Sign in
Sign in
Recover your password.
A password will be e-mailed to you.
ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ
ଜଗତସିଂହପୁର,ତା-୦୨.୦୯.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ PACS Computerisation (NLPS) ଓ ସମବାୟ ସମୀକ୍ଷା ସଚେତନତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଶ୍ରୀଯୁକ୍ତ…
ଗଣେଶ ପୂଜା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କିରାପଲ୍ଲୀ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ତ୍ରିନାଥ ମେଳା, ସଂକୀର୍ତ୍ତନ, ଭଜନ ସମାରୋହ ଅନୁଷ୍ଠିତ ହେବା ସହ ବିଭିନ୍ନ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ…
ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଆଇନ ମନ୍ତ୍ରୀ
ବାଲୁଗାଁ:(ସେକ କୌସର): ଛାତ୍ରଛାତ୍ରୀମାନେ ସମ୍ପ୍ରତି ଚାପମୁକ୍ତ ହୋଇ ଅଧ୍ୟୟନ କରିବା ସହ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ଉଚିତ ବୋଲି ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଆଇନ,ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ…
ଆମ ଓଡ଼ିଶା ପରୀକ୍ଷା ପାଇଁ ବେଲଗୁଣ୍ଠାରେ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆସନ୍ତା ସାତ ତାରିଖ ରବିବାର ଦିନ ସମ୍ବାଦ- ଆମ ଓଡ଼ିଶା ତରଫରୁ ରାଜ୍ୟ ସ୍ତରୀୟ ପରୀକ୍ଷା ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ଏନ୍ଏସିର ପେଣ୍ଠ ସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ବ୍ଲକ୍ ର କ୍ଷତ୍ରିୟବରପୁର ସରକାରୀ…
ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- -ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। Fc ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୪୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି।…
କେନ୍ଦୁଝରରେ ଏଡ଼ସ ସଚେତନତା ଗଣଦୌଡ଼
କେନ୍ଦୁଝର,ତା୪/୯- ଆଜି କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଓସାକ୍ସ ଆନୁକୂଲ୍ୟରେ ଏଡ଼ସ ସଚେତନତା ଗଣଦୌଡ଼ ସରକାରୀ ମହିଳା ମହାବିଦ୍ୟାଳୟରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମାପ୍ତି ହୋଇଥିଲା। ଅଧ୍ୟକ୍ଷ ଲଳିତ ରଞ୍ଜନ ସାହୁ ଗଣଦୌଡ଼କୁ…
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଦୁର୍ନୀତି ଅଭିଯୋଗ।
କେନ୍ଦୁଝର,ତା୪/୯- କେନ୍ଦୁଝର ଜିଲ୍ଲାର ସଦର ସବଡିଭିଜନର ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ (ଜୀବିକା ମିଶନ)ର ବେପାରୁଆ ଓ ଲାଭଖୋର(ପିସି) ମନୋବୃତ୍ତିି ପାଇଁ ସରକାରଙ୍କ ଜନହିତକର ଯୋଜନା ବାଟବଣା ହେଉଛି ବୋଲି ଗୁରୁତର ଅଭିଯୋଗ ଆସିଛି ।କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ…
ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ରେ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଧାୟକ।
ମାଲକାନଗିରି,(ସୁରେନ୍ଦ୍ର ବେମାଲ ): ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଥା ସବୁଜ ମାଲକାନଗିରି ଗଠନ ପାଇଁ ଭାରତ ସରକାରଙ୍କ ଯେଉଁ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରହିଛି (ଏକ ପେଡ଼ ମାଁ କେ ନାମ) ଜିଲ୍ଲାର ପ୍ରତ୍ୟେକ ଗାଁକୁ ଚାରା ପହଞ୍ଚେଇବା ପାଇଁ ରଥ ଆଜି ଠାରୁ ଗଢ଼ିବ। ଏନେଇ ଆଜି…
କୁମିଂ ବେଳେ ୧୬ ମାଓବାଦୀଙ୍କୁ ଗିରଫ କଲା ବିଜାପୁର ପୋଲିସ।
ମାଲକାନଗିରି, ତା:-୦୪/୦୯ ସୀମାନ୍ତ ଛତିଶଗଡ ର ବିଜାପୁର ଜିଲ୍ଲା ଗଙ୍ଗୁଲୁର, ବାସାଗୁତ ଗୁଡା, ଜାଙ୍ଗଲାଗୁଡା ଜଙ୍ଗଲରେ ଯବାନମାନେ କୁମିଙ୍ଗ ଅପରେସନ କରୁଥିବା ସମୟରେ ୧୬ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ପାଖରୁ ପ୍ରେସର ବୋମା, ଜିଲୋଟିନ,
ଟିଫିନ ବୋମା ସହ ବହୁ…
ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- -ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। Fc ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୪୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି।…