କର୍ମଚାରୀ-ବ୍ୟବସାୟୀ ମଧୁନ୍ଦ୍ରିକା, ରୋଗୀ ହନ୍ତସନ୍ତ 

ଆନନ୍ଦପୁର ମେଡ଼ିକାଲରେ ହେଉଛି ଗରିବ ରୋଗୀଙ୍କୁ ଶୋଷଣ  ଆନନ୍ଦପୁର(ଜିତେନ୍ଦ୍ର ସାହୁ): କେନ୍ଦୁଝର ଜିଲାର ସବୁଠାରୁ ସମ୍ବେଦନଶୀଳ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଗତ କିଛି ମାସ ହେବ ବାରମ୍ବାର ଅଚଳାବସ୍ଥା ସୃଷ୍ଟି ହେଉଛି । କିଛି କର୍ମଚାରୀଙ୍କ ଦାୟିତ୍ୱ ହୀନତା ଓ ଦୁର୍ନିତିଖୋର…

ଆୟୁଷ୍ମାନ ବାରିକ ସମ୍ବର୍ଦ୍ଧିତ

ବାରିପଦା- କଟକଠାରେ ଥିବା ଓଡ଼ିଶା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କଳିଙ୍ଗ କଳାନୃତ୍ୟ ପ୍ରତିଯୋଗିତାରେ ବାରିପଦା ପୌରପରିଷଦର ତୁଳସୀଚୌରାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ତୃତୀୟ ଶ୍ରେଣୀ ଛାତ୍ର  ଆୟୁଷ୍ମାନ ବାରିକ କୃତିତ୍ୱ ହାସଲ କରି ସମ୍ବର୍ଦ୍ଧିତ…

 ବାଡ଼ ଯଦି ଫସଲ ଖାଇବ ଗୋହାରୀ ଜଣାଇବ କାହାକୁ

ବନ୍ଧନ ବ୍ୟାଙ୍କ ଟଙ୍କା ଲୁଟ ଘଟଣା, ବ୍ୟାଙ୍କ ମ୍ୟାନେଜର ସହିତ ଫିଲଡ଼ ଅଫିସର ସହିତ ୩ ଗିରଫ ବାରିପଦା(ଦିଲ୍ଲୀପ ମହାନ୍ତି) - ବାଡ଼ ଯଦି ଫସଲ ଖାଇବ ଗୋହାରୀ ଜଣାଇବ କାହାକୁ । ଘରେ ଟଙ୍କା ରଖିଲେ ଚୋରୀ ଡ଼କାୟତି ଆଦିର ଭୟ ରହିଥିବା କାରଣରୁ ସାଧାରଣ ଜନତା ବ୍ୟାଙ୍କ ଉପରେ ଭରସା କରିଥାନ୍ତି ।…

ଟ୍ରିବ୍ୟୁନାଲ କାର୍ଯ୍ୟକୁ କେନ୍ଦ୍ର ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି: ବିଜେଡି

୨୨ରେ ମହାନଦୀ ପାଇଁ ମହାସମ୍ମିଳନୀ ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଯେଉଁସବୁ ବେଆଇନ୍‍ ବ୍ୟାରେଜ୍‍ ନିର୍ମାଣ କରି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଚାଲିଛି, ସେଥିରେ କେନ୍ଦ୍ରର ବିଜେପି ଶାସିତ ସରକାର ସହଯୋଗ କରୁଛନ୍ତି । ବୋଝ ଉପରେ ନଳିତା ବିଡ଼ା ସଦୃଶ ଇବ୍‍ ନଦୀର ଜଳ…

ଯଦି ସବୁ ତାମିଲନାଡୁ ଢାଂଚାରେ ଚାଲିବ ତେବେ କିଛି କହିବାର ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ପଂଚଦଶ  ଅର୍ଥ କମିଶନରୁ ଓଡିଶାକୁ ଅର୍ଥ କମିଯିବା ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କା ଭିତିହୀନ  ଭୁବନେଶ୍ୱର :  ପଂଚଦଶ ଅର୍ଥ କମିଶନ ପାଇଁ ଟର୍ମ ଅଫ ରେଫରେନ୍ସ ଯେଉଁ ରାଜ୍ୟ ମାନେ ଜନସଂଖ୍ୟା ନିୟଂତ୍ରଣ ଓ ବିକାଶ ମୂଳକ କାମରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କାରର ବ୍ୟବସ୍ଥା ଥିବା ବେଳେ…

ପଦ୍ମପୁର ଠାରେ ସବଡିଭିଜନ ସ୍ତରୀୟ ୧୨୭ତମ ଆମ୍ବେଦକର ଜୟନ୍ତୀ 

ପଦ୍ମପୁର/Neel Deep -ଶନିବାର ଦିନ ବି.ଆର ଆମ୍ବେଦକର ସଙ୍ଘ ପଦ୍ମପୁର ଆନୁକୂଲ୍ୟରେସବଡିଭିଜନ ସ୍ତରୀୟ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପଦ୍ମପୁର ସ୍ଥିତ ରିକ୍ରିଏସନ ସେଣ୍ଟର ଠାରେ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମ ଆରମ୍ଭରେ ବି.ଆର ଆମ୍ବେଦକର ସଙ୍ଘ ପଦ୍ମପୁରର କର୍ମକର୍ତ୍ତା ବଳଦେବ…

ବଜେପି ଓ ରାଜ୍ୟରେ ବିଜେଡ଼ି ସରକାରରେ ଦଳିତମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ, କଂଗ୍ରେସ ଦଳ ଦଳିତମାନଙ୍କ ସ୍ୱାର୍ଥରକ୍ଷା…

ପିପିଲି ବ୍ଲକ ମାଧିପୁର ଦଳିତ ସାହିରେ ପିସିସି ସଭାପତି ପଂକ୍ତି ଭୋଜନରେ ଯୋଗଦେଲେ  ଭୁବନେଶ୍ୱର:  ସମ୍ବିଧାନ ପ୍ରଣେତା ଡ଼ଃ ବାବାସାହେବ ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପିପିଲି ବ୍ଲକ ଅନ୍ତର୍ଗତ ମାଧିପୂର ଗ୍ରାମର ଦଳିତ ସାହି ଗସ୍ତ…

ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ  ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ସଠିକ ତଥ୍ୟ ଓ ସତ୍ୟ ପ୍ରଦାନ କରନ୍ତୁ :ପୃଥ୍ୱୀରାଜ 

ଭୁବନେଶ୍ୱର : ମହାନଦୀକୁ ନେଇ ଶାସକ ବିଜୁ ଜନତା ଦଳ ପ୍ରଥମ ଦିନରୁ ରାଜନୀତି କରୁଛି । ନିଜର ଅପାରଗତା କାରଣରୁ ସୃଷ୍ଟି ହୋଇଥିବା ଏହି ସମସ୍ୟାର ସମାଧାନ ପାଇଁ କୈାଣସି ଆନ୍ତରିକତା ମଧ୍ୟ ପ୍ରଦର୍ଶନ କରୁ ନାହାନ୍ତି । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ସର୍ବଦା ଅନ୍ୟ ଉପରେ ଆରୋପ ଲଗାଇ ଖସି…

ପଦ୍ମପୁର ବଡ଼ପଡା ଠାରେ ହନୁମାନ ଜୟନ୍ତୀ 

ପଦ୍ମପୁର/ Neel Deep -ପଦ୍ମପୁର ସହରର ଯୁବଜ୍ୟୋତି କ୍ଳବ ବଡ଼ପଡା ଠାରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି ।ଶ୍ରୀ ଅମୄତ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ ।ଏହି ପର୍ବ ଅବସରରେ ଅନ୍ନଛତ୍ରର ବ୍ୟବସ୍ଥା କରଯାଇଥିଲା ।ଏହି ଅନ୍ନଛତ୍ରରେ ପାଞ୍ଚ ଶହ ଭକ୍ତ ପ୍ରସାଦ ଗ୍ରହଣ କରି ପ୍ରଭୁ ହନୁମାନଙ୍କ…

୫୬୮୬୪୮କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୯୨ଟି ଶିଳ୍ପ ପ୍ରତିଷ୍ଠା  ଲାଗି ଏମ୍ଓୟୁ: ୩୮ଟି କାର୍ଯ୍ୟକ୍ଷମ

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା  ପାଇଁ ୯୨ଟି ଶିଳ୍ପ ସଂସ୍ଥା ସହ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ବେଳେ ସେଥିରୁ ୮ଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩୦ଟି ଆଂଶିକ କାର୍ଯ୍ୟକ୍ଷମ ହୋଇଛି । ଆଉ ୮ଟି ଶିଳ୍ପ ସଂସ୍ଥା ପ୍ରତିଷ୍ଠା  ହେବା ପରେ ଏବେ ଅଚଳ ହୋଇ ରହିଛି ।…