ଆନ୍ଧ୍ର ସହ ସୀମା ବିବାଦ : ଓଡ଼ିଶାର ଗୋଟିଏ ମାମଲା ଖାରଜ, ଆଉ ଗୋଟିକରେ ସ୍ଥିତାବସ୍ଥା ବଜାୟ

ଭୁବନେଶ୍ୱର(ମାନସୀ ମିଶ୍ର ): ଓଡ଼ିଶାର ୧୦ଟି ଜିଲ୍ଲାର ୯୬ଟି ଗାଁକୁ ନେଇ ୪ ପଡେ଼ାଶୀ ରାଜ୍ୟ ସହିତ ସୀମା ବିବାଦ ରହିଛି । ଆନ୍ଧ୍ର ସହ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ସରକାର ରୁଜୁ କରିଥିବା ୨ଟି ମାମଲାରୁ ଗୋଟିଏ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ଏକ ମାମଲାରେ ସ୍ଥିତାବସ୍ଥା ବଜାୟ…

ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଯାଜପୁର ଜିଲ୍ଳାରେ ରାଷ୍ଟ୍ରୀୟ ଲୋକ ଅଦାଲତ

  ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଜିଲ୍ଳାର ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଳ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ୨୨ ତାରିଖରେ ଅନୁଷ୍ଠିତ  ହୋଇ ବିଭିନ୍ଟ ବିଚାରାଳୟ ଗୁଡିକରେ  ମୋଟ ୨୫୫ ଗୋଟି ମକଦ୍ଦମା  ପଂଇସଲା କରାଯାଇଛି । ଏଥିମଧ୍ୟରୁ ୨୫ ଗୋଟି ପାରିବାରିକ ମକଦ୍ଦମା, ୧୩୧ ଗୋଟି…

ଛତିଶଗଡ଼ର ବେଆଇନ୍‍ କାର୍ଯ୍ୟ ବିରୋଧରେ ଲୋକଙ୍କୁ ସଚେତନ କର ଓ ଅଭିଯାନରେ ସାମିଲ କର : ନବୀନ

‘ମହାନଦୀର ଜଳ ସଂକଟ ପାଇଁ ୨ୟ ପର୍ଯ୍ୟାୟ ସଂଗ୍ରାମ’ ଜୋରଦାର କରିବ  ବିଜେଡି   ଚାଷୀ ଟୀକାରାମ ଭୋଇ ବଖାଣିଲେ  ମହାନଦୀର ତଳମୁଣ୍ଡରେ ଥିବାରୁ ଚାଷୀକୂଳଙ୍କ ଦୁର୍ଦ୍ଦଶା   ଭୁବନେଶ୍ୱରରୁ ମାନସୀ ମିଶ୍ର : ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ବେଆଇନ  କାର୍ଯ୍ୟ ଓ କେନ୍ଦ୍ରସରକାରଙ୍କ ଉଦାସୀନତା…

ବିଜୁ ଯୁବଜନତା ଦଳ ରାଜ୍ୟକାର୍ଯ୍ୟାଳୟ ଉଦ୍ଘାଟିତ

   ମୁଖ୍ୟମନ୍ତ୍ରୀ  ତଥା ବିଜୁଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର  ନୁତନ ରାଜ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଓଡିଶାର  ଯୁବସମାଜକୁ ସଦାସର୍ବଦା ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସିଛନ୍ତି  । ବିଜୁ ଯୁବ ନିତୀ ହେଉ କିମ୍ବା ବିଜୁ ଯୁବବାହିନୀ…

୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଗିରଫ 

ନାବାଳିକାକୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା   ସାଲେପୁର- ସାଲେପୁରରେ ୬ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ରବିବାର  ଜଣକୁ ଗିରଫ କରିଛି ପୋଲିସ  । ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଅଂଚଳର ଏମ.ଡି. ମୁସ୍ତାଫା  । ତାଙ୍କ ବିରୋଧରେ ୩୭୬, ୩୦୭…

ବିଜ୍ଞାନର ଅଭୂତପୂର୍ବ ଉନ୍ନତିର ଅନନ୍ୟ ଉଦାହରଣ ଟେଲି ମେଡିସିନ -ଜିଲ୍ଲାପାଳ

ଟେଲି ମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟରର ସପ୍ତମ ବାର୍ଷିକ ସମ୍ମିଳନୀ କେନ୍ଦୁଝରରୁ ଏସ . ନାୟକ - ବିଜ୍ଞାନର ଅଭୂତପୂର୍ବ ଉନ୍ନତି ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିଛି । ଟେଲି ମେଡିସିନ କାର୍ଯ୍ୟକ୍ରମ ଏକ ଉଲ୍ଲେଖନୀୟ ଉଦାହରଣ । ଏହା ଫଳରେ ରୋଗୀମାନେ…

ଏହା ମାଓବାଦୀ ନ କୋଉ ଖାଓବାଦୀଙ୍କ କାମ

    ଆରଡେଂଟ ଷ୍ଟିଲ ପ୍ଲାଂଟକୁ ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି,  ପୋଲିସକୁ ନଜଣାଇ ତୁରନ୍ତ ଦିଅ ୩ କୋଟି  କେନ୍ଦୁଝର/Sanjib nayak  - କେବେଠୁ  ସୋରଶବ୍ଦ ନଥିଲା....କୌଣସି ଛୋଟ ମୋଟ  ଘଟଣାର ନଜୀର ନଥିଲା | ହେଲେ ଏବେ ମାଓବାଦୀ ନାଁରେ ହ୍ୟୁଜ ବଟି  ପାଇଁ ଚିଠି ଏବେ ମାଓଙ୍କ…

ଆମ ଭୁଲ ପାଇଁ ବିଜେଡି ବିଜେପି ଜିତୁଛନ୍ତି, ହେଲେ ଏଥର ହାରିବା ବାଜି ନୁହେ ଜିତିବା ପାଇଁ ଲଢ଼ିବ କଂଗ୍ରେସ ”…

ଦି ମାସ ଭିତରେ  କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବ  :ଜିତେନ୍ଦ୍ର   "" ଅତୀତର କେତେକ ଭୁଲ ପାଇଁ ଲୋକମାନେ ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି  । ଅତୀତର ତ୍ରୁଟି ସୁଧାରି ଆମେ ଲୋକଙ୍କ ପାଖକୁ ଯାଇ ଆସ୍ଥାଭାଜନ ହେବୁ  । ପୁଣି କଂଗ୍ରେସର ସଂଗଠନ ସୁଦୃଢ଼ ହୋଇପାରିବ | ବିଜେଡ଼ି ଓ…

ରାଜ୍ୟରେ ଘଟୁଥିବା ଦୁଷ୍କର୍ମ ପ୍ରତିବାଦରେ ବିଜେପି ଯୁବମୋର୍ଚାର ବିକ୍ଷୋଭ 

ରାୟଗଡ଼ାରୁ ସରୋଜ ସାହୁ : ରାଜ୍ୟରେ ମହିଳା ଓ ଶିଶୁଙ୍କୁ ନିର୍ଯ୍ୟାତନା ସହ ଦୁଷ୍କର୍ମ ଭଳି ହୀନ କାର୍ଯ୍ୟ ବଢ଼ିବାରେ ଲାଗିଛି । ନିଜେ ଗୃହ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଥିବା ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ଏଭଳିକି ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ଥ…