ବିଚରା ତେଜେଶ୍ୱର , କହୁ କହୁ  ସିନା କହିଦେଲେ……..

    ହେଲେ ବିଜେଡି କହିଲା ଏହା ତେଜଙ୍କ  ବ୍ୟକ୍ତିଗତ ମତ, ଦଳର ନୁହେ  କେନ୍ଦ୍ରାପଡାରୁ ପ୍ରଫୁଲ୍ଲ  କୁମାର  ମଲ୍ଲ /ଭୁବନେଶ୍ୱରରୁ ମାନସୀ ମିଶ୍ର   କେନ୍ଦ୍ରାପଡା :ବିଚାର ତେଜେଶ୍ୱର ପରିଡା | ଯୁବସୁଲଭ ଭଙ୍ଗୀରେ ପ୍ରଧାନମନ୍ତ୍ରୀଙ୍କୁ ଯୁକ୍ତିଯୁକ୍ତ ଟାର୍ଗେଟ କରିଦେଲେ ସିନା ବିଜେଡି…

୪୦୦୦ଜେ ଥୋପ ଗିଳି ଭିଜିଲାନ୍ସ ଯନ୍ତାରେ 

ଭିଜିଲାନ୍ସ ଜାଲରେ ଜିବି ନଗର ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ  ବାରିପଦା - ଚାରିହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଜିବିନଗର  ବ୍ଲକ ଭଣ୍ଡଗାଁ  ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ବେହେରା । ଗ୍ରାମ ସଂଯୋଜକ ସୂଦର୍ଶନ ନାୟକ ଙ୍କ ଠାରୁ ଏମଜିଏନଆରଇଜିଏ ପ୍ରକଳ୍ପର ବିଲ ପାଶ କରାଇବାପାଇଁ…

“ମାନ୍ୟବର” ମୁକୁଳିବା ଆଶା କ୍ଷୀଣ 

ସୁପ୍ରିମକୋର୍ଟ ଖାରଜ କଲେ ସାରଥିଙ୍କ ଜାମିନ ଆବେଦନ    କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ ଙ୍କ ରିପୋର୍ଟ :କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳସ୍ଥିିତ ନିଜ ତଥାକଥିକ ମାଆ ନିର୍ଯାତନା ନେଇ ହୋଇଥିବା ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ବାବା ଓରଫ ରାଉଳଙ୍କ ଆବେଦନକୁ ସୁୁପ୍ରିମ କୋର୍ଟ…

ଅଖିଳ ଭାରତ ମାରୱାଡ଼ି ମହିଳା ସମିତି ପକ୍ଷରୁ ଖୋଲିଲା ଜଳଛତ୍ର

ଯାଜପୁର/ବ୍ୟାସନଗର(ଜୟଶଙ୍କର ଦାଶ/ବିଶ୍ୱଜିତ ମାଝି) :   ପ୍ରତିବର୍ଷ ପରି ଚଳିତବର୍ଷ ଅଖିଳ ଭାରତ ମାରୱାଡ଼ି ମହିଳା ସମିତି ପକ୍ଷରୁ ବ୍ୟାସନଗର ସହରରେ ଥିବା ବସଷ୍ଟାଣ୍ଡଠାରେ ଏକ ଜଳଛତ୍ର ଖୋଲାଯାଇଛି । ଯାତ୍ରୀଙ୍କ ସହ ପଥଚାରୀମାନେ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ ବୋଲି ମହିଳା ସମିତି ପକ୍ଷରୁ…

ନିଜେ ସୁସ୍ଥ, ନିଜ ଘରକୁ ସ୍ୱଚ୍ଚ୍ଥ ଓ ପରିବେଶକୁ ପରିଷ୍କାର ରଖିବାକୁ ଆହ୍ୱାନ

ଯାଜପୁରରେ ରାଜ୍ୟ ସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ । ଯାଜପୁର, (ଜୟଶଙ୍କର ଦାଶ) : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯାଜପୁର ଜିଲ୍ଳ୍ା ଅନେକ ଅଗ୍ରଗତି କରିଚ୍ଥି ।  ତେବେ ସମନ୍ୱୟ ଓ ସହଭାଗିତା ଦ୍ୱାରା ଏହାକୁ ଅଧିକ ପରିବ୍ୟାପ୍ତ କରାଯିବା ସହ ସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରଖାଯାଇପାରିବ…

ଛାତ୍ର ଛାତ୍ରୀମାନେ ଦେଶ ପାଇଁ ଉତ୍ସର୍ଗିକୃତ ହୁଅନ୍ତୁ : ଜିଲ୍ଲାପାଳ 

ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦୀୟମାନ ତାରକା ସମ୍ବର୍ଦ୍ଧନା ଉତ୍ସବ ବଲାଙ୍ଗିର( ନିରୋଜ ମିଶ୍ର)- ସ୍ଥାନୀୟ ଡି.ଆର.ଡି.ଏ କନଫରେନ୍ସ ହଲ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବା ୨୭ ଜଣ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର : ଏସଡିପିଓଙ୍କ ବଦଳି ଦାବି

ଏସପି ଅରାଜି ହେବାରୁ ଆଲୋଚନା ବିଫଳ ଯାଜପୁର/ବ୍ୟାସନଗର(ଜୟଶଙ୍କର ଦାଶ/ବିଶ୍ୱଜିତ ମାଝି)  : ଯାଜପୁରରୋଡ୍ ପୋଲିସ ଏସଡିପିଓ କେଦାରନାଥ ସାହୁୁ ମଙ୍ଗଳବାର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଥାନା…

ଦୁର୍ଘଟଣାକୁ ନେଇ ବିଜେଡି ରାଜନୀତି କରେନି, ହେଲେ ବିଜେପି କରେ : ବିଜୟ 

"ବିଜେପି ବାରଣାସୀ ଘଟଣାରୁ ଶିକ୍ଷାଲାଭ କରିବା ଉଚିତ " ଭୁବନେଶ୍ୱର: ଉତ୍ତରପ୍ରଦେଶ ବାରଣାସୀର କ୍ୟାଣ୍ଟନ୍‍ମେଣ୍ଟରେ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ୍‍ ଭୁଶୁଡ଼ି ୧୯ରୁ ଅଧିକ ଶ୍ରମିକ ଓ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡିଛନ୍ତି । ଏହା ନିଶ୍ଚିତ ରୂପେ ଦୁଃଖଦାୟକ ଘଟଣା । ମୃତକଙ୍କ ଆତ୍ମାର…

ଓଡ଼ିଶା ପ୍ରତି ଦରଦ ଥିଲେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣକୁ ବିରୋଧ କରନ୍ତୁ : ନବୀନ

ଚିଖିଲିରେ ମହାନଦୀ ବଞ୍ଚାଅ ଅଭିଯାନରେ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ବରଗଡ଼(ନୀଳ ଦୀପ) -ମହାନଦୀ ଓଡ଼ିଶାର ଜୀବନ ରେଖା, ଆମର ମା। ମହାନଦୀ ବିନା ଓଡ଼ିଆ ଜାତିର କଳ୍ପନା ନାହିଁ । ମାତ୍ର ମହାନଦୀକୁ ନେଇ କେନ୍ଦ୍ର ଓ ଛାତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ ।କିନ୍ତୁ…

ସୁନା ନଦୀରେ ଟାଟା କମ୍ପାନୀର ବନ୍ଧ ନିର୍ମାଣକୁ ନେଇ ଲଙ୍କା କାଣ୍ଡ

କୋଟି କୋଟି ଟଙ୍କାର ସମ୍ପତ୍ତି ଜାଳିି ଦେଲେ ସ୍ଥାନୀୟ ବାସିନ୍ଦା ଯୋଡା  : ସେପଟେ ଛତିଶଗଡ ମହାନଦୀ ଉପରେ ବ୍ୟାରେଜ କରିଛି ବୋଲି ରାଜ୍ୟସରକାର ଯୁଧାମଦେହୀ ଡାକରା ଦେଇ ଖୋଦ ମୁଖ୍ୟମନ୍ତ୍ରୀ ଲଢ଼େଇକୁ ବାହାରି ପଡିଥିବା ବେଳେ ସେପଟେ ଓଡିଶା ଭିତରେ ଟାଟା କମ୍ପାନୀ ପ୍ରକଳ୍ପ  ରିପୋର୍ଟରେ ଥିବା…