ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ୨୦୨୫

ଓଡ଼ଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜ କିଶୋର ସାହୁଙ୍କ ତତ୍ବାବଧାନରେ ସାମାଜିକ ବିଜ୍ଞାନ ବିଭାଗର ଅଧ୍ୟାପକ ସମ୍ବିତ ଦାସ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପବିତ୍ର କୁମାର ସାହୁ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ଅଧ୍ୟାପକ…

ଓଡ଼ଗାଁ ବନାଞ୍ଚଳରୁ ପଞ୍ଚାୟତକୁ ଚାରା ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳରୁ ପ୍ରତି ପଞ୍ଚାୟତକୁ ଚାରା ଯୋଗାଣ କାର୍ଯ୍ୟକ୍ରମର ଗୁରୁବାର ଶୁଭାରମ୍ଭ ହୋଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକଙ୍କ ତତ୍ବାବଧାନରେ ବନପାଳ…

ସାଙ୍ଗଠନିକ ବୈଠକ, ସାମାଜିକ ସ୍ଥିତି ଆର୍ଥିକ ସ୍ବଚ୍ଛଳତା ଓ ଦଳ ପ୍ରତି ଆନୁଗତ୍ୟହିଁ ନେତୃତ୍ୱର ମାପକାଠି ହେବ

ଓଡଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଓ ଏନଏସି ସ୍ତରୀୟ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ଓଡ଼ଗାଁ ହ୍ବାଇଟ୍ ହାଉସ୍ କଲ୍ୟାଣୀ ମଣ୍ଡପ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ କେନ୍ଦ୍ରୀୟ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ…

ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉ: ସୁନିଆରେ ସୁନାବେଶ , ୩ ସୁନା ଥାଳିରେ ୩ ବାଡ଼ କାକେରା ଅର୍ପଣ

ଓଡ଼ଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରେ ଗୁରବାର ସୁନିଆ ପର୍ବ ସହିତ ବାମନ ଜନ୍ମ ନୀତି ପାଳିତ ହୋଇଯାଇଛି । ରାମ ଲକ୍ଷ୍ମଣ ଓ ସୀତା ତିନି ଠାକୁରଙ୍କୁ ସୁନାବେଶ କରାଯାଇ ୩ ଗୋଟି ସୁନା ଥାଳିରେ ୩ ବାଡ କାକରା ଲାଗିକରି ପୂଜା ନୈବେଦ୍ୟ…

କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁରରେ ଗୋ-ପାଳନ ସମ୍ବନ୍ଧୀୟ ୩ ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରର୍ମ

ଜଗତସିଂହପୁର,ତା-୦୪.୦୯.୨୦୨୫/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଅନୁକୁଲ୍ୟ ରେ ତା ୦୨.୦୯. ୨୦୨୫ ରିଖ ରୁ ତା ୦୪.୦୯.୨୦୨୫ ରିଖ ପର୍ଯ୍ୟନ୍ତ ୩ ଦିନ ଧରି ବୈଜ୍ଞାନିକ ପଦ୍ଧତିରେ ଗୋ ପାଳନ ବିଷୟରେ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ରାଜ୍ୟ…

ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ

ଜଗତସିଂହପୁର,ତା-୦୨.୦୯.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ PACS Computerisation (NLPS) ଓ ସମବାୟ ସମୀକ୍ଷା ସଚେତନତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଶ୍ରୀଯୁକ୍ତ…

ଗଣେଶ ପୂଜା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କିରାପଲ୍ଲୀ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ତ୍ରିନାଥ ମେଳା, ସଂକୀର୍ତ୍ତନ, ଭଜନ ସମାରୋହ ଅନୁଷ୍ଠିତ ହେବା ସହ ବିଭିନ୍ନ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ…

ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଆଇନ ମନ୍ତ୍ରୀ

 ବାଲୁଗାଁ:(ସେକ କୌସର): ଛାତ୍ରଛାତ୍ରୀମାନେ ସମ୍ପ୍ରତି ଚାପମୁକ୍ତ ହୋଇ ଅଧ୍ୟୟନ କରିବା ସହ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ଉଚିତ ବୋଲି ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଆଇନ,ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ…

ଆମ ଓଡ଼ିଶା ପରୀକ୍ଷା ପାଇଁ ବେଲଗୁଣ୍ଠାରେ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆସନ୍ତା ସାତ ତାରିଖ ରବିବାର ଦିନ ସମ୍ବାଦ- ଆମ ଓଡ଼ିଶା ତରଫରୁ ରାଜ୍ୟ ସ୍ତରୀୟ ପରୀକ୍ଷା ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ଏନ୍ଏସିର ପେଣ୍ଠ ସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ବ୍ଲକ୍ ର କ୍ଷତ୍ରିୟବରପୁର ସରକାରୀ…

ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- -ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। Fc ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୪୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି।…