ସାଳି ପ୍ରେମରେ ପାଗଳ ଭିଣେଇ :ଦକ୍ଷିଣଖଣ୍ଡଭୋଳ ଗ୍ରାମରେ ପାରିବାରିକ ବିବାଦ, ଥାନାରେ ଅଭିଯୋଗ ।

କେନ୍ଦ୍ରାପଡ଼ା (ପ୍ରଫୁଲ୍ଲ କୁମାର ମଲ୍ଲ) ସଦର ଥାନା ଅନ୍ତର୍ଗତ ଦକ୍ଷିଣ ଖଣ୍ଡଭୋଳ ଗ୍ରାମରେ ଏକ ଆଶ୍ଚର୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ସାଳି ସହ ପ୍ରେମ ସମ୍ପର୍କରେ ପାଗଳ ଭିଣେଇକୁ ନେଇ ସମଗ୍ର ଗ୍ରାମରେ ତୀବ୍ର ଚର୍ଚ୍ଚା ଚାଲିଛି ।ସୂଚନା ଅନୁସାରେ, ସ୍ୱଜନଙ୍କ ସାଳି ସହିତ ପ୍ରେମ ସମ୍ପର୍କ…

ଝାରସୁଗୁଡ଼ା ପୌର କାର୍ଯ୍ୟାଳୟ ସ୍ଥାନାନ୍ତର ନକରିବାକୁ ବିଜେଡି ଜିଲ୍ଲାପାଳଙ୍କ ନିକଟରେ ଫେରାଦ

  ଝାରସୁଗୁଡ଼ା : ପୌର ପରିଷଦର ନୂତନ କାର୍ଯ୍ୟାଳୟ ପାଇଁ ସହରର ବିଟିଏମ୍ ଅଞ୍ଚଳରେ ଜାଗା ଚିହ୍ନଟୀକରଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ୬ ତାରିଖରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ ବି ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ…

ଦୀପାଳି ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା

 ଝାରସୁଗୁଡ଼ା : ବିଜେଡିର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଯେଉଁଠି ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦିକା ଦାୟିତ୍ବ ପ୍ରଦାନ କରାଯାଇଛି। ଯାହାକୁ ନେଇ ଦୀପାଳିଙ୍କ ଅନୁଗତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏହା ପୂର୍ବରୁ ବି ସୁଶ୍ରୀ ଦାସ ଦଳର…

ବସ ଟିକେଟ ଡିଜିଟାଇଜ କରିବାକୁ ଜାକପେ ପକ୍ଷରୁ କ୍ରୁଟ ଓ ଓଏନଡିସି ସହ ସହଯୋଗିତା

ଭୁବନେଶ୍ୱର: ଜାକପେ ଏବଂ ସିଆରଯୁଟିର ନୂତନ ଉଦ୍ୟମ ଫଳରେ ଓଡ଼ିଶାରେ ବସ୍ ଟିକେଟ୍ ଏବେ ହ୍ୱାଟ୍ସଆପରେ କ୍ରୟ କରାଯାଇପାରିବ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଏବଂ ଓଏନଡିସି ନେଟୱାର୍କ ସହିତ ଜାକପେର ଏକ ଉଲ୍ଲେଖନୀୟ ସହଯୋଗିତା ହେତୁ ଓଡ଼ିଶାର ଲକ୍ଷାଧିକ ଯାତ୍ରୀ ଏବେ…

ବେଦାନ୍ତ ଆଲୁମିନିୟମର ଭେଦକ୍ଷତା ତାଲିମ କେନ୍ଦ୍ର ଗ୍ରାମୀଣ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରୁଛି

ଭୁବନେଶ୍ୱର, ୦୪.୦୯.୨୫ - ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବିଲେଇମୁଣ୍ଡା ଗ୍ରାମରେ ଏହାର ପ୍ରମୁଖ ଭେଦକ୍ଷତା ତାଲିମ କେନ୍ଦ୍ର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେଉଛି। ଆଜି ପର୍ଯ୍ୟନ୍ତ, ଏହି କାର୍ଯ୍ୟକ୍ରମ ଅଧୀନରେ…

ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନାର ଆଉଟବାଉଣ୍ଡ ଲଜିଷ୍ଟିr୍ ବିଭାଗରେ ସମସ୍ତ ସିଫ୍ଟରେ ମହିଳାକର୍ମଚାରୀ ନିୟୋଜିତ

- ଚଳିତି ବର୍ଷ, ଟାଟା ଷ୍ଟିଲ୍ ନିଜର ପ୍ରମୁଖ ଡିଇଆଇ (ବିବିଧତା, ସମାନତା ଏବଂ ସାମଗ୍ରିକତା) କାର୍ଯ୍ୟକ୍ରମ ଏମଓଏସଏଆଇସି ର ୧୦ମ ବାର୍ଷିକୀ ପାଳନ କରୁଛି କଳିଙ୍ଗନଗର, ସେପ୍େଟମ୍ବର ୪,୨୦୨୫: ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟର କାରଖାନାରୁ ବାହାରକୁ ସାମଗ୍ରୀ ପରିଚାଳନା ବିଭାଗ(ଆଉଟବାଉଣ୍ଡ…

ଗାଁ ଗହଳିରେ ଅବୈଧ ମଦ ବେପାର ଚୁପ ସାଜିଛନ୍ତି ପ୍ରଶାସନ ଓ କର୍ମଚାରୀ

ବିଷମକଟକ ( ଶୁଭମ ମହାପାତ୍ର ) ବିଷମ କଟକ ବ୍ଲକର ବିଭିନ୍ନ ଗାଁଗୁଡ଼ିକରେ ଦିନକୁ ଦିନ ଅବୈଧ ମଦ ବେପାର ଜୋରଦାର ହୋଇଚାଲିଛି। ବିଶେଷ କରି ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟାବେଳେ ହାଟ, ପାଳିଆ, ଓ ଗାଁର ଗୁପ୍ତ ସ୍ଥାନରେ ଖୋଲାମେଳା ଭାବରେ ମଦ ବିକ୍ରି ହେଉଥିବାକୁ ଲୋକମାନେ ଅଭିଯୋଗ…

କୋରାପୁଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଛି ଟିପିଏସ୍ଓଡିଏଲ୍

ନୂତନ ୩୩ କେଭି ଲାଇନ ଓ ଟ୍ରାନ୍ସଫର୍ମର ଯୋଗେ ଉତ୍ସର୍ଗୀକୃତ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା  ବ୍ରହ୍ମପୁର, ସେପ୍ଟେମ୍ୱର: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିକଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ୍ ପାଇଁ ୫୦୦ କେଭି କ୍ଷମତା ବିଶିଷ୍ଟ ବିତରଣ…

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସ ୨୦୨୫: ଶିକ୍ଷା ଓ ଅନୁସନ୍ଧାନ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ମେଡିକାଲ୍ ସାଇନ୍‌ସେସ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ବି ଆଗରେ ଭୁବନେଶ୍ୱର, ସେପ୍ଟେମ୍ବର ୪: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ ହୋଇଛି ।…

କେନ୍ଦ୍ରାପଡ଼ାରେ ନିର୍ମାଣ ଶ୍ରମିକ ସଂଘର ଦାବି ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ଆଜି ପ୍ରାୟ ୧୧ଟା ସମୟରେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା କାର୍ଯ୍ୟକାରି କମିଟି ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ସେଠାରେ ସଂଘ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ…