ବାରିପଦା ପୌରପରିଷଦ : ଅମୃତ ଟିମ ଲିଡରଙ୍କୁ କାଉନସିଲରଙ୍କ ମାଡ !

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଅମୃତ ଯୋଜନାରେ ଟିମ ଲିଡର ଭାବେ କାର୍ଯ୍ୟକରୁଥିବା ସାଗର ରଞ୍ଜନ ପଲେଇ ନାମକ ଜଣେ କର୍ମଚାରୀଙ୍କୁ ୨ନମ୍ବର ୱାର୍ଡର କାଉନସିଲର ପ୍ରଶାନ୍ତ କୁମାର ପଟ୍ଟନାୟକ ମାଡ ମାରିଥିବା ନେଇ ବାରିପଦା ଟାଉନଥାନାରେ ଅଭିଯୋଗ କରିଛନ୍ତି ।  ସାଗରଙ୍କ…

ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକ କିମ୍ବା ଇରମ… କାହା ନାମ ନାହିଁ

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର ସହିଦଙ୍କ ତାଲିକା ଦେଲେ ସରକାର   ଭୁବନେଶ୍ୱର : ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା କୌଣସି କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ନାହିଁ । ତେଣୁ ଏଥିଲାଗି ଅର୍ଥ ବ୍ୟବସ୍ଥା କରାଯାଇନାହିଁ…

ଜଙ୍ଗଲ ଜଗିବା ପରିବର୍ତ୍ତେ ସହର ଜଗିବାରେ ଅଧିକ ସମୟ ଦେଉଛନ୍ତି ବନ କର୍ମଚାରୀ

  ଦନ୍ତା ଆକ୍ରମଣରେ ଯୁବକ ମୃତ, ମୃତକ ପରିବାରକୁ କ୍ଷତି ପୁରଣ ମିଳିବାର ପ୍ରତିଶ୍ରୁତି ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ବନଖଣ୍ଡ ଅଧୀନରେ ଥିବା ମଞ୍ଚାବନ୍ଧା ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଜୀବନ ହାରିଲେ ନୟାପୁରସ୍ତମପୁର ଗ୍ରାମ ଖଡ଼ିଆ ସମ୍ପ୍ରଦାୟର ଯୁବକ ବିଶୁ ଦେହୁରୀ ।…

ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ୨୯ରୁ

ବାରିପଦା(ଦିଲ୍ଲୀପ ମହାନ୍ତି ) ଓଡ଼ିଶା ସରକାରଙ୍କ ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ଚଳିତ ଅପ୍ରେଲ ୨୯ ଓ ୩୦ ଦୁଇଦିନ ଧରି ଭୂବନେଶ୍ୱରସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆ ପରିସରରେ ଆୟୋଜିତ ହେଉଥିବା ବେଳେ ୨୮ରେ ଏହାର ଉଦଘାଟନୀ ସମାରୋହ ସନ୍ଧ୍ୟା ୬ରେ କଟକ ଜବାହରଲାଲ ନେହେରୁ ଇନଡେ଼ାର…

ମୟୂରଭଞ୍ଜ ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମୟୂରଭଞ୍ଜ ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ ପାଳନ ଅବସରରେ ବହି ପରି ବନ୍ଧୁ ନାହିଁ ଶୀର୍ଷକ ଏକ ଆଲୋଚନା ଚକ୍ର କମିଟିର ସମ୍ପାଦକ ମନୋଜ ଦଳ ବେହେରାଙ୍କ ଆବାହାକତ୍ୱ ଓ ଉପସଭାପତି ଅଜିତ କୁମାର କବାଟଙ୍କ ପୌରହିତ୍ୟରେ ଫରେଷ୍ଟ…

ବାରିପଦା ସହରକୁ ନିଶାମୁକ୍ତ ସହରରେ ପରିଣତ କରାଇବା ନିମନ୍ତେ ଏସପିଙ୍କ ସହିତ ଆଲୋଚନା

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ବ୍ୟବସାୟ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁବ ସମାଜ ସହିତ ଛାତ୍ରମାନେ ଏହି ମାରାତ୍ମକ ନିଶା ପ୍ରତି ଆକୃଷ୍ଟ ହେଉଥିବାର ପରିଲକ୍ଷିତ ହୋଇଛି । ଫଳରେ ସମାଜରେ ବିଭିନ୍ନ ପ୍ରକାରର ଅପରାଧ…

ବିଦ୍ୟୁତ  ସମସ୍ୟା ସମାଧାନ ନିମନ୍ତେ ଅଣ୍ଟାଭିଡ଼ି ଆଗେଇ ଆସିଲା ବିଜେଡ଼ି

ବାରିପଦା( ଦିଲ୍ଲୀପ ମହାନ୍ତି )- ଅଘୋଷିତ ବିଦ୍ୟୁତ କାଟ ସହିତ ଆକାଶରେ ଜୁଳୁଜୁଳିଆ ପୋକ ଦେଖିଲେ ବର୍ଷା ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ, ଟ୍ରିପ କରିଛି, ସଟ ଡ଼ାଉନ ଓ ବ୍ରେକ ଡ଼ାଉନ ହୋଇଥିବା ଆଳରେ ବାରିପଦା ସହରରେ ବାରମ୍ବାର ବିଦ୍ୟୁତ କାଟ ଜାରି, ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ…

 ଜିଲ୍ଲାରେ କଣ ଠିକାଦାର ନାହାନ୍ତି, ଯେ ବାହାରୁ ରାଜ୍ୟରୁ ଆସିବେ ?

           ନାହିଁ ସୂଚନା ଫଳକ, ଚାଲିଛି ନିର୍ମାଣ କାର୍ଯ୍ୟ କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ, କମିଶନବେପାର ରେ ପ୍ରଶାସନ ଠିକାଦାର ସାମିଲ  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଏକ ନିର୍ମାଣ…

ନିରଞ୍ଜନଙ୍କ ମିଶନ ୮୫ ଥୋପ 

ଭୁବନେଶ୍ୱର: ଭୋଟ ଆପାତତଃ ମୁଣ୍ଡ ଉପରେ । ହାତରେ ଆଉ ମାସ କେଇଟା ।  ଦଳ ଅସଜଡ଼ା, ସାସକ ବିଜେଡି ନିର୍ବାଚନୀ ମୁଦ୍ରାରେ | ବିଜେପି ବି କିଛି ପଛରେ ନାହିଁ | ସେମାନେ ବି ସଭାପତି ବଦଳାଇ କୁଆଡେ ପ୍ରତାପ ଷଢଙ୍ଗିଙ୍କୁ ଆଣିବାକୁ ଯୋଜନା କରିଛନ୍ତି | ଓଡିଶା ଉପରେ କେନ୍ଦ୍ର ବିଜେପିର ଟାର୍ଗେଟ…

ରାୟଗଡ଼ ପୌରପାଳିକା କାର୍ଯ୍ୟାଳୟରେ ଲଟକା ଲଗାଇଲା ବିଜେପି

ରାୟଗଡ଼/ Saroj ku Sahu : ରାୟଗଡ଼ ନଗରର ବିଭିନ୍ନ ସମସ୍ୟା ଯଥା ଡ୍ରେନ ତୁରନ୍ତ ଠିକରେ ସଫା କରିବା, ରାସ୍ତାର ମରାମତି, ସାଇପ୍ରିୟା ନଗର ରାସ୍ତାଘାଟ ଡ୍ରେନ ସଫେଇ, ରହିତ କଲନୀର ରାସ୍ତା ଓ ଡ୍ରେନ ଧ୍ୟାନ ଦେବା, ହାତୀପଥର ରୋଡ଼ର ମରାମତି, ସହରର ବିଭିନ୍ନ ସ୍ଥାନରେ ଟୋଇଲେଟ ଓ ପିଇବା ପାଣିର…