ଶ୍ରୀରାମଚନ୍ଦ୍ରପୁର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ସାକ୍ଷୀଗୋପାଳ/ପୁରୀ: ସ୍ଥାନୀୟ ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଡ୍ରାମାଟିକ କ୍ଲବ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ "ସମୟ କହିବ କିଏ କାହାର" ନାଟକ ପରିବେଷଣ ହୋଇଯାଇଛି । ଯାହାକୁ ସ୍ଥାନୀୟ ଅଞ୍ଚଳର ହଜାର…

ଜଗନ୍ନାଥ ମନ୍ଦିର ରେ ସମୀକ୍ଷା ବୈଠକ ଅନୁଷ୍ଠିତ

#ଚାରି ବର୍ଷର ଉନ୍ନତି ଓ ଆୟବ୍ଯୟର ଚିଠା ଉପସ୍ଥାପନ#ଖର୍ଚ୍ଚ ହୋଇଛି ଏକକୋଟି (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,୧୨l୧୦()-ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ମନ୍ଦିର ଉନୟନ କୁ ନେଇ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉନ୍ନୟନ କମିଟିର ସଭାପତି ଡଃ ସତ୍ଯ ପ୍ରକାଶ…

ମାଲକାନଗିରି ରେ ରାଜେନ୍ଦ୍ର ହିଆଲ ମେମରିଆଲ ଅନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ- ମାଲକାନଗିରି ସଦର ମହକୁମା ଡି.ଏନ୍‌.କେ. ଖେଳ ପଡିଆ ଠାରେ ରାଜେନ୍ଦ୍ର ହିଆଲ ମେମରିଆଲ ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛିା ଏହି ଉଦ୍ଘାଟନୀ ଉତ୍ସବରେ ମାଲକାନଗିରି ଏସ.ପି. ସଚିନ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୋର୍ଣାମେଂଟର…

ପୂରାତନ ଛାତ୍ର ସଂସଦ ପକ୍ଷରୁ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦ୍ଵିତୀୟ ସର୍ବପୁରାତନ ମହାବିଦ୍ୟାଳୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠିତ ପୂରାତନ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଥିବା ସଂସଦର ଅତିଥି ଭବନ ଠାରେ ଶତାୟୁ ଅନୁଷ୍ଠାନର ଅବସରପ୍ରାପ୍ତ…

ଜିଲ୍ଲା ସ୍ତରୀୟ ଅଣ୍ଡର – ୧୯ ଫୁଟବଲ ଟୁର୍ଣ୍ଣାମେଣ୍ଟ , ନାଗମୁଣ୍ଡୁଳୀ ଚମ୍ପିୟାନ

ରଘୁନାଥ ଆଥଲେଟିକ ଆସୋସିଏସନ୍ ଓଡ଼ଗାଁ ଓଡ଼ଗାଁ,୧୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଅଣ୍ଡର -୧୯ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ନାଗମୁଣ୍ଡୁଳୀ ଚମ୍ପିୟାନ ହୋଇଥିବା ବେଳେ ଆୟୋଜକ ରଘୁନାଥ ଆଥଲେଟିକ ଆସୋସିଏସନ୍…

ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ଚୟନ।

ପଦ୍ମପୁର :- ସ୍ଥାନୀୟ ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଠାରେ ଜୟନାରାୟଣ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ବରିଷ୍ଠ ସଭ୍ୟ ଶ୍ରୀ ରଘୁନାଥ ତ୍ରିପାଠୀ ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ପୂର୍ବକ ପଦ୍ମପୁର ବ୍ରାହ୍ମଣ ସମାଜ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଗତ ସାଧାରଣ ସଭା ପରେ ସ୍ଵର୍ଗାରୋହଣ…

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆସନ୍ତା ଆକ୍ଟୋବର ମାସ ୧୯ ତାରିଖ ରବିବାର ଦିନ ଗାଙ୍ଗପୁର ଥାନାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ I ଏନେଇ ଆଜି ସନ୍ଧ୍ୟାରେ ଗାଙ୍ଗପୁର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ…

ନାଇରା କ୍ଳଷ୍ଟର ସରକାରୀ ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣୁପୁର ସବ୍ଡିଭିଜନ ପଦ୍ମପୁର ବ୍ଲକ ଅନ୍ତର୍ଗତ ନାଇରା କ୍ଳଷ୍ଟର ସରକାରୀ ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାଇରା ଠାରେ ତା ୧୧/୧୦/୨୦୨୫ କ୍ଳଷ୍ଟର ସ୍ତରୀୟ ଶିଶୁ ‌ ମହୋତ୍ସବ ସୁରଭି - ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି…

ଜିଲ୍ଲାସ୍ତରୀୟ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-୨୦୨୫ ର ଶୁଭାରମ୍ଭ : ୬୫,୫୩୬ ଜଣ ଶିଶୁଙ୍କୁ ଦୁଇବୁନ୍ଦା ପୋଲିଓ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଆଜି (ରବିବାର) ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସମଗ୍ର ଗଜପତି ଜିଲ୍ଲାରେ ପଲସ୍ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ କରାଯିବ। ସେହି କ୍ରମାନୁସାରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ମାତୃ କର୍ମଶାଳା ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗ ର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରି ମାର୍ଗ ଦର୍ଶନ କରିଥିଲେ। ଶିଶୁ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ…