Sign in
Sign in
Recover your password.
A password will be e-mailed to you.
ପୁଣି ଥରେ ଚର୍ଚ୍ଚାକୁ ଆସିଲା କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷା ବିଭାଗ ।
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ବେଣୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା ।ମଧ୍ୟାହ୍ନ ଭୋଜନରେ ମହା ଘୋଟଲା । ବିଦ୍ୟାଳୟ ରେ 80 ଜଣ ପିଲା ଉପସ୍ଥିତ ଥିବା ବେଳେ mdm ମେସେଜ ରେ 106 ପଡିଥିଲା ।ଏହାପରେ…
ଦି ବର୍ଷ ବିତିବା ପରେ ବି ତର୍ଜମା ଦୁଇବର୍ଷ ଧରି ସରୁନାହିଁ
ଉତ୍କଳ ପ୍ରସଙ୍ଗରେ ବିଜୁଙ୍କ ନାମରେ ଆପତ୍ତିଜନକ ଲେଖା ପ୍ରସଙ୍ଗ
ଭୁବନେଶ୍ୱର, ୧୭ା୦୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ସରକାରୀ ପତ୍ରିକାରେ ଆପତ୍ତିଜନକ ଓ ଅପମାନସୂଚକ ଲେଖା ପ୍ରକାଶ ପାଇଥିବା ଅଭିଯୋଗ ଉଠିବା ପରେ ଦୁଇବର୍ଷ ଧରି ତର୍ଜମା ଚାଲିଛି । ଏହି ଅଭିଯୋଗ ସମ୍ପର୍କରେ…
ମେଳ ଖାଉନି ଜନଗଣନା ଓ କୃଷି ଗଣନା ରିପୋର୍ଟ ତଥ୍ୟ
ଓଡ଼ିଶାରେ ଅଛନ୍ତି ୪୭ ଲକ୍ଷ ଚାଷୀ ଓ ୫ ଲକ୍ଷରୁ ଉର୍ଧ୍ଵ ଭାଗଚାଷୀ
ଭୁବନେଶ୍ୱର, : ଜନଗଣନା ରିପୋର୍ଟରେ ଓଡ଼ିଶାରେ କୃଷକଙ୍କ ସଂଖ୍ୟା କମୁଥିବା ଦର୍ଶାଯାଇଥିବା ବେଳେ ରାଜ୍ୟ ସରକାରଙ୍କ କୃଷି ଗଣନା ରିପୋର୍ଟରେ କିନ୍ତୁ ବର୍ଷକୁ ବର୍ଷ କୃଷକଙ୍କ ସଂଖ୍ୟା ବଢ଼ୁଥିବା ଦର୍ଶାଯାଇଛି ।
୧୦ ବର୍ଷରେ…
ପଦ୍ମପୁରରେ ପ୍ରବାଦ ପୁରୁଷଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ପଦ୍ମପୁର(Nila Deep )- ପ୍ରବାଦ ପୁରୁଷ ତଥା ଆଧୁନିକ ଓଡ଼ିଶାର ନିର୍ମାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୄତ୍ବରେ ପାଳିତ ହୋଇଯାଇଛି ।ଏହି ଅବସରରେ…
ନୀଳଗିରି ନାବାଳିକା ଦୁଷ୍କର୍ମ ଅଘଟଣ ପରେ ଵ୍ୟାକଫୁଟରେ ବିଜେଡି, କାଠୱା ପରେ କାଠେଇ ଯାଇଥିବା ବିଜେପି ନୀରବତା…
ଆଉ କେତେ ଦିନ ନୀରବ ରହିବେ ମୁଖ୍ୟମନ୍ତ୍ରୀ ? : ଲେଖାଶ୍ରୀ
ଭୂବନେଶ୍ୱର, (ମାନସୀ ମିଶ୍ର) : ବିଜେପି ଶାସିତ ରାଜ୍ୟରେ ବଳାତ୍କାର ତଥା ନାବାଳିକାଙ୍କ ପ୍ରତି ହେଉଥିବା ବର୍ବର କାଣ୍ଡର ପ୍ରତିବାଦ କରି ବିଜେଡି ରାସ୍ତାକୁ ଓଲ୍ହାଇ କ୍ୟାଣ୍ଡଲ ରାଲି କରିଥିଲା | ବିଜେପି ଶାସିତ ରାଜ୍ୟରେ ନାରୀ…
ଉତ୍କଳ ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀଙ୍କ ଧାରଣା
ସପ୍ତମ ବେତନ କମିସନ ଆଧାରରେ ଦରମା ଦେବାକୁ ଦାବି
ଭୁବନେଶ୍ୱର(ଚକ୍ରଧର ମାଝି) : ଉତ୍କଳ ବିଶ୍ୱବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ସୋମବାର କୁଳପତିଙ୍କ କାର୍ୟ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି । ସପ୍ତମ ବେତନ କମିସନ ଆଧାରରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କୁ ତୁରନ୍ତ ଦରମା…
ଦୁଷ୍କର୍ମ ପୀଡିତାକୁ ନ୍ୟାୟ ମିଳିବା ପାଇଁ କ୍ୟାଣ୍ଡେଲ ରାଲି
ପଦ୍ମପୁର(Nila deep)- ରାଜ୍ୟ ତଥା ଦେଶର ଲଗାତାର ଭାବରେ ଦୁଷ୍କର୍ମ ଘଟଣା ବହୁଲ ଭାବରେ ବୄଦ୍ଧି ପାଇବାରେ ଲାଗିଛି ।ଏଇ ପରିପେକ୍ଷୀରେ ସଂପ୍ରତି କାଶ୍ମୀରର ଅସିଫାକୁ ଦୁଷ୍କର୍ମ କରିବା ସହିତ ହତ୍ୟା କରିବା ଘଟଣା ପରି ସଙ୍ଗୀନ ଓ ଲଜ୍ୟା ଜନକ ଅପରାଧିକ କାର୍ଯ୍ୟକଳାପ ସାରା ବିଶ୍ବରେ ଚହଳ ସୄଷ୍ଟି…
“ତୋର୍ ପାର୍ କେ ମୋର୍ ପାହା” ନାଟକକୁ ୮ଟି ପୁରସ୍କାର
ପଦ୍ମପୁର(Nila Deep )-ଗତ ୧୩ରୁ୧୫ ତିନିଦିନ ବ୍ୟାପି ସୋନପୁରେ ଆୟୋଜିତ 'ରାଷ୍ଟ୍ରୀୟ ନାଟ୍ୟ ମେଳା'ରେ ଅବର୍ଣ୍ଣିଗୁଂଡା ନାଟ୍ୟ ସଂସଦକୁ ବିଶେଷ ସଫଲତା ମିଲିଛି ।ଏହି ମେଲାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନ୍ୟ ଭାଷାଭାଷୀ ନାଟ୍ୟ ଦଳମାନେ ଅଂଶଗ୍ରହଣ କରିଥିଲେ ।ସମ୍ବଲପୁରୀ-କୋଶଲୀ ଭାଷାର ନାଟକ…
ଗଜପତିରେ ପୋଲିଓ ଟୀକାକରଣ : ଟାର୍ଗେଟ ୭୨, ୯୮୦ ଶିଶୁ
ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଲ ଅନୁପମ ଶାହା ଏହି ଅଭିଯାନ ର ଶୁଭାରମ୍ଭ କରିଥିଲେ | ଜିଲ୍ଲାର ୫୩୪ଟି କେନ୍ଦ୍ରରେ ୭୨, ୯୮୦ ଜଣ ଶିଶୁଙ୍କୁ ପଲସ ପୋଲିଓ ବୁନ୍ଦା ପ୍ରଦାନ କରାଯିବ |
ବ୍ରାହ୍ମଣୀ ପୋଲ ଉପରେ ଗାଡ଼ି ଚଳାଚଳ ବନ୍ଦର ଅବଧି ୧୭ରୁ ୨୩ ପର୍ଯ୍ୟନ୍ତ ବଳବତର: ଜିଲାପାଳ
ଯାଜପୁର ରୋଡ(ଜୟଶଙ୍କର ଦାଶ) : ଯାଜପୁର ଜିଲା ଜେନାପୁର ଠାରେ ଥିବା ବ୍ରାହ୍ମଣୀ ପୋଲ ମରାମତି ନେଇ ପୁର୍ବରୁ ଅପ୍ରେଲ ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ସମସ୍ତ ଗାଡ଼ି ଚଳାଚଳ ବ୍ୟାହତ ରହିଥିବା ବେଳେ ପୁନଶ୍ଚ ମରାମତି କାର୍ଯ୍ୟ ସରିନଥିବାରୁ ଏହି ବନ୍ଦକୁ ଚଳିତ ମାସ ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ…