ଅଖିଳ ଭାରତ ମାରୱାଡ଼ି ମହିଳା ସମିତି ପକ୍ଷରୁ ଖୋଲିଲା ଜଳଛତ୍ର

0

16-05-18-jaa1.jpg - 113.48 kB

ଯାଜପୁର/ବ୍ୟାସନଗର(ଜୟଶଙ୍କର ଦାଶ/ବିଶ୍ୱଜିତ ମାଝି) :   ପ୍ରତିବର୍ଷ ପରି ଚଳିତବର୍ଷ ଅଖିଳ ଭାରତ ମାରୱାଡ଼ି ମହିଳା ସମିତି ପକ୍ଷରୁ ବ୍ୟାସନଗର ସହରରେ ଥିବା ବସଷ୍ଟାଣ୍ଡଠାରେ ଏକ ଜଳଛତ୍ର ଖୋଲାଯାଇଛି । ଯାତ୍ରୀଙ୍କ ସହ ପଥଚାରୀମାନେ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ ବୋଲି ମହିଳା ସମିତି ପକ୍ଷରୁ କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାରୱାଡ଼ି ମହିଳା ସମିତି ସଭାପତି ସୁଶୀଳା କାବ୍ରା, ସମ୍ପାଦିକା ସୁମନ ଅଗ୍ରୱାଲ, ତି୍ରଆସୁରେନ୍ ମଧୁ ଜୈନ, ଅଳକା ଆଡୁକିଆ, ଅଙ୍କିତା ଜୈନ, ଅନୀତା ଅଗ୍ରୱାଲ, ଅଞ୍ଜୁ ଅଗ୍ରୱାଲ, ଅଞ୍ଜୁ ଜିନ୍ଦଲ, ଅନ୍ନପୂର୍ଣ୍ଣା ଅଗ୍ରୱାଲ, ଆଶା ସତାୟା, ବବିତା ମସ୍କରା, ବେଳ ମୁନ୍ଦ୍ରା, କବିତା ଅଗ୍ରୱାଲ, କବିତା ଭାଟ୍ଟିଆ, କିରନ୍ ଖାଟୋର୍, କିରନ୍ ମସ୍କରା, କି୍ରଷ୍ଣା ଭାଟିଆ, ମଞ୍ଜୁ, ମଟ୍ଟାଣିୟା, ନନ୍ଦିତା ମସ୍କରା, ପୂଜା ଝୱାରା, କଜନା ଶର୍ମା, ରଶ୍ମୀ ଗୁପ୍ତା, ରେଣୁ ଗର୍ଗ, ସଂଗୀତା ଜିନ୍ଦଲ, ସୁଜାତା ଲାଧା, ଉର୍ମିଳା ଗୁପ୍ତା, ବବିତା ଅଗ୍ରୱାଲ ଏବଂ ନିକିତା ଶର୍ମା ଉପସ୍ଥିତ ରହି ତୃଷାର୍ତ୍ତଙ୍କୁ ଜଳବଣ୍ଟ

Leave A Reply

Your email address will not be published.