ଉତ୍କଳ ଦିବସ ପାଇଁ ଲୋକାର୍ପିତ ହେଲା ନବପଲ୍ଲବର ୨ୟ ସଂସ୍କରଣ

 ଚିତ୍ତ ରଞ୍ଜନ କରଙ୍କ ରିପୋର୍ଟ : ଉତ୍କଳ ଦିବସ ସମଗ୍ର ଓଡ଼ିଶା ସମେତ ଓଡ଼ିଶା ବାହାରେ ମଧ୍ୟ ବଡ଼ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରକାରେ ଉତ୍କଳ ଦିବସ ପାଳୁଛନ୍ତି । ଆଜିର ଉତ୍କଳ ଦିବସ ଅବସରରେ ଓଡ଼ିଆ ଯୁବକମାନଙ୍କର ଉଦ୍ୟମରେ ପ୍ରକାଶିତ…

ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନର ନାମ ପଂଳକ ଓଡିଆରେ କରିବାକୁ ନିଦେ୍ର୍ଧଶ

ଯାଜପୁର ରୁ ଜୟଶଙ୍କର ଦାଶ: ଓଡିଆ ଭାଷାର ବ୍ୟାପକ ପ୍ରଚଳନ, ପ୍ରଚାର ଓ ପ୍ରସାର ପାଇଁ ସରକାର ବହୁବିଧ ଊଦ୍ୟମ କରୁଚ୍ଥନ୍ତି ।  ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୧୮ ମସିହା ଜାନୁୟାରୀ ମାସ ଠାରୁ ସମସ୍ତ ପାଂଇଲ ପତ୍ର ଓଡିଆରେ କରିବା ପାଇଁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ କଡା…

ପେଟ୍ରୋଲରେ ନିଆଁ, ଏପ୍ରିଲ ୭ରେ ସବୁ ପେଟ୍ରୋଲ ଟାଙ୍କିକୁ ଶାନ୍ତିପୂର୍ଣ ଟାର୍ଗେଟ କରିବ ବିଜେଡି

ଅହେତୁକ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା କେନ୍ଦ୍ର ସରକାର ବିରୋଧରେ ତିନିଘଂଟିଆ  ଶାନ୍ତିପୂର୍ଣ୍ଣ ଜନସଚେତନତା ଭୁବନେଶ୍ୱରରୁ ଚକ୍ରଧର ମାଝି : ତୈଳର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି ।…

ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପାଳିଲା ଓଡ଼ିଶା ଦିବସ 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବାରିପଦା ପୌରପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ପାଳିତ ହୋଇଥିଲା ୮୩ତମ…

ଭାରତ ବନ୍ଦ ଡ଼ାକରାକୁ ମୟୂରଭଞ୍ଜ ଜିଲ୍ଲାରେ ମିଳିଛି ଅଦ୍ଭୂତ ପୂର୍ବ ସଫଳତା

ବାରିପଦା(ଦିଲ୍ଲୀପ ମହାନ୍ତି )-ଅନୁସୂଚିତଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ-୧୯୮୯ ଉପରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ବିରୋଧକରି ସମ୍ବିଧାନ ବଞ୍ଚାଅ ସଂଘର୍ଷ କମିଟି ପକ୍ଷରୁ ଦିଆ ଯାଇଥିବା ଅପ୍ରେଲ ୨ ଭାରତ ବନ୍ଦ ଡ଼ାକରାକୁ ମୟୂରଭଞ୍ଜ ଜିଲ୍ଲା ସହିତ ସଦର ମହକୁମା…

ଶିକ୍ଷକ ଶଶିଧରଙ୍କୁ ମିଳିଲା ଶିକ୍ଷାସେବା କର୍ମଣ ସମ୍ମାନ

ବାରିପଦାରୁ ଦିଲ୍ଲୀପ ମହାନ୍ତି - ନୂଆଦିଲ୍ଲୀସ୍ଥିତ ଦି ଇକୋନମିକ ଗ୍ରୋଥ ଅଫ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀସ୍ଥିତ କୃଷ୍ଣ ମେନନ୍ ଭବନ ପରିସରରେ ଆୟୋଜିତ ଜାତୀୟ ଆଲୋଚନା ଚକ୍ରରେ ବାରିପଦା ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟର ଶିକ୍ଷକ ଡ଼ଃ ଶଶୀଧର ବିଶ୍ୱାଳଙ୍କୁ  ଶିକ୍ଷା ସେବା…

 ସୁଦାମ ହେଲେଣି କି କୃତଘ୍ନ ,କୁଆଡେ ଗଲା ତାଙ୍କର ତୁମ୍ଭିତୋଫାନ !!!  ତାଙ୍କ ପାଇଁ ଲଟିଥିଲା ତିନି ଯବାନଙ୍କ  ଅମୁଲ୍ୟ …

ଘୁଞ୍ଚିଘୁଞ୍ଚି ଯାଉଛି  ସହୀଦ ପରିବାରକୁ ଜମି ଯୋଗାଇ ଦେବା ଘୋଷଣାର ପଦ୍ମ  ସହିଦଙ୍କ ବଳିଦାନ ଓ ତ୍ୟାଗ ପ୍ରତି ପ୍ରଶାସନ ଉଦାସୀନ  ବାରିପଦାରୁ ଦିଲୀପ ମହାନ୍ତି - ପୁଲିସ କର୍ମଚାରୀମାନଙ୍କ ସେବା ଓ କାର୍ଯ୍ୟଦକ୍ଷତାକୁ ନେଇ ସରକାର ବିଭିନ୍ନ ସମୟରେ ସେମାନଙ୍କ ଉପରେ ପ୍ରଶଂସାର ପାହାଡ଼…

ମମି ଡାକିବା ପରିବର୍ତ୍ତେ  ବାପା, ବୋଉ ଚାଲନ୍ତୁ ଉଚାରଣ କରିବା : ଜିଲ୍ଲାପାଳ  

 ଜିଲ୍ଲା ସ୍ତରୀୟ ଉତ୍କଳ  ଦିବସ ଓ ଜିଲ୍ଲା ପ୍ରତିଷ୍ଠା  ଦିବସ ସମାରୋହ  ଯାଜପୁର (ଜୟଶଙ୍କର ଦାଶ) :  ନିଜ ଭାଷା ଓ ସାହିତ୍ୟର ଉନ୍ନତି ଓ ସଂସ୍କୃତିର ଟେକ ରଖିବା ସମସ୍ତ ଓଡ଼ିଆଙ୍କର ପ୍ରାଥମିକତା ହେଉବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଯାଜପୁର ଜିଲ୍ଲାସ୍ତରୀୟ ଉତ୍କଳ  ଦିବସ ଓ ଜିଲ୍ଲା…

ଉତ୍କଳ ଦିବସ ସମାରୋହ ସମିତି ପକ୍ଷରୁ ‘ଉତ୍କଳ  ଦିବସ’ ପାଳିତ  

 ବ୍ୟାସନଗରରୁ ବିଶ୍ୱଜିତ ମାଝି: ବ୍ୟାସନଗର ସ୍ଥିତ ଉତ୍କଳ ଦିବସ ସମାରୋହ ସମିତି ପକ୍ଷରୁ ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ‘ଉକ୍ରଳ ଦିସବ’ ପାଳିତ ହୋଇଛି । ଏହି ଅବସିରେ ସମିତିର ଉପଦେଷ୍ଟା ଡାକ୍ତର ହେମନ୍ତକିଶୋର ସାହୁଙ୍କ…