସମବାୟ ସମିତିର ଭାରାପ୍ରାପ୍ତ ସମ୍ପାଦକ ସନ୍ତୋଷ କୁମାର ନାୟକ ସ୍ତ୍ରୀ ରୁନାରାଣୀ ନାୟକ ଏବଂ ନିଜ ଭାଇ ପ୍ରମୋଦ କୁମାର ନାୟକଙ୍କୁ ସମବାୟ ନିର୍ବାଚନ…

ସେପ୍ଟମ୍ବର ୧୧ ତାରିଖ “ଘୁମୁସର ଦିବସ” ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଆଜି ମଧ୍ୟାହ୍ନ ଅର୍ଥାତ୍ ୧୨ ତାରିଖ ମଙ୍ଗଳ ବାର ୨୦୨୫ ମଧ୍ୟାହ୍ନ ସମୟ ରେ ଭଞ୍ଜନଗର ସ୍ଥିତ ରେଡ୍ କ୍ରସ୍ ରୋଡ଼ ଖାଲାସିସାହି ନାୟକ ଭବନ ଠାରେ ଘୁମୁସରବିକାଶ ପରିଷଦ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ଉକ୍ତ ପରିଷଦର ସମ୍ପାଦକ ଠାରୁ ସୁଚନା ମିଳିଛି। ଉକ୍ତ…

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଜାତୀୟ ପତାକା ତିଆରି କରି ଆମେ ଗର୍ବିତ

https://youtu.be/DaN8ilj7TGg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆମେ ସାମିଲ ହୋଇ ବେଶ ଖୁସି ଅଛୁ। ତ୍ରିରଙ୍ଗା ପତାକା ସିଲାଇ ଆମେ ଦେଶ ପାଇଁ ଏକନ କର୍ମକାରୀ ହେବାର ସୁଯୋଗ ପାଇଛୁ , ସେଥିପାଇଁ ଆମେ ଗର୍ବିତ , ତେଣୁ ଏଥିପାଇଁ ଆମେ…