Sign in
Sign in
Recover your password.
A password will be e-mailed to you.
ଡିସେମ୍ସର ୨୧ ରୁ ୨୩ ଚଇତି ଇଡିତାଲ ୨୦୨୫ ଉତ୍ସବର ପ୍ରସ୍ତୁତି ବୈଠକ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆସନ୍ତା ଡିସେମ୍ଵର ମାସ ୨୧ରୁ ୨୩ ପର୍ଯ୍ୟନ୍ତ ଗୁଣପୁର ଉପଖଣ୍ଡର ଲୋକ ମହୋତ୍ସବ ଚଇତି ଇଡିତାଲ ୨୦୨୫ ଅନୁଷ୍ଠିତ ହେବ । ଗୁଣପୁର ସେବା ସମାଜ ସମ୍ମୁଖ ବାଳକ ଉଚ୍ଚ ବିଦ୍ୟାଳୟର ପୁରୁଣା ଖେଳ ପଡ଼ିଆରେ ଆୟୋଜନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।…
ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ରେ ଭଞ୍ଜନଗର ରେ ବିଶାଳ ଏକତା ପଦଯାତ୍ରା ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଶାସନ ପକ୍ଷରୁ ନଭେମ୍ବର ମାସ ବୁଧବାର ୨୦୨୫ ଦିବସ ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ସହିତ ବିଶାଳ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ କବି ସମ୍ରାଟ…
ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ୧୭୩ ତମ ଜନ୍ମ ବାର୍ଷିକ ଉତ୍ସବ।
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-. ବୁଧୁବାର ଦିନ ପୂର୍ବାହ୍ନ ୧୧. ୩୦ ମିନଟ ସମୟରେ ଭଞ୍ଜନଗର ବେଲଗୁଣ୍ଠା ରୋଡରେ ଅବସ୍ଥିତ କାନାରା ବ୍ୟାଙ୍କ ଠାରେ ବ୍ୟାଙ୍କର ପ୍ରତିଷ୍ଠାତା ଏ. ସୁବାରାଓ ପାଇଙ୍କର ୧୭୩ ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ୧୯୦୬ ମସିହାରେ କର୍ଣ୍ଣାଟକର…
ଅଧାରୁ ପାଠ ଛାଡ଼ିଥିବା ୨୯ ଛାତ୍ରଛାତ୍ରୀ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସରକାରଙ୍କ ତରଫରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ଶିକ୍ଷା ବାଧ୍ୟତାମୂଳକ କରିଥିବା ବେଳେ ଅଧାରୁ ପାଠ ଛାଡ଼ିଦେଇଥିବା ଛାତ୍ରଛାତ୍ରୀ କିମ୍ବା ମୂଳରୁ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ…
ନବରଙ୍ଗପୁର ଜିଲ୍ଲାରେ ‘”ପି ଏମ କିସାନ ” ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ
ନବରଙ୍ଗପୁର ତା ୧୯.୧୧.୨୦୨୫,ଅଶୋକ ସାହୁ:ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପିଏମ କିସାନ୍’ ଯୋଜନା ଅଧୀନରେ ୨୦୨୫-୨୬ ବର୍ଷ ପାଇଁ ୨୧ତମ ସହାୟତା ଅର୍ଥବିତରଣ କାର୍ଯ୍ୟକ୍ରମ ଆଜି ନବରଙ୍ଗପୁର ମିଶନ୍ ଶକ୍ତି ସମ୍ମିଳନୀ କକ୍ଷ ଏବଂ ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର…
ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଜନ୍ମ ଜୟନ୍ତୀ ପାଳିତ : ୫୦ୟୁନିଟ ରକ୍ତ ସଂଗ୍ରହ ।
ପଦ୍ମପୁର:- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟରଞ୍ଜନ ସିଂ ବରିହା ଙ୍କ ୬୮ ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଓ ତାଙ୍କ ଭାଇ ଭୋଜରାଜ୍ ସିଂ ବରିହା ପ୍ରଥମେ ରାଜଘାଟ ସ୍ଥିତ ସ୍ବର୍ଗତ…
ନଗର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ୧୦୮ତମ ଜୟନ୍ତୀ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ଙ୍କ ୧୦୮ ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି କଂଗ୍ରେସ ଭବନ ଠାରେ…
ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ୩୯୦ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ
ରାଜଗାଙ୍ଗପୁର,୧୮୦୧୧ (ବିଷ୍ଣୁ ଭୋମିକ):ରାଜଗାଙ୍ଗପୁର ଉଚ୍ଚ ଗୋପବନ୍ଧୁ ବିଦ୍ୟାଳୟରେ ମଙ୍ଗଳବାର ବ୍ଲକ୍ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜଗାଙ୍ଗପୁର ବିଡିଓ ଅକ୍ଷୟ ବାଘ ଉଦ୍ଘାଟନ କରିଥିବା ବେଳେ ଉପନଗରପାଳ ମହମ୍ମଦ ଇର୍ଫାନ ଓ ବ୍ଲକ ବିଇଓ ସରିତା ସରୋନିଆ…
ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ପର୍ଯ୍ୟଟକ ଫେରି ପାଇଲେ।
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଗତ ଅକ୍ଟୋବର ୨୬ ତାରିଖରେ ମୟୁରଭଞ ଜିଲ୍ଲା କପ୍ତିପଦା ଅଞ୍ଚଳର ଚନ୍ଦ୍ରକାନ୍ତ ସାହୁ ନିଜ ପରିବାର ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ବେଳେ ତାଙ୍କ ସ୍ତ୍ରୀ ବାଲି ଉପରେ ରଖିଥିବା ଭେନିଟି ବ୍ୟାଗ୍ ଟି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା ଓ ଉକ୍ତ ବ୍ୟାଗ୍…
ବିଧବା ମହିଳାକୁ ପ୍ରତାରଣା ଅଭିଯୁକ୍ତ ଗିରଫ
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବଡ଼ବଜାର ଥାନା ଅନ୍ତର୍ଗତ କୁଠାରି ମନ୍ଦିର ସାହିର ପ୍ରମୋଦ କୁମାର ନାୟକ ନାମକ ଜଣେ ଯୁବକ କୁ ଗିରଫ କରି ବଡ଼ବଜାର ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଉକ୍ତ ଅଞ୍ଚଳର ଜନୈକା ମହିଳାଙ୍କ ସ୍ବାମୀ କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ…