Sign in
Sign in
Recover your password.
A password will be e-mailed to you.
ଶେଷ ହେଲା ଗ୍ରାମୀଣ ଯୁବ ଏକତା ଶିବିର
ବାଲେଶ୍ୱର, ୧୮/୦୩/୨୦୨୬: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ବର୍ଷ ପୂର୍ତ୍ତି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ର ବାର୍ଷିକ ସୂଚିମତେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଏକ ଦୁଇ ଦିନିଆ ଗ୍ରାମୀଣ ଯୁବ ଏକତା ଶିବିର କାର୍ଯ୍ୟକ୍ରମ …
ପ୍ରଦୂଷଣ ନିୟନ୍ତ୍ରଣ ତଥା ବାଲ୍ୟ ବିବାହ ନିରାକରଣକୁ ନେଇ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ଏହି ଶିଶୁ କିପରି ଉତ୍ତମ ନାଗରିକ ହୋଇ ବାଲ୍ୟ ବିବାହ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ତଥା ପରିବେଶ ସୁରକ୍ଷା କରିପାରିବେ ଏହି କଥାକୁ ଚିନ୍ତା କରି ତଥା ଛାତ୍ରମାନଙ୍କୁ ଭବିଷ୍ୟତରେ ଆଦର୍ଶ ନାଗରିକ କରିବା…
ପଦ୍ମପୁର ବିଜେପୁର ବାଦୀପାଳି ଗ୍ରୀଡ଼ ସମ୍ମୁଖରେ ଗ୍ରୀଡ଼ କାର୍ଯ୍ୟକାରୀ ପାଇଁ ରାସ୍ତା ରୋକ
ବିଜେପୁର: ପାର୍ବତୀ ଗିରି କୃଷକ ସଙ୍ଗଠନ ତରଫରୁ ପଦ୍ମପୁର ବିଜେପୁର ବାଦୀପାଳି ଗ୍ରୀଡ଼ ସମ୍ମୁଖରେ ଗ୍ରୀଡ଼ କାର୍ଯ୍ୟକାରୀ ପାଇଁ ରାସ୍ତା ରୋକ କରାଯାଇଥିଲା। ବିଜେପୁର ବ୍ଲକରେ ଲୋ - ଭୋଲଟାଜ ଏବଂ ଅଘୋଷିତ ବିଦ୍ୟୁତ କାଟ ରୋକିବା ପାଇଁ 2024 ମସିହାରୁ ଏହି ନୂତନ ଗ୍ରୀଡ଼ ନିର୍ମାଣ ଆରମ୍ଭ ହୋଇ 18 ମାସ…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
୩୨ୟୁନିଟ୍ ରକ୍ତ ସଂଗ୍ରହ ; ତିନି ସାମ୍ବାଦିକ, ଦୁଇ କାଉନସିଲର୍ ଙ୍କ ସମେତ ୨୧ ଜଣଙ୍କ ପ୍ରଥମ ରକ୍ତଦାନ
ବେଲଗୁଣ୍ଠା, -୧୮/୦୩-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସହର ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି…
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କେନ୍ଦୁଝରର ୫ଟି ସ୍ଥାନରେ ପ୍ରତିଭା ଅନ୍ୱେଷଣ ଶିବିର ଅନୁଷ୍ଠିତ।
କେନ୍ଦୁଝର,ତା୧୮/୩- କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆଜି କେନ୍ଦୁଝର ଜିଲ୍ଲାର ୫ଟି ପ୍ରମୁଖ କେନ୍ଦ୍ରରେ 'ବ୍ଲକସ୍ତରୀୟ ତଥା ମଣ୍ଡଳସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬' ସଫଳତାର ସହ ଆୟୋଜିତ ହୋଇଯାଇଛି। ଜିଲ୍ଲାର କୋଣ ଅନୁକୋଣରେ ଲୁଚି ରହିଥିବା…
ସମ୍ମିଳିତ କର୍ମଜୀବି ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ର ତୀବ୍ର ବିରୋଧ ପରେ ପୂର୍ବ ନିଷ୍ପତି କୁ ପ୍ରତ୍ୟାହାର କଲା…
ଖୋର୍ଦ୍ଧାରୁ ( ସେକ ଜାଫର ): ଖୋରଧା -୧୮/୩- କିଛି ଅସାମାଜିକ ତତ୍ତ୍ୱଙ୍କ ଏକ ପତ୍ର କୁ ତର୍ଜମା ନକରି ଖୋରଧା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋରଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ ଙ୍କ…
ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
- ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା - ସବୁଜ ବଳୟ ସୃଷ୍ଟି ପାଇଁ ଯୋଜନା- ନିର୍ମାଣ ହେବ ୫୦ କୋଠରି ବିଶିଷ୍ଟ କ୍ଲବ୍ ହାଉସ୍- ଜଳ ସଂରକ୍ଷଣ ଏବଂ ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ପାଇଁ…
ମନ୍ଦିର ମୂର୍ତ୍ତି ଚୋରି ସମ୍ବନ୍ଧୀୟ ମାମଲା : ୨୮ ଦିନ ମଧ୍ୟରେ ତଦନ୍ତରୁ ଦଣ୍ଡାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା…
ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ସହିତ ₹୧,୦୦୦ ଜରିମାନାର ନିର୍ଦ୍ଦେଶ
ସମ୍ବଲପୁର: ଏକ ମନ୍ଦିର ମୂର୍ତ୍ତି ଚୋରି ସମ୍ବନ୍ଧୀୟ ମାମଲାରେ ଦ୍ରୁତ ବିଚାର କରି ସମ୍ବଲପୁର ଜିଲ୍ଲାର ସମ୍ବଲପୁର SDJM ଅଦାଲତ ଅଭିଯୁକ୍ତ ରଜନୀକାନ୍ତ ଭୈଁସାଲ ଓରଫ ମୋନୁକୁ ଭାରତୀୟ ନ୍ୟାୟ ସଂହିତା ର…
ରାୟଗଡା :ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ
ରାୟଗଡା : ରାୟଗଡା ଜିଲ୍ଲାରେ ଜଣେ ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ସଂପର୍କିତ ଏକ ସମ୍ବେଦନଶୀଳ ମାମଲାରେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୧)…
ଗୋରୁ ଚାଲାଣ କୁ ନେଇ ରାତି ଅଧରେ ତୁମୁଳ କାଣ୍ଡ,ଦୁଇ ଗୋଷ୍ଟି ମୁହାମୁହିଁ।
ଅସ୍ତରଙ୍ଗ: ମଙ୍ଗଳବାର ରାତ୍ରର ନିର୍ଜନ ପ୍ରହର ରେ ଗୋରୁ ଚାଲାଣ କୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ମାଡପିଟ ସହ ଗୋଟିଏ ଲେ ଲ୍ୟାଣ୍ଡ,ଚାରି ଚକିଆ ଓ ହୋଣ୍ଡା ଦୁଇ ଚକିଆ ଭଙ୍ଗାରୁଜା ହୋଇ ରାଜ ରାସ୍ତାରେ ପଡିବା ଘଟଣା ଅସ୍ତରଙ୍ଗ ଅଞ୍ଚଳରେ ସମସ୍ଥ ଙ୍କୁ ବିସ୍ମିତ କରି ଦେଇଛି ।ପ୍ରକାଶ ଯୋଗ୍ୟ ଯେ,…