Sign in
Sign in
Recover your password.
A password will be e-mailed to you.
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ,
ବାଣପୁର:(ସେକ୍ କୌସର): ବାଣପୁର ପଲଟଣ ପଡ଼ିଆଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ ସମଗ୍ର ରାଜ୍ୟରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ରାଜ୍ୟ ସରକାର ୨,୨୦୦ ବିଦ୍ୟାଳୟର ବିକାଶ…
ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା…
୧ ରୁ ୫ ଫେବୃଆରି ମଧ୍ୟରେ ହେବ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୫
ମାଲକାନଗିରି, ୭/୧/୨୫:ସର୍ବ ସମ୍ମତି ଓ ନିଷ୍ପତ୍ତି କ୍ରମେ ପାଳନ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଲୋକ ମହୋତ୍ସବ ମାଲ୍ୟବନ୍ତ-୨୦୨୫ । ଆଜି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ମହୋତ୍ସବ-୨୦୨୫ ଆୟୋଜନ ନିମନ୍ତେ ତାରିଖ…
ମାଲକାନଗିରିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ପାଳିତ।
ମାଲକାନଗିରି ତା ୭/୧ ରିଖ: ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥିତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟାଳୟରେ ୯୦ତମ ପ୍ରତିଷ୍ଠା ଦିବସ ଜିଲ୍ଲା ସଭାପତି ତାରକ ମଣ୍ଡଳ ଙ୍କ ତତ୍ବାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଜିଲ୍ଲା ସଂଘର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ…
ଜିଲ୍ଳାପାଳଙ୍କ ସହାୟତାରେ ଜୀବିକା ପାଇଲେ ଅସହାୟା ମହିଳା
କଟକ ତା ୦୭.୦୧.୨୦୨୬ ରିଖ – ଢେଙ୍କାନାଳ ଦଲାରର ଗୁଡୁଲି ବେହେରା । ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ କଟକ ଗୋପାଳପୁରଠାରେ ଏକ ସଡକ ଦୁର୍ଘଟଣାରେ ସ୍ୱାମୀ ପ୍ରାଣ ହରାଇବା ପରେ ନିଃସହାୟ ହୋଇଯାଇଥିଲେ ଗୁଡୁଲି । ଘରେ ଶାଶୁ ଓ ପକ୍ଷାଘାତ ପିଡୀତ ଶ୍ୱଶୁର ଏବଂ ଆଠ ବର୍ଷ ଓ ପାଂଚ ବର୍ଷର ଦୁଇଟି…
ପଲୁ୍ୟସନ ସାର୍ଟିଫିକେଟ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳର ଆନେ୍ଦାଳନ ଡାକରା
ଚାଲାଣ ଥିଲେ ପଲୁ୍ୟସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ
ସରକାରଙ୍କ ତୋଗଲକି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଦହଗଞ୍ଜ କରୁଛି
ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ
ଭୁବନେଶ୍ୱର, ୦୭/୦୧/୨୦୨୬: ରାଜ୍ୟରେ ଯାନବାହାନର ପଲୁ୍ୟସନ…
ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗୁଲୁମି ସେକ୍ସନର ଫରେଷ୍ଟର ଅଶୋକ କୁମାର ନାୟକ
ତଲାଶି ବେଳେ ₹୧.୮୦ ଲକ୍ଷ ନଗଦ ଟଙ୍କା ଜବତ
ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) :- ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧୀନସ୍ଥ ଗୁଲୁମି ସେକ୍ସନର ଫରେଷ୍ଟରଙ୍କୁ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଗିରଫ କରିଛି। ଗଛ କାଠ ପରିବହନ ପାଇଁ ଅନୁମତି ଦେବା…
ମେଣ୍ଢା ପଲଙ୍କୁ ରାତିରେ ଖାଇଗଲେ ଗଧିଆ।
କେନ୍ଦୁଝର,ତା୭/୧- ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତେଳାପଶି ଗ୍ରାମ ପଞ୍ଚାୟତର ସାନକମଣ୍ଡରା ଗାଁର ପୂର୍ଣ୍ଣଚନ୍ଦ୍ର ଡାଙ୍ଗୁଆଙ୍କର ଗୁହାଳରେ କାଲି ରାତିରେ କୌଣସି ବନ୍ଯ ଜନ୍ତୁ ପଶି ଶିକାର କରି ମାରି ମେଣ୍ଢା ମାନଙ୍କୁ ଖାଇବାଥିବା ଜଣାଯାଇଛି। ଏହା ସହିତ ମେଣ୍ଢାଙ୍କୁ ନେଇ ମାରି ଅଧାବାଟରେ…
ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଉଦଘାଟିତ
https://youtu.be/A5pivPHQP70
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫-୨୬ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠାନ ଉଦ୍ଘାଟିତ ହୋଇଯାଇଛି। ଏହି ମେଳା ତା.୦୬.୦୧.୨୦୨୬ ଠାରୁ ୧୦.୦୧.୨୦୨୬ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ…
ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ବାର୍ଷିକ କ୍ରୀଡା ଅନୁଷ୍ଠିତ
କେନ୍ଦୁଝର,ତା ୭/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଠାରେ ଥିବା ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ୩୮ତମ ବାର୍ଷିକ କ୍ରୀଡ଼ାର ଶୁଭ ଉଦଘାଟନୀ ହୋଇଯାଇଛି। ଦୁଇଦିନ ଧରି ଏହି ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର…