Sign in
Sign in
Recover your password.
A password will be e-mailed to you.
ଦାଲ ମେ କୁଛ କାଲା ୟା ଦାଲ ବରାବର କାଲା ??? ଚୋର ମନ ଚୋର ଗଣ୍ଠିରେ , ଧର୍ମେଦ୍ରଙ୍କ ଫେସବୂକରୁ ମେ ୨୦ରେ କୋଳାକୋଳି…
ଭୁବନେଶ୍ୱର: କଥାରେ ଅଛି କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ ବିଜେପି ର ଦୋମୁହାଁ ନୀତି ପଦାରେ ପଡିଯାଇଛି । ନୀତି ଭଲ ଓ ନେତା ଭଲ ବୋଲି ସ୍ଲୋଗାନ କେବେ ଗାଉଥିଲେ, ହେଲେ ପାଦ ତଳେ ମାଟି ନଥାଇ ଓ ତଳ ସ୍ତରରେ ପତାକା ଧରିବାକୁ ଲୋକ ନଥାଇ, ମାଗି ଅଣା ତିଅଣରେ ଜ଼ିଲ୍ଲା ପରିଷଦ ଆସନ ହଟେଇ…
ନାରୀ ସଶକ୍ତିକରଣ ବାଲୁକା କଳାକୃତି
ନାଗାଲ୍ୟାଣ୍ଡର ଦୀମାପୁରଠରେ ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ ସାହୁ ପବିତ୍ର ସାରଦୀୟ ଦୁର୍ଗାପୂଜା ଅବସରରେ ନାରୀ ସଶକ୍ତିକରଣ ସମ୍ପର୍କିତ ଥିମ୍ ଉପରେ ଏକ ବାଲୁକା କଳାକୃତି ପ୍ରଦର୍ଶନ କରୁଛନ୍ତି ।
ବଡ଼ସାହି : ଅସଜଡ଼ା ଘର ସଜାଡ଼େ କଂଗ୍ରେସ ଶଙ୍ଖରେ ପଶୁଛି ପାଣି, ପଦ୍ମ ଫୁଟିବାକୁ ମନ ବଳାଈଛି ଦେଖି ଏ ଗୋଳିଆ ପାଣି
ବାରିପଦାରୁ ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ : ଓଡ଼ିଶାରେ ବିଭିନ୍ନ ଜିଲାରେ ଶଙ୍ଖ ମାର୍କା ଦଳର ଭାଉ ଅଧିକ ରହିଥିବା ବେଳେ ମୟୂରଭଞ୍ଜ ଜିଲାରେ ଶଙ୍ଖର ସ୍ୱର ନିଷ୍ପ୍ରଭ ହେବାକୁ ବସିଥିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ବଡ଼ସାହି ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ଶଙ୍ଖର ସ୍ୱର…
ଦେଖିରଖନ୍ତୁ ହେ ପୋଲିସ ମହାନିର୍ଦ୍ଦେଶକ ମହୋଦୟ: ଇଏ ଆପଣଙ୍କ ଲୋକାଭିମୁଖୀ ପୋଲିସ କୁନି ଝିଅଟିକୁ ବି ଛାଡିଲେନି, ମରଣ…
ବାରିପଦା- ସେ ପୋଲିସ ନା ଯମଦୂତ ନା ତାଲିବାନୀ ଆତଙ୍କବାଦୀ । ହେଲମେଟ୍ ଚେକିଂ କରିବା ନାଁରେ ଦାଦାଗିରି ଗୁଣ୍ଡାଙ୍କ ଭଳି ଲୋକଙ୍କୁ ପିଟିବ । କୁନି ଝିଅଟାର ଅଜାଗାରେ ଯଦି ବାଜି ଯାଇଥାନ୍ତା । ଯୋଡ ଜୋରରେ ପାହାର ଗୋଡରେ ପଡିଛି ସେଇ ମାଡଟା ଯଦି କୁନିଝିଅଟିର ମୁଣ୍ଡରେ କି ବେକରେ କି ଛାତିରେ…
ରଜନୀ ସିଂହ ସର୍ବନିମ୍ନ ମଜୁରୀ ବୋର୍ଡ ଅଧ୍ୟକ୍ଷ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଅନୁଗୋଳ ବିଧାୟକ ରଜନୀ କାନ୍ତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସର୍ବନିମ୍ନ ମଜୁରୀ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହି ବୋର୍ଡ ପୂନର୍ଗଠନ ପରେ ଶ୍ରୀ ସିଂ ଅଧ୍ୟକ୍ଷ ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଖଲିକୋଟ…
ସୁବଳଙ୍କ ପରିବାରକୁ ନେଇ ନବୀନ ନେଲେ କି କିଳା ! ବାଗି ସାଜିଲେଣି ପ୍ରଭାଦିତ୍ୟ, ଯୁଦ୍ଧମୂଦ୍ରାରେ ଅଶୋକ, ନୀରବ ଚାଲ…
ସମ୍ବଲପୁର: ପୂର୍ବତନ କଂଗ୍ରେସ ବିଧାୟକ ସ୍ୱଗତ ସୁବଳ ସାହୁଙ୍କ ପରିବାର ବିଜେଡିରେ ଯୋଗ ଦେଇଛନ୍ତି । ସୁବଳଙ୍କ ଉପରେ ଆଖି ପକାଇଥିବା ବିଜେପିକୁ ଯଦିଓ ଚକ୍ମା ଦେଇଛନ୍ତି ସୁବଳଙ୍କ ପରିବାରକୁ ବିଜେଡିରେ ସାମିଲ କରି, ହେଲେ ଏବେ ସେଇଟର ବିଜେଡି ପାଇଁ କିଳା ହେଲାଣି । ଯୋଗଦାନ କାର୍ଯ୍ୟକ୍ରମ…
କମିଶନରେଟ୍ ପୋଲିସର ଦୁର୍ଗାପୂଜା ପ୍ରସ୍ତୁତି – ଆଇନ ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ…
ଭୁବନେଶ୍ୱର, - କଟକ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା (୨୬.୯.୨୦୧୭ ରୁ ୧.୧୦.୨୦୧୭) ଉପଲକ୍ଷେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ କମିଶନରେଟ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା…
ମହିଳା ଶିଶୁ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଆରମ୍ଭ ହେଲା ସମ୍ପୂର୍ଣ୍ଣା ଓ ଆଶା କଲ୍ୟାଣ ଯୋଜନା…
ଭୁବନେଶ୍ୱରରୁ ମାନସୀ ମିଶ୍ର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣର୍ା ଓ ଆଶା କଲ୍ୟାଣ ନାମକ ଦୁଇଟି ଯୋଜନା ଶୁଭାରମ୍ଭ କରିଛନ୍ତି । ତାଙ୍କ ଅଭିଯୋଗ ପ୍ରକୋÂସ୍ଥ ସମ୍ମିଳନୀ କକ୍ଷରୁ ଏହା ସହିତ ୩୨୨ଟି ସ୍ୱାସ୍ଥ୍ୟଭିତିକ ପ୍ରକଳ୍ପର ଲୋକର୍ପଣ କରିଛନ୍ତି । ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ…
କଂଗ୍ରେସକୁ ଶକ୍ତ ଧକ୍କା: ବିଜେଡି ବି ନିଜ ଗୋଡରେ କୁରାଢି ମାରିଲା, ବିଜେଡିରେ ଯୋଗ ଦେଲେ ମୃତ କଂଗ୍ରେସ ବିଧାୟକ…
ବିଜେଡି ଭିତରେ ଅସନ୍ତୋଷର ଫାଇଦା ନେଇପାରେ ବିଜେପି
ମୋ ସ୍ୱାମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ବିଜେଡିରେ ଯୋଗଦେଲି: ରୀତା ସାହୁ
ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ସ୍ୱଗତ ସୁବଳ ସାହୁଙ୍କ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ…