Sign in
Sign in
Recover your password.
A password will be e-mailed to you.
ପୋଲିସକୁ ଚକମା ଦେଇ ଖସିଯାଉଥିବା ଦୁଷ୍କର୍ମ ଅଭିଯୁକ୍ତ ଯୁବକ ୪ ବର୍ଷ ପରେ ଏବେ ଜେଲ୍ ଗଲା,
ଓଡ଼ଗାଁ,୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ କଦମଝର ଜୟମଙ୍ଗଳ ପ୍ରସାଦ ଗାଁର ସନ୍ତୋଷ କୁମାର ପ୍ରଧାନ(୨୯)ଙ୍କୁ ଓଡ଼ଗାଁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲେ । ଜାମିନ ଖାରଜ ହେବାରୁ ପକ୍ସୋ ଆଇନର ଅଭିଯୁକ୍ତ ସନ୍ତୋଷକୁ ବିଚାର…
ଆଇନ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):- ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ ରଂଜନ ଦାସଙ୍କ ଅନୁମତି କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ପଞ୍ଚାୟତ ସମିତି…
ଡିଜିଟାଲ ସୁରକ୍ଷା ଓ ସାଇବର ବୁଲିଂ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
କଟକ ତା ୦୭.୦୧.୨୦୨୬ରିଖ: ସାଇବର ସୁରକ୍ଷା ଓ ସଚେତନତା ସମ୍ବନ୍ଧିତ ଏକ ଦିନିକିଆ କାର୍ମଶାଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ବିଭାଗ କାର୍ଯ୍ୟଳୟ ତରଫରୁ ବେଟୀ ବଚାଓ ବେଟୀ ପଢାଓ ଯୋଜନା ଅନ୍ତର୍ଗତ ଡିଜିଟାଲ ସୁରକ୍ଷା…
କ୍ଷତ୍ରିୟବରପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ସମାଜ ସଂସ୍କାରକ ତଥା ସୁସାହିତ୍ୟିକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ସାରା ରାଜ୍ୟରେ ୧୧୮ ଟି ବିଦ୍ୟାଳୟରେ ଆଜି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଶୁଭ ଦେଇଥିବା ବେଳେ ବେଲଗୁଣ୍ଠା…
କଟକ କମିଶନରେଟ୍ ପୋଲିସ ପକ୍ଷରୁ ବସ୍ତିକୁ ଚାଲ ଅଭିଯାନ
କଟକ: ଆଜି କମିଶନରେଟ ପୋଲିସ କଟକ ୟୁପିଡି ପକ୍ଷରୁ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର ଓ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ବିଡାନାସୀ ସ୍ଥିତ ବସୁନ୍ଧରା ଖେଳ ପଡିଆରେ ଏକ କ୍ରିକେଟ ଟୁର୍ନାମେଣ୍ଟ କଟକ ସହରର ସମସ୍ତ ବସ୍ତିର ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା,ଏହି ଟୁର୍ନାମେଣ୍ଟ…
ସରକାରୀ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ମୁଖ୍ୟ ଅତିଥି ହେବା ସହ ଉଦଘାଟନ ଫଳକରେ ନାମ ରହିବା ନେଇ…
ଆମ୍ବଡହରା ଗ୍ରାମରେ ବ୍ଲକସ୍ତରୀୟ ୱାଟରସେଡ ମହୋତ୍ସବ ଅନୁଷ୍ଠିତ।
କେନ୍ଦୁଝର,ତା୭/୧- ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ ବାଂଶପାଳ ବ୍ଲକ ତଳକଇଁସାରୀ ପଂଚାୟତ ଆମ୍ବଡହରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ଅନୁଷ୍ଠିତ ୱାଟରସେଡ…
ମହାକାଳପଡ଼ା ବିଧାୟକଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା,ବିଭିନ୍ନ ପ୍ରକଳ୍ପର ସମୀକ୍ଷା ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଅପରାହ୍ନରେ ମହାକାଳପଡ଼ା ବିଧାୟକ ଡ଼.ଦ୍ୱର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ସହିତ ନିର୍ବାଚନ ମଣ୍ଡଳୀର ଉନ୍ନତି ନିମନ୍ତେ ବିଭିନ୍ନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି | ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ…
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ : କେନ୍ଦୁଝର ଜିଲ୍ଲାର ୧୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର…
କେନ୍ଦୁଝର,ତା୭/୧- ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ଏହି ପରିକଳ୍ପନାରେ ଆଜି ଶୁଭାରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ, କାରଣ ଆଜିର ବିଦ୍ୟାର୍ଥୀ ମାନେ ହେଲେ ଆସନ୍ତା କାଲିର ନାଗରିକ ଓ ରାଷ୍ଟ୍ର…
କେନ୍ଦୁଝରରେ ସୁଭଦ୍ରା ଶକ୍ତି ମେଳା ଏବଂ ସ୍ୱଦେଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦୁଝର,ତା୭/୧- ଚଳିତ ଜାନୁଆରୀ ୧୫ ରୁ ୨୧ ପର୍ଯ୍ୟନ୍ତ କେନ୍ଦୁଝରର କାଳିପଡିଆରେ ଆୟୋଜିତ ହେବାକୁ ଥିବା ସୁଭଦ୍ରା ଶକ୍ତି ମେଳା ଏବଂ ସ୍ୱଦେଶୀ ମେଳାର ସଫଳ ଆୟୋଜନ ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ପାଇଁ ଗତ ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ…
ଜିଲ୍ଲାସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ
- ବୁଲା ଗୋରୁ ଓ କୁକୁରଙ୍କୁ ଧରିବା ପାଇଁ କେନ୍ଦୁଝରଗଡ଼ ପୌରପାଳିକାକୁ ୨୫ଲକ୍ଷ ଟଙ୍କା ଅର୍ଥ ରାଶି ଦେଲେ ସିଡିଭିଓ
-ବିଭିନ୍ନ କ୍ଷେତ୍ରରେ ସଫଳ ମତ୍ସ ଓ ଚାଷୀଙ୍କୁ ସମ୍ବର୍ଦ୍ଧନା
କେନ୍ଦୁଝର,ତା୭/୧- ଧରଣୀଧର ବିଶ୍ୱ ବିଦ୍ୟାଳୟ ପଡିଆରେ ମତ୍ସଓ ପ୍ରାଣୀସମ୍ପଦ ବିକାଶ ବିଭାଗ…