Sign in
Sign in
Recover your password.
A password will be e-mailed to you.
ଏସ୍ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍ଟେସନ୍ କାର୍ଯ୍ୟକ୍ରମ ‘ପ୍ରାରମ୍ଭ-ଦ…
ଭୁବନେଶ୍ୱର, ନଭେମ୍ବର ୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ କ୍ୟାମ୍ପସ -୨ ଫୁଲନଖରାରେ ସୋମବାର ୨୦୨୫-୨୬ ପ୍ରଥମ ବ୍ୟାଚର ନୂତନ ବି ଫାର୍ମା ଛାତ୍ରଛାତ୍ରୀଙ୍କର ଓରିଏନ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ…
ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଆୟୋଜିତ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ସ୍ଥାନୀୟ ନରସିଂହପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଉଦ୍ ଘାଟନ ଉତ୍ସବ ରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୂର୍ଯ୍ୟ ଶିକ୍ଷା ମହାନ୍ତି ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ…
ପୁସ୍ତକ କୃଷ୍ନ ସାର ଲୋକାର୍ପିତ।
ବାସୁଦେବପୁର - ପୁସ୍ତକ କୃଷ୍ଣ ସାର ପୁସ୍ତକ ର ଲୋକାର୍ପଣ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ରକ୍ତ ତୀର୍ଥ ଇରମ ମାଟି ର ରାଜୀବ ଗାନ୍ଧୀ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି ,! ଶିକ୍ଷାବିତ୍ ଦୁଃଶାସନ ରାଉତ ଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବ ରେ, ଅବସର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର…
ବେଦାନ୍ତ ଆଲୁମିନିୟମ ପ୍ରୋଜେକ୍ଟ ବିଦ୍ୟା ଅଧୀନରେ ୬୦୦ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ସମ୍ବଳ ସହିତ ସଶକ୍ତ କରିଛି
ଭୁବନେଶ୍ୱର, ୦୩.୧୧.୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ପ୍ରମୁଖ ପଦକ୍ଷେପ, ପ୍ରୋଜେକ୍ଟ ବିଦ୍ୟା ମାଧ୍ୟମରେ ଗ୍ରାମୀଣ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରିଛି। ଏହି ପ୍ରୟାସର ଏକ ଅଂଶ ଭାବରେ, କମ୍ପାନୀ ଲଖନପୁର…
ଘର ଭିତରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ପୈାର ପରିଷଦ କାର୍ଯ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ସ୍ୱର୍ଗତ ନିର୍ମଳ ବିଶ୍ବାସଙ୍କ ପୁଅ ରାଜେଶ ବିଶ୍ବାସଙ୍କ ଘର ଭିତରେ ରାଜେଶଙ୍କ ସ୍ତ୍ରୀ ଶଙ୍କରୀ ବିଶ୍ବାସଙ୍କ ଝୁଲନ୍ତା…
ଭଞ୍ଜନଗର ଭେଜିପୁଟ ଠାରେ ଶ୍ରୀଶ୍ରୀ କାର୍ତ୍ତିକେଶ୍ଵର ଭଗବାନଙ୍କ ପୂଜା ଉତ୍ସବ
ଭଞ୍ଜନଗର { ଉଦୟନାଥ ପଣ୍ଡା }: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ରେ ଶ୍ରୀଶ୍ରୀ କାର୍ତ୍ତିକେଶ୍ଵର ଭଗବାନ୍ ଙ୍କ ପୂଜା ଉତ୍ସବ ଭଞ୍ଜନଗର ଭେଜିପୁଟ ବଡ଼ଦାଣ୍ଡ ସାହିରେ ଉକ୍ତ ପୂଜା କମିଟି ଦ୍ଵାରା ମହାଆଡମ୍ବରରେ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି। ପୁରାଣ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ…
ଭଞ୍ଜନଗର ପୋଲିସ୍ ଦ୍ଵାରା ଆୟୋଜିତ ମୋବାଇଲ୍ ମେଳାରେ ଉତ୍ସାହିତ ଉପଭୋକ୍ତା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଞ୍ଜନଗର ଥାନା ପକ୍ଷରୁ ଆୟୋଜିତ ହୋଇଥିଲା ମୋବାଇଲ୍ ମେଳା। ଏହା ଶୁଣି ବାକୁ ଅଲଗା ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହି ମୋବାଇଲ୍ ଗୁଡ଼ିକ ବିଭିନ୍ନ ମାଧ୍ୟମରେ ବିଭିନ୍ନ ସ୍ଥାନ ଓ ବ୍ୟକ୍ତିବିଶେଷ ଙ୍କ…
କେନ୍ଦ୍ରାପଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ମୁନିସିପାଲିଟି ଟାଉନ ହଲ କେନ୍ଦ୍ରାପଡ଼ା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୨୦୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ…
ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ଆମିଷ,ପନିର, ଅଶୁଦ୍ଧ…
ପାୱାର ଗ୍ରୀଡ୍ ଏବଂ ତୋସିବା ଭାରତର ପ୍ରଥମ ସ୍ଵଦେଶୀ ୨୨୦ କେଭି ମୋବାଇଲ ଜି.ଆଇ.ଏସ୍ (ଏମ୍ -ଜିଆଇଏସ୍) ସିଷ୍ଟମର…
ଭୁବନେଶ୍ୱର, ୩୧ ଅକ୍ଟୋବର,୨୦୨୫ - ଭାରତର ବିଦ୍ୟୁତ ସରବରାହ କ୍ଷେତ୍ରରେ ଐତିହାସିକ ସଫଳତା ଭାବେ ଦେଶରେ ନିର୍ମିତ ପ୍ରଥମ ସ୍ଵଦେଶୀ ୨୨୦ କେଭି ମୋବାଇଲ ଗ୍ୟାସ-ଇନ୍ସୁଲେଟେଡ ସ୍ଵିଚ୍ଗିୟର (ଏମ୍-ଜିଆଇଏସ୍) ସିଷ୍ଟମ ତୋସିବା ଟ୍ରାନ୍ସମିସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ (ଇଣ୍ଡିଆ)…