Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ଜିଲ୍ଲା ପରାମର୍ଶଦାତା ସମିତି ବୈଠକ ଅନୁଷ୍ଠିତ
କଟକ, ତା ୨୬-୧୨-୨୦୨୫, କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି (DLRC) ଓ ପରାମର୍ଶଦାତା ସମିତି (DCC) ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ସେପ୍ଟେମ୍ବର ୨୦୨୫ବର୍ଷ ଅବଧି ପାଇଁ କରଯାଇଥିବା ବାର୍ଷିକ…
ଦୁର୍ଘଟଣାରେ ଯୁବକ ଗୁରୁତର ; ଆସିଲାନି ଆମ୍ବୁଲାନ୍ସ୍
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )୨୬/୧୨, ବେଲଗୁଣ୍ଠା ଅଞ୍ଚଳରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲ୍ ଆସିବାର ଦୀର୍ଘ ଦୁଇ ଘଣ୍ଟା ବିତିଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ୍ ନଆସିବା ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି I ସୂଚନା ପ୍ରକାରେ…
ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ, ୨୫ ଗ୍ରାମର ହେରୋଇନ ସହ ୧ କେଜି ୨୫୦ ଗ୍ରାମର ଗଞ୍ଜେଇ ଜବତ
ଜଗତସିଂହପୁର,ତା-୨୬.୧୨.୨୦୨୫/ସୁମନ୍ତ କୁମାର ଦାସ: ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ଶୁକ୍ରବାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ। ଜଗତସିଂହପୁର ଥାନା ଅନ୍ତର୍ଗତ ଗଉଡୁଣି ପଡିଆ…
ବେଲଗୁଣ୍ଠା ; ଦିନ ଦଶଟା ପର୍ଯ୍ୟନ୍ତ ରାସ୍ତା ଘାଟ କୁହୁଡ଼ି ଚଦର ତଳେ
ବେଲଗୁଣ୍ଠା,- (ଶିବରାମ ଚୌଧୁରୀ )-, ବର୍ତ୍ତମାନ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଶୀତ ସାଥିରେ ତାଳ ଦେଇଛି ଘନ କୁହୁଡ଼ି I ଏହି କୁହୁଡ଼ି ରାତିରୁ ଆରମ୍ଭ ହୋଇ ସକାଳ ଦଶଟା ପର୍ଯ୍ୟନ୍ତ ବାୟୁ ମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି I ଆଜି ବେଲଗୁଣ୍ଠା ସହରରେ ଏହିଭଳି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା…
ଜାନୁଆରି ୨ରୁ ତିନି ଦିନିଆ ଶାରଳା ନାଟକ ଉତ୍ସବ
ପ୍ରତି ସନ୍ଧ୍ୟାରେ ମଞ୍ଚସ୍ଥ ହେବ ମୌଳିକ ଓଡ଼ିଆ ନାଟକ
ଚୌଧୁରୀ ଜୟପ୍ରକାଶ ପାଇବେ ସମ୍ମାନ ଜନକ ‘କୃପାସିନ୍ଧୁ ମହାନ୍ତି ନାଟ୍ୟ ସମ୍ମାନ’
୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ପ୍ରଥାମ ସମ୍ମାନ-୨୦୨୬’
ଜାନୁଆରି ୪ରେ ନାଟ୍ୟ ଆଲୋଚନା ଓ ପ୍ରଶିକ୍ଷଣ ଶିବିର
ପ୍ରତ୍ୟକ…
ଜିଲ୍ଲା ମହୋତ୍ସବ ତୃତୀୟ ସନ୍ଧ୍ୟା: ମଞ୍ଚରେ ଉଠିଲା ମେଡିକାଲ କଲେଜ ନିର୍ମାଣ ଦାବି
ଖଣ୍ଡପଡ଼ା ବିଧାୟକଙ୍କ ବକ୍ତବ୍ୟ ସମୟରେ ହୋ ହାଲ୍ଲା
ନୟାଗଡ଼(ବିଶ୍ଵଜିତ ନାୟକ):- ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ତୃତୀୟ ସନ୍ଧ୍ୟା ବେଶ ଆକର୍ଷଣୀୟ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି…
ଆଦିତ୍ୟ ଆଲୁମିନା ରିଫାଇନେରୀ ଆୟୋଜନ କଲା ଚକ୍ଷୁ ପରୀକ୍ଷା ଶିବିର
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଇକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ର ଆଦିତ୍ୟ ଆଲୁମିନା ରେଫାଇନାରୀ, ନିଜର CSR (କର୍ପୋରେଟ ସାମାଜିକ ଦାୟିତ୍ଵ) ପୋଡ଼ାପାଡ଼ି ପଞ୍ଚାୟତ ଅଞ୍ଚଳରେ ଏକ ସଫଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା । ଏହି ଶିବିରର ଉଦ୍ଦେଶ୍ୟ ଥିଲା…
ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ତରଫରୁ ଦିବ୍ୟାଶିଷ ଦିବସ ପାଳିତ l
ଗୁରୁଜୀ ଶିରିଡି ସାଇବାବାଙ୍କ ଅନନ୍ୟ ଭକ୍ତ : କନକ ବର୍ଦ୍ଧନ ସିଂଦେଓ, ଉପମୁଖ୍ୟ ମନ୍ତ୍ରୀ
ଭୁବନେଶ୍ୱର, -: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ଆନୁକୁଲ୍ୟରେ ଦିବ୍ୟାଶିଷ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରେ…
ଡେରାବିଶରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ହେଲା ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ପାଟକୁରା ବିଜୁ ଜନତା ଦଳ ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ୍ ବ୍ଲକ ଚାଟରା ଚକଡା ପରିସରରେ ଅବସ୍ଥିତ କଲ୍ୟାଣି ମଣ୍ଡପରେ ୨୯ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଲ୍ଲାସର ସହିତ ପାଳନ କରାଯାଇଛି। ଏହି ଅବସରରେ…
ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି
ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ବଡ଼ମାଳ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯାଇଛି ।ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା କହିଛନ୍ତି ଯେ ଏହା ବିଜୁ ଜନତା…