Sign in
Sign in
Recover your password.
A password will be e-mailed to you.
ପୁରୀ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ
ଅସ୍ତରଙ୍ଗ,, ପୁରୀ ଜିଲ୍ଲା ରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ସୋମଵାର ଦିନ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣି ସିବିର ଅନୁଷ୍ଠିତ ହୋଇ ଯାଇ ଅଛି l ଜିଲ୍ଲାପାଳ ମହୋଦୟ ଜନ ଶୁଣାଣୀକୁ ଆସୁଥିବା ଖବର ପ୍ରଚାରିତ…
ଡାବୁଗାଁ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶିବିରରେ ରେ ସାର ତାତି,ସାର ଯୋଗାଇ ଦେବାକୁ ଚାଷୀ ଙ୍କ ଧାରଣା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଥିଲା। ତେବେ ଅଭିଯୋଗ ଶିବିର ଆରମ୍ଭ ର କିଛି ସମୟ ମଧ୍ୟରେ ବ୍ଲକ ର ଶହ ଶହ ଚାଷୀ ବ୍ଲକ ରେ ଉତ୍କଟ ସାର ସମସ୍ୟା ନେଇ ପହଞ୍ଚି ଥିଲେ। ଠିକ୍…
ବିଜେପୁର ପଂଚାୟତ ସମିତି ର ନୂତନ ଅଧ୍ୟକ୍ଷ ଙ୍କ ପ୍ରବେଶ ଉତ୍ସବ
ବିଜେପୁର: ଦୀର୍ଘ ଅନ୍ତରାଳ ପରେ ବରଗଡ ଜ଼ିଲ୍ଲା ବିଜେପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀରେ ଶ୍ରୀ ଜୟକୃଷ୍ଣ ଡନସନା ଆଜି ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଆସନାରୋହଣ କରିଛନ୍ତି।ନିଜ ଆସନ ଗ୍ରହଣ ପୂର୍ବରୁ ସେ ମା’ କାଳୀଙ୍କ ପାଖରେ ପୂଜା-ଆରାଧନା କରିଥିଲେ। ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ପୂଜା…
ଏକ ପେଡ୍ ମା’କେ ନାମ”
ବିଜେପୁର:- ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଜି ଏମ୍. ଗଣ୍ଡପାଲି ଭୀମ ଭୋଇ ଆଶ୍ରମ ତରଫରୁ ମିନି ଷ୍ଟାଡିୟମ୍ କଡ଼ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୀମଭୋଇ ଆଞ୍ଚଳିକ ପରିବେଶ ସୁରକ୍ଷାର କର୍ମକର୍ତ୍ତାମାନେ, ସାଧୁ-ସନ୍ଥମାନେ ଓ ସ୍ଥାନୀୟ ଲୋକମାନେ…
ବାଘୁଆ ଛକ ଅଙ୍ଗନବାଡି କର୍ମୀ ନିଯୁକ୍ତିକୁ ବିରୋଧ,
ଓଡ଼ଗାଁ,୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ପଞ୍ଚାୟତ ବାଘୁଆଛକ ଅଙ୍ଗନବାଡି କେନ୍ଦ୍ରରେ କିଛିଦିନ ତଳେ ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତିକୁ ଗ୍ରାମବାସୀଙ୍କ ତରଫରୁ ବିରୋଧ କରାଯାଇଛି । ଘଟଣାରୁ ପ୍ରକାଶ ବାଘୁଆଛକ ଅଙ୍ଗନବାଡି…
ଲିଙ୍ଗରାଜ ପ୍ରସାଦ ଗୋଷ୍ଠୀ ସଂଘର୍ଷ ଘଟଣା, ଗାଁ କମିଟି ସଭାପତି ବିଚାର ବିଭାଗୀୟ ହାଜତକୁ ଗଲେ
ଓଡ଼ଗାଁ,୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ଲିଙ୍ଗରାଜ ପ୍ରସାଦ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଗୋଟିଏ ଗୋଷ୍ଠୀର ୫ଜଣ ଆହାତ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ୧୨ ଜଣଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କ ମଧ୍ୟରୁ ଜୀବନରେ ମାରିବାକୁ…
୫ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଦାୟିତ୍ଵ ନେଲେ ଶିକ୍ଷକ ଦମ୍ପତି,
ଓଡ଼ଗାଁ,୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର ଶିକ୍ଷକ ଦମ୍ପତି ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ, ଆରତୀ ସାହୁ ରୋହିବାଙ୍କ ପଞ୍ଚାୟତ ରୋହିବାଙ୍କ ଅଞ୍ଚଳରେ ରହି ଆସୁଥିବା ମାଟିଆ କେଳା ମଙ୍କୁ ଆଦିବାସୀ ସଂପ୍ରଦାୟର ୫ ଜଣ ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ବହନ…
ସେପ୍ଟେମ୍ବର ୧୩ ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୩ ସେପ୍ଟେମ୍ବର ୨୦୨୫ରେ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ…
ଖଇରପୁଟି ପଂଚାୟତରେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଞ୍ଜାମ ଜିଲ୍ଳାପାଳ ଭାବେ କୀର୍ତ୍ତିଭାସନ୍ ଭି ଯୋଗ ଦେବାପରେ ତାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ଅଧିକାରୀ ମାନେ ପଂଚାୟତକୁ ଯାଇ ଜନ ସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍…
ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟାନସି ଆଣ୍ଡ ମ୍ୟାନେଜମେଣ୍ଟ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗ ର ଜାତୀୟ ଆଲୋଚନା…
ବାରିପଦା/ଦିଲ୍ଲୀପ ମହାନ୍ତି-- ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟାନସି ଆଣ୍ଡ ମ୍ୟାନେଜମେଣ୍ଟ ରା ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗ ଦ୍ୱାରା ଏକ ଦୁଇଦିନିଆ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ମୁଖ୍ୟ ଅତିଥି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ର…