“ମାନ୍ୟବର” ମୁକୁଳିବା ଆଶା କ୍ଷୀଣ 

0

16-05-18-kendra.jpg - 23.13 kB

ସୁପ୍ରିମକୋର୍ଟ ଖାରଜ କଲେ ସାରଥିଙ୍କ ଜାମିନ ଆବେଦନ 

 
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ ଙ୍କ ରିପୋର୍ଟ :କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳସ୍ଥିିତ ନିଜ ତଥାକଥିକ ମାଆ ନିର୍ଯାତନା ନେଇ ହୋଇଥିବା ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ବାବା ଓରଫ ରାଉଳଙ୍କ ଆବେଦନକୁ ସୁୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି. ପୂର୍ବରୁ ମଧ୍ୟ ତାଙ୍କ ଆବେଦନ ସୁପ୍ରିମ କୋର୍ଟରେ ଖାରଜ ହୋଇଥିଲା।ସୂଚନାଯୋଗ୍ୟ ଯେ ମହିଳାଙ୍କୁ ଯୌନ ନିର୍ଯାତନା ସହିତ ଠକିବା ନେଇ ଆତ୍ମଘୋଷିିତ ବାବା ସାରଥୀଙ୍କୁ ଗିରଫ କରିଥିଲା ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ ଏହି ଘଟଣାରେ ସାରଥୀ ସନ୍ତୋଷ ରାଉଳ କୋର୍ଟରେ ଜାମିନ ଆବେଦନ କରିଥିଲେ ଆଜି ସୁପ୍ରିମ କୋର୍ଟର ଜଷ୍ଟିିସ ରଞ୍ଜନ ଗୋଗେଇ ଆବେଦନକୁ ଖାରଜ କରି ଦେଇଛନ୍ତି ।
Leave A Reply

Your email address will not be published.