Sign in
Sign in
Recover your password.
A password will be e-mailed to you.
ବାଳିକା ସଶକ୍ତିକରଣ ସଭା ଅନୁଷ୍ଠିତ
ଓଡ଼ଗାଁ,୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଗ୍ରାମପଞ୍ଚାୟତ ପରିସରରେ ଆନ୍ତର୍ଜାତୀୟ କ୍ରୀଡ଼ା ଦିବସ ଅବସରରେ ସେଣ୍ଟର ଫର୍ କାଟାଲାଇଜିଙ୍ଗ୍ ଚେଞ୍ଜ୍ ନାମକ ଏକ ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଓଡ଼ଗାଁ ବ୍ଲକ୍ ସଂଯୋଜକ ପ୍ରଭୁ ଶଙ୍କର ବାଘେଲଙ୍କ…
ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ l
ରାୟଗଡ଼:-ତା.୨୯/୦୮-ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଶ୍ରୀ ଆଶୁତୋଷ…
ସାଂସଦ ଖେଳ ମହୋତ୍ସବ ସେପ୍ଟେମ୍ବର ୨୧ରୁ
ପୁରୀ, ୨୯/୮: କ୍ରିଡା ସୁସ୍ଥ ରହିବାକୁ ଏକ ଶ୍ରେଷ୍ଠ ପନ୍ଥା।ବିଭିନ୍ନ କ୍ରିଡା ଶୃଙ୍ଖଳା, ସୁସ୍ଥତା ଓ ନୀରୋଗ ର ମହୌଷଧି ସଦୃଶ୍ୟ । ସେଥିପାଇଁ ପ୍ରଧାନମନ୍ତ୍ରୀ ଖେଳକୁ ଗୁରୁତ୍ୱ ଦେଇ ସମଗ୍ର ଦେଶରେ ସାଂସଦ ଖେଳ ମହୋତ୍ସବର ଆୟୋଜନ ବ୍ୟବସ୍ଥା କରିଛନ୍ତି ବୋଲି ପୁରୀ ସାଂସଦ ଡା ସମ୍ବିତ ପାତ୍ର…
ପ୍ରଶାସନ ଏକାଦଶ ୩୬ ରନରେ ବିଜୟୀ
ପୁରୀ ୨୯/୮: ଜାତୀୟ କ୍ରିଡା ଦିବସ ଓ ପୁରୀ ପୌରପାଳିକା ର ସ୍ବାୟତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପ୍ରଶାସନ ଏକାଦଶ ବିଜୟୀ ହୋଇଛି । ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ଏହି ମ୍ୟାଚ ପ୍ରଶାସନ ଏକାଦଶ ଓ ପୌରପାଳିକା ଏକାଦଶ ମଧ୍ୟରେ…
ପବିତ୍ର ନୂଆଁଖାଇ ପର୍ବ ମଧ୍ୟରେ ବେଲୁନ ବିକାଳୀଙ୍କ ପବିତ୍ର ବିବାହ ସମ୍ପନ୍ନ
ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ନୂଆଁଖାଇ ପର୍ବ ପାଳନ କରିସାରିବା ପରେ ଶୁକ୍ରବାର ସକାଳ ୯ଟା ସମୟରେ ଛତିଶଗଡ ରାଜ୍ୟ ଭିଳାଇ ସହରରୁ ଆସି ବୁଲି ବୁଲି ବେଲୁନ ବିକ୍ରୟ କରୁଥିବା ଦୁଇ ପରିବାରଙ୍କ ସହମତିରେ ଶଙ୍କର ଧାରୁ ସହିତ ପାୟଲ ବୈରାଗୀ ଦାସଙ୍କ ବିବାହ କଣ୍ଟାବାଞ୍ଜି ସାପ୍ତାହିକ…
ଜାତୀୟ କ୍ରୀଡା ଦିବସରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶୋଭାଯାତ୍ରା ଅନୁଷ୍ଠିତ
ପୁରୀ,୨୯/୮ : ପୃଥିବୀରେ କ୍ରୀଡ଼ା ଥିବା ପର୍ଯ୍ୟନ୍ତ କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦ ଜନମାନସରେ ରହିଥିବେ। ତାଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ। ଆଜିର ଯୁବପିଢ଼ି ଓ କ୍ରୀଡା ପ୍ରତି ମନୋନିବେଶ କରୁଥିବା ପ୍ରତିଟି କ୍ରିଡାବିତ ଙ୍କ ପାଇଁ ଧ୍ୟାନଚାନ୍ଦ ଆଦର୍ଶ ହୋଇ…
ପୂର୍ବ ମଣ୍ଡଳ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ ଲାଗି ଖେଳାଳି ଚୟନ।
କେନ୍ଦୁଝର,ତା୨୯/୮- ୩୬ତମ ପୂର୍ବ ମଣ୍ଡଳ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ୨୦୨୫ ରାଞ୍ଚିରେ ୨୨ରୁ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହା ସମ୍ବନ୍ଧରେ ରାଜ୍ୟ ସ୍ତରୀୟ ଚୟନ ପରୀକ୍ଷା ୬ ଓ ୭ ସେପ୍ଟେମ୍ବର ୨୦୨୫ (ଶନିବାର ଓ ରବିବାର)ରେ କଟକର ରିଜର୍ଭ ପୋଲିସ୍ ଗ୍ରାଉଣ୍ଡରେ ହେବ।…
କେନ୍ଦୁଝର କ୍ରୀଡ଼ା ସଂସଦ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ।
କ୍ରୀଡ଼ାବିତ ମାନେ ହକି ଯାଦୁକର ଧ୍ୟାନଚାନ୍ଦଙ୍କୁ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ।
କେନ୍ଦୁଝର,ତା୨୯/୮- ଆଜି ଥିଲା ଜାତୀୟ କ୍ରୀଡ଼ା ଦିବସ ପ୍ରତିବର୍ଷ ଅଗଷ୍ଟ ୨୯ତାରିଖ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନଦିନରେ ଏହାକୁ ପାଳନ କରା ଯାଉଛି। ଖେଳ ପ୍ରତି ଆକର୍ଷଣ ବଢେଇବା ଯୁବ…
କେନ୍ଦୁଝରଠାରେ ଜାତୀୟ କ୍ରୀଡା ଦିବସ ପାଳିତ
କେନ୍ଦୁଝର, ଅଗଷ୍ଟ ୨୯,:ଜିଲ୍ଲା ପ୍ରଶାସନ କେନ୍ଦୁଝର ପକ୍ଷରୁ ଆଜି କେନ୍ଦୁଝର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡ଼ାକୁ ଜୀବନରେ ସଫଳତା ପାଇବାକୁ ଏକ ଉପାୟ ଭାବରେ ଗ୍ରହଣ…
ଅଜଣା ରୋଗରେ ବ୍ୟାପିବାରେ ଲାଗିଛି କୁକୁଡା ମଡକ,କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରାଣୀ ଚିକିତ୍ସା ବିଭାଗ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ତହସିଲ ଅନ୍ତର୍ଗତ ବାଲିଆ ପଞ୍ଚାୟତର ଜାଗୁଳାଇପଡା ଅଞ୍ଚଳରେ କୁକୁଡ଼ା ମଡ଼କ ସୃଷ୍ଟି ହୋଇଛି। ଅଚାନକ କୁକୁଡ଼ା ମରିବା ଆରମ୍ଭ ହେବାରୁ ସ୍ଥାନୀୟ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଲେଣି। କୁକୁଡ଼ା ଚାଷୀଙ୍କ ଫାର୍ମରେ ଦିନକୁ ଦଶରୁ କୋଡ଼ିଏ…