Sign in
Sign in
Recover your password.
A password will be e-mailed to you.
ରାଜ୍ୟସ୍ତରୀୟ ଯୁବୋତ୍ସବ- ୨୦୨୫ ଉଦଯାପିତ।
କେନ୍ଦୁଝର,ତା୩୦/୧୨- ୨୪ ତାରିଖରୁ ୨୬ ତାରିଖ ତିନିଦିନ ଧରି ରାଜ୍ୟସ୍ତରୀୟ ଯୁବୋତ୍ସବ - ୨୦୨୫ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଉଦଯାପିତ ହୋଇଯାଇଛି।ଏହି ଉତ୍ସବରେ ରାଜ୍ୟର ୩୦ ଟି ଜିଲ୍ଲାରୁ ପ୍ରତିନିଧିତ୍ଵ କରି ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ପ୍ରତିଭାଗୀମାନେ।…
ରେଳ ଧକ୍କାରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ରେଳବାଇ ଥାନା ଅନ୍ତର୍ଗତ ରାମନଗର ରେଳ ଫାଟକ ନିକଟରେ ରାସ୍ତା ପାର ହେଉଥିବା ବେଳେ ଜଣେ ଅଜଣା ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ବୃଦ୍ଧ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ରେଳବାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ପାରାଦ୍ୱୀପଠାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
ପାରାଦ୍ୱୀପ, ଡିସେମ୍ବର ୨୯, ୨୦୨୫:ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ପେଲେଟ୍ ପ୍ଲାଣ୍ଟ କମ୍ପ୍ଲେକ୍ସରେ ଏକ ଆଧୁନିକ ଚକ ଧୋଇବା ଷ୍ଟେସନ ଉଦଘାଟନ ଓ ପ୍ଲାଣ୍ଟ ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ସହିତ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରିଛି। ଏହି ଅବସରରେ…
ଅଭିରାମ ନନ୍ଦ ପାଇଲେ ନେସନାଲ ବେଷ୍ଟ ସୋସିଆଲ ଓ୍ବାର୍କର ଆଓ୍ବାର୍ଡ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ନର୍ଲାର ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ ୨୦୨୫ ବର୍ଷ ପାଇଁ ନେସନାଲ ବେଷ୍ଟ ସୋସିଆଲ ଓ୍ବାର୍କର ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଓ୍ବର୍ଲ୍ଡ ଚେରିଟି ଓ୍ବେଲଫେୟାର ଫାଉଣ୍ଡେସନ…
ବେନିୟମ ଟିକସ ଓ ମାଗଣା ବିଜୁଳି ଯୋଗାଣକୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଖୋର୍ଦ୍ଧାରୁ ( ସେକ ଜାଫର ): ଖୋର୍ଦ୍ଧା -୨୯/୧୨-ଟାଟା କମ୍ପାନୀର ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷିକ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ ଟି.ଏଲ.ସି ଛକ ନିକଟସ୍ଥ ଟାଟା ପାୱାର ଅଫିସ ସମ୍ମୁଖ ରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ…
ମନୋହରପୁରରେ ଖ୍ରୀଷ୍ଟମାସ ପ୍ରାର୍ଥନା ସଭା ଓ ମାନବିକ ଶିକ୍ଷା
ମନୋହରପୁର ବାପଟିଷ୍ଟ ମଣ୍ଡଳୀର ସଂଖ୍ୟାଲଘୁ କଲ୍ୟାଣ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର,ତା୨୯/୧୨- କେନ୍ଦୁଝର ଜିଲାର ମନୋହରପୁର ଗ୍ରାମରେ ଥିବା ଚର୍ଚ୍ଚ ପରିସରରେ ସାଧାରଣ ପ୍ରାର୍ଥନା ସଭା ପରେ ଆଜି ମନୋହରପୁର ବାପଟିଷ୍ଟ ମଣ୍ଡଳୀ ଆନୁକୂଲ୍ୟରେ ସରକାରଙ୍କ ପକ୍ଷରୁ ସଂଖ୍ୟାଲଘୁଙ୍କ ପାଇଁ ରହିଥିବା…
ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ୟୁଆଇଏଲ୍ ସିଏସଆର୍ ପ୍ରକଳ୍ପ ପରିଦର୍ଶନ
ରାୟଗଡ଼ା: (ସରୋଜ କୁମାର ସାହୁ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ଅନ୍ତର୍ଗତ ଚାଲିଥିବା ପ୍ରକଳ୍ପ ଗୁଡ଼ିକୁ ଆଜି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ…
ଖୋର୍ଦ୍ଧା ମଣ୍ଡଳର ରେଳ ସୁରକ୍ଷା ସମ୍ମାନ ଉତ୍ସବ ଅନୁଷ୍ଠିତ।
କେନ୍ଦୁଝର,ତା୨୯/୧୨- ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କନ୍ଫରେନ୍ସ ହୋଲଠାରେ ଆଜି ରେଳବାଇ ତରଫରୁ ସୁରକ୍ଷା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖୋର୍ଦ୍ଧା ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀଯୁକ୍ତ ଆଲୋକ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସମୟରେ ଉପସ୍ଥିତ ବୁଦ୍ଧି ଓ ସତର୍କତା…
ବ୍ରାହ୍ମଣଡ଼ିହି ଗାଁ ରେ ସିରଜିନା ମେଲନ ମେସନ୍ ର ପ୍ରସ୍ତୁତି ବୈଠକ୍
ପଦମପୁର :- ଗ୍ରାମରେ ମେଲନ ମେଶନ କାର୍ଯ୍ଯକ୍ରମ ର ପ୍ରସ୍ତୁତି ବୈଠକ ଶ୍ରୀ ରାଜେନ୍ଦ୍ର କୁମାର୍ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଗ୍ରାମ ଗୌନ୍ତିଆ, ସ୍କୁଲ ର ଚେୟାରପର୍ସନ, ୱାର୍ଡ ମେମ୍ବର ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ ।ଗ୍ରାମ ର ପୂର୍ବତନ ଅବସର ପ୍ରାପ୍ତ…
ଓଡିଶା ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର କୃତିତ୍ୱ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଜ୍ଞାନ ମିଶନ ତରଫରୁ ହରିହରାନନ୍ଦ ଗୁରୁକୁଳ ଆଶ୍ରମ , ବାଲିଘାଇ , ପୁରୀଠାରେ ଆୟୋଜିତ ଓଡିଶା ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରଣତି ଚୌଧୁରୀଙ୍କୁ ସ୍ୱତନ୍ତ୍ର…