ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

ବାଣପୁର:(ସେକ କୌସର):ଆଜି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପିଠ ଦର୍ଶନ କରିବା ସହ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ମନ୍ଦିର…

ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ

 ରାୟଗଡା :  ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ ଗତ ୨୧/୮/୨୫ରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ମଜିଷ୍ଟ୍ରେଟ୍ ଶ୍ରୀ ନବୀନ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ବିପଦ ପ୍ରସ୍ତୁତି…

ସରକାରୀ ନୀତି ନିୟମକୁ ଅଣଦେଖା କରି ପ୍ରାଥମିକ କୃଷି ସମବାୟ ସମିତି ଗଠନ

ଜଗତସିଂହପୁର,ତା-୨୪.୦୮.୨୦୨୫/ସୁମନ୍ତ କୁମାର ଦାସ:ତିର୍ତୋଲ ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତରେ ସରକାରୀ ନିୟମକୁ ଅଣଦେଖା କରି ବଟମଙ୍ଗଳା ପ୍ରାଥମିକ କୃଷି ସମବାୟ ସମିତି ଗଠନ ହୋଇଥିବା ନେଇ ଅଭିଯୋଗ ହୋଇଅଛି । ୧୯୭୬ ମସିହାରେ ତିନିଗୋଟି ଗ୍ରାମପଞ୍ଚାୟତ ବିରିତୋଳ, ଗୋପାଳପୁର ଏବଂ ସଅଁରାର ଚାଷୀ…

ଭ୍ରଷ୍ଟାଚାର ଅଫିସର ମାନଙ୍କ ପାଇଁ ସରକାରଙ୍କୁ ଦାବି

ଜଗତସିଂହପୁର,ତା-୨୪.୦୮.୨୦୨୫/ସୁମନ୍ତ କୁମାର ଦାସ: ରାଜ୍ୟ ସରକାରଙ୍କର ଓଡ଼ିଶାରେ ୨୦୩୬ ମସିହା ସୁଦ୍ଧା ମତ୍ସ୍ୟ ଉତ୍ପାଦନ କୁ ୧୦ଗୁଣା କରିବା ଲକ୍ଷ୍ୟରେ ଅଗ୍ରସର ହେଉଥିବାବେଳେ କେନ୍ଦ୍ର ସରକାର ମତ୍ସ୍ୟ ସମ୍ପଦର ବିକାଶକୁ ଅଧିକ ପ୍ରାଥମିକତା ଦେଉଥିବାବେଳେ ରାଜ୍ୟ ସରକାର ମଧ୍ୟ ମତ୍ସ୍ୟ ସମ୍ପଦର…

ସୋଆ ଏନଏସଏସ ପକ୍ଷରୁ ଗାଜର ଘାସ ନିରାକରଣ ରାଲି

ଭୁବନେଶ୍ୱର, ଅଗଷ୍ଟ ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ର ଏନ୍ଏସ୍ଏସ୍ ପକ୍ଷରୁ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଭୁବନେଶ୍ୱର ଉପକଣ୍ଠ କଳିଙ୍ଗନଗର କେ-୧ ଠାରେ ସୋମବାର ପୂର୍ବାହ୍ନରେ ଏକ ରାଲି ଆୟୋଜିତ…

ସେପ୍ଟେମ୍ବର ଏଗାରରେ ଘୁମୁସର ଦିବସ ପାଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ବିକାଶ ପରିଷଦ, ଭଞ୍ଜନଗର ତରଫରୁ ସ୍ଥାନୀୟ ବନବିଭାଗ ଡାକ ବଙ୍ଗଳI ଠାରେ ସେପ୍ଟେମ୍ବର ଏଗାରରେ ଘୁମୁସର ଦିବସ ଦିବସ ପାଳନ କରିବା ନିମନ୍ତେ ଏକ ସାମ୍ବାଦିକ ସମିଳନ୍ନୀ ଅନୁଷ୍ଠିତ ହୋଇ ଯାଇଛି I ଓଡିଆ ଭାଷା ସୁରକ୍ଷା ଅସ୍ମିତା ପ୍ରଥମ କରି ତତ୍କାଳୀନ…

ରାସ୍ତାରେ ଗଛ ପକାଇ ଜିଲ୍ଲାପାଳଙ୍କୁ ପ୍ରତିବାଦ ଜଣାଇଲେ କଲ୍ୟାଣସିଂପୁର ବାସୀ

କୋଲନରା -ଦେବୀପ୍ରସାଦ ମହାନ୍ତି: ରାୟଗଡ଼ା - ଜିଲ୍ଲାପାଳ ଅଶୁତୋଷ କୁଲକୁର୍ଣି ଙ୍କ ଗସ୍ତ ବେଳେ କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଯିବା ରାସ୍ତାରେ ଘଗୁଡିମାଳ ଗ୍ରାମବାସୀ ଗଛକାଟି ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କରିଛନ୍ତି I ଘଗୁଡିମାଳ ଗ୍ରାମକୁ ରହିଥ‌ିବା ରାସ୍ତା ସମସ୍ୟାର ସମାଧାନ ନ କରିବା…

ନୂତନ ଜିଲ୍ଲାପାଳ କଲ୍ୟାଣସିଂପୁର ଗସ୍ତ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପରିଦର୍ଶନ

କୋଲନରା - ଦେବୀପ୍ରସାଦ ମହାନ୍ତି : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରଥମେ ଶିକରପାଇ ପଞ୍ଚାୟତର କୃଷ୍ଣ ନଗର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ କରିଥିବା ହଳଦୀ ଚାଷ ପରିଦର୍ଶନ କରି ସମସ୍ୟା ବୁଝି ଥିଲେ । କ୍ରିକାଲପାଡ଼ୁ ନିକଟରେ…

କଣ୍ଟାବାଞ୍ଜି ବନବିଭାଗ ଦ୍ଵାରା ୩୬ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ

ବଲାଙ୍ଗୀର: ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ଗତକାଲି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବନବିଭାଗ ପକ୍ଷରୁ କଣ୍ଟାବାଞ୍ଜି ସେକ୍ସନ ସେମଲା ରୁ ମହୁଲବାହାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ବେଆଇନ ଭାବେ ଚାଲାଣ ଉଦ୍ଦେଶ୍ୟ ରେ ଲୁଚାଇ ରଖାଯାଇଥିବା ୩୬ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ…

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାଣ୍ଡଲ୍‌ ହ୍ୟାକ୍

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାଣ୍ଡଲ୍‌କୁ ଅଜଣା ଲୋକେ ହ୍ୟାକ୍ କରିଛନ୍ତି । ଏହି ହ୍ୟାକ୍ ହୋଇଥିବା ପୃଷ୍ଠାରୁ ସାଧାରଣ ଲୋକଙ୍କୁ ଟଙ୍କା ଦାବି କରାଯାଉଛି । ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ, ପ୍ରଶାସନ କିମ୍ବା କୌଣସି ଅଧିକାରୀଙ୍କ ପକ୍ଷରୁ କେବେବି ଏପରି ଅନୁରୋଧ…