କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-୧୬/୧୦, ସୋରଡ଼ା ବ୍ଳକ୍ ଅନ୍ତର୍ଗତ କୁଲାଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି ବରୁଣ ସେଠୀ ଏବଂ ପ୍ରଧାନ ଶିକ୍ଷକ ବାବୁଲି ବେହେରାଙ୍କ ତତ୍ତ୍ୱାବଧାନରେ ଲାଠିପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଡକ୍ଟର ଭୋଳାନାଥ ରାଉତ

ଜଗତସିଂହପୁର ତା.16.10 . 2025 ସୁମନ୍ତ କୁମାର ଦାସ: ସବୁ ମଣିଷର ଜନ୍ମ ଏକ ପ୍ରକାର କିନ୍ତୁ ଅସାଧାରଣ କର୍ମହିଁ ମଣିଷକୁ କାଳଯୟୀ କରିଥାଏ I ସେହିପରି ଜଣେ କାଳଜୟୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଅନନ୍ୟ ସାରସ୍ୱତ ସାଧକ ଡକ୍ଟର ଭୋଳାନାଥ ରାଉତ ବୋଲି ଆଜି ତାଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ…

ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ତା ୧୬/୧୦/୨୫ ସୁମନ୍ତକୁମାର ଦାସ: ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ…

କେଶରୀବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

ବେହେଡା, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା 16/10/2025,ଉମରକୋଟ ବ୍ଲକ ଅନ୍ତର୍ଗତ କେଶରିବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଦିବସୀୟ ଶିଶୁ ମହୋତ୍ସବ ସୁରଭି ତାରାଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଆଡମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମକୁ…

ଅସହାୟ ପରିବାର ପାଇଁ ସାହା କିଏ, ପେଟ ପାଇଁ ସଂଘର୍ଷ କରୁଛନ୍ତି ତିନି ନାବାଳକ

ମାଲକାନଗିରି:ଅସହାୟ ଓ ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ଲୋକଙ୍କ ସରକାର ବୋଲାଉ ଥିବା ଏହି ସରକାର ଅସହାୟଙ୍କ ପାଇଁ ବଡ ବଡ ପଦକ୍ଷେପ ନେଉଥିବା କହୁଛନ୍ତି। ତେବେ ଅନେକ ଯୋଜନା ଓ ସରକାରଙ୍କ ଅନେକ ପଦକ୍ଷେପ ସତ୍ବେ ଆଜି ମଧ୍ୟ ଏମିତି କିଛି ଅସହାୟ ପରିବାର ଅଛନ୍ତି ଯେଉଁମାନେକି…

ଜିଲ୍ଲା ଜୁନିୟର ରେଡ଼କ୍ରସ ର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

ମାଲକାନଗିରି:  ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି-୭ ଠାରେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟ ତରଫରୁ ଜିଲ୍ଲା ଜୁନିୟର ରେଡ଼କ୍ରସ ର କାର୍ଯ୍ୟକାରୀଣି ବୈଠକ ସମ୍ମାନୀୟ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ…

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ମାଲକାନଗିରି, ତା:-୧୬/୧୦ ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧିରିମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ସୁରଭି କାର୍ଯ୍ୟକ୍ରମ ତଥା ଶିଶୁମହୋତ୍ସବ – ୨୦୨୫ ସି.ଆର.ସି.ସି. ଚିନ୍ହୟୀ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଉଦଘାଟନ ଉତ୍ସବରେ ଗୋଷ୍ଠୀ ଶିକ୍ଷା…

ଅସ୍ତ୍ରଶସ୍ତ୍ର ସହ ବିଭିନ୍ନ ଜାଗାରୁ ୧୩୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୬/୧୦ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ସଙ୍ଗଠନ ଦିନକୁ ଦିନ ଭୁଶୁଡିବାରେ ଲାଗିଛି। ଛତିଶଗଡ଼ରେ ମାଓବାଦୀ ଦମନ ଅଭିଯାନ ଜୋର୍‌ଦାର ହେବାପରେ ଏନ୍‌କାଉଣ୍ଟରରେ ବହୁ ଟପ୍ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି। ମୁଖ୍ୟ ନେତାଙ୍କ ମୃତ୍ୟୁ ପରେ ମାଓବାଦୀ ସଙ୍ଗଠନକୁ…

ରାଜ୍ୟ ମୁକ୍ତ ବିଦ୍ୟାଳୟର ସ୍ୱତନ୍ତ୍ର ନାମଲେଖା

ଖଇରପୁଟ-ମାଲକାନଗିରି ଜିଲା ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଗମ ମାଡ଼କାପଦର ଓ ବଡଡୁରାଲ ପଞ୍ଚାୟତବାସୀଙ୍କ ସୁବିଧା ପାଇଁ ମାଡ଼କାପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟ ମୁକ୍ତ ବିଦ୍ୟାଳୟର ସ୍ବତନ୍ତ୍ର ନାମଲେଖା ଶିବିର ଅନୁଷ୍ଠିତ ହୋଇଛି ।ଅଧାରୁ ପାଠ…

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ:(ସେକ କୌସର): ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହିକାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପୋଷଣ…