Sign in
Sign in
Recover your password.
A password will be e-mailed to you.
ବିଜେପୁର ରାଜନୀତିରେ ନୂଆ ଅଧ୍ୟାୟ ବିଜେପି ର ଜୟକୃଷ୍ଣ ଡନସେନା ନିର୍ଦ୍ବନ୍ଦ ରେ ବ୍ଲକଅଧ୍ୟକ୍ଷ ନିର୍ବାଚିତ
ବିଜେପୁର :-ବିଜେପୁର ବ୍ଲକରେ ରାଜନୀତିକ ଉଥାନ–ପତନ ପରେ ଆଜି ନୂତନ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଗତ ୨୦ ମେ ରେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାସ୍ ହେବା ପରେ ଏହି ପଦବୀ ଖାଲି ପଡିଥିଲା ।୨୦୨୨ ପଂଚାୟତ ନିର୍ବାଚନରେ…
୩୦୦ ବସ୍ତା ସାରକୁ ଏକ ହଜାର ଚାଷୀ
ନୂଆପଡ଼ା ଜିଲ୍ଲା ଖଡିଆଳ ସମବାୟ ସମିତି ରେ ୟୁରିଆ ସାର ଯୋଗାଣ ବ୍ୟବସ୍ଥା,
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): . ନୂଆପଡ଼ା ଜିଲ୍ଲା ଖଡିଆଳ ସମବାୟ ସମିତି ରେ ୟୁରିଆ ସାର ଯୋଗାଣ ବ୍ୟବସ୍ଥା କରୁଥିବା ବେଳେ ବ୍ୟାପକ ଚାଷୀ ସାର ନେବା ପାଇଁ ସମାଗମ ହୋଇଛନ୍ତି…
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ…
ରାୟଗଡ଼: ତା:୨୦-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସଙ୍କ ତିନିଦିନିଆ ରାୟଗଡ଼ ଜିଲ୍ଲା ଗସ୍ତ ଓ ସମୀକ୍ଷା କରିଛନ୍ତି l ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ…
ସାଇବର ଠକେଇ:ଠକି ନେଲେ ୬ଲକ୍ଷ ଟଙ୍କା
ବାରିପଦା- ଯୁବକ ଅନଲାଇନ ଟ୍ରେଡିଂ ଜରିଆରେ ସାଇବର ଠକେଇର ଶିକାର ହୋଇ ୫ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଅସନା ଗ୍ରାମର ମହେନ୍ଦ୍ର ନାଥ ସିଂ ସାଇବର ଓ ଅର୍ଥନୈତିକ ଅପରାଧୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଏକ ଅଜଣା ନମ୍ବରରୁ ଟେଲିଗ୍ରାମରେ ମେସେଜ ଆସିଥିଲା।…
ଅନ୍ତେବାସୀକୁ ନିସ୍ତୁକ ମାଡ ମାରିଲା ନାବାଳକ: ମଦ ପିଇବାକୁ ଟଙ୍କା ନଦେବାରୁ କ୍ଷତାକ୍ତ କଲେ
ବାରିପଦା- ରଙ୍ଗାମାଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଅନ୍ତେବାସୀକୁ ଜଣେ ନାବାଳକ ନିସ୍ତୁକ ମାଡ ମାରିଛନ୍ତି। ମଦ୍ୟପାନ ନିମନ୍ତେ ଟଙ୍କା ନଦେବାରୁ ବାଡ଼ିରେ ବାଡେଇ ଲହୁ ଲୁହାଣ କରିଛନ୍ତି। ଏନେଇ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ…
ଗେଲ ଆଳରେ କୁନିକୁନି ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ମାସେ ପରେ ଧରାପଡ଼ିଲା ଫେରାର ଶିକ୍ଷକ
ବାରିପଦା- କୋମଳମତି ଛାତ୍ରୀ ମାନଙ୍କୁ ଶିକ୍ଷକ ଅସଦାଚରଣ ଘଟଣାରେ ଫେରାର ଥିବା ଶିକ୍ଷକ ପୁଲିସ ହାତରେ ଧରା ପଡିଛନ୍ତି। ଏକାଧିକ ସ୍କୁଲରେ ଏହିପରି କାଣ୍ଡ ଭିଆଇ ଟଙ୍କା ବଳରେ ଆପୋଷ ବୁଝାମଣା କରି ଖସି ଯାଉଥିବା ଶିକ୍ଷକ ଗିରଫ ହୋଇ ଜେଲ ଯାଇଛନ୍ତି। ଫେରାର ଥିବା ବେଳେ ମାସେ ପରେ ବୈଶିଙ୍ଗା ପୁଲିସ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ
ବାରିପଦା- ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କା…
ମୁକ୍ତିଲାଭ କଲା ଭଞ୍ଜସେନାର ସଚେତନ ଧର୍ମୀ ଚଳଚିତ୍ର “ଆନ୍ଦୋଳନ”
ପର୍ଯ୍ୟଟନର ବିକାଶ ଦ୍ୱାରା ଜିଲ୍ଲାର ଅର୍ଥନୈତିକ ଏବଂ ସାମାଜିକ ବିକାଶ ସମ୍ଭବ
ବାରିପଦା ୨୦/୦୮:-ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହେଲେ ବେକାରୀ ସମସ୍ୟା ସମାଧାନର ନୂଆ ବାଟ ବାହାରିବ ଏବଂ ଶିମିଳିପାଳ ବଞ୍ଚିଲେ ଆମେ ବଂଚିବା, ଏଭଳି ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ଭଞ୍ଜସେନା…
ଶିମିଳିପାଳ ଅଭୟାରଣ୍ୟର କୋର ଫରେଷ୍ଟ ଏରିଆରେ ବିନ୍ଦାସ ବୁଲୁଛି ଜିନତ
ବାରିପଦା - ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଚାଲି ଆସିଥିବା ବାଘୁଣୀ ଜିନତ କୋର ଜଙ୍ଗଲ ଅଞ୍ଚଳରେ ବିନ୍ଦାସ ବିଚରଣ କରୁଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ଫୋଟୋ ଓ ତଥ୍ୟରୁ ଜଣାପଡିଛି. ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି କରିବା…
ଠାକୁରାଣୀ ଚ୍ୟାଲେଞ୍ଜର ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ମାଧ୍ୟମରେ ତୃଣମୂଳ ସ୍ତରର ପ୍ରତିଭାଙ୍କୁ ସଶକ୍ତ କରୁଛି…
କେନ୍ଦୁଝର: ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ସିଏସ୍ଆର୍ ପଦକ୍ଷେପ 'ଉଡ଼ାନ୍' ମାଧ୍ୟମରେ ଠାକୁରାଣୀ ଚ୍ୟାଲେଞ୍ଜର ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୫ର ମୁଖ୍ୟ ପ୍ରାୟୋଜକର ଭୂମିକା ନିର୍ବାହ କରିଛି। ଡାଲକୀ ବୀର ବିର୍ସା ମୁଣ୍ଡା ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ…