ପଦ୍ମପୁର/Nila Deep – ସ୍ଥାନୀୟ ବିଜୁ ଜନତା କାର୍ଯ୍ୟାଳ୍ୟରେ ୭୨ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ବରିଷ୍ଠ ନାଗରୀକ ଚନ୍ଦନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିବା ସହିତ ସ୍ୱାଧିନତା ଉପରେ ନିଜ ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଏମଡି. ହାରୁନ, ପୁରନ୍ଦର ଦୋରା, ନୀଲମାଧବ ଦୋରା, ଯଶୋବନ୍ତ ନାରାୟଣ ସିଂ, ବିଜୟ ବାରିକ, ନନ୍ଦକିଶୋର ଧରୁଆ, ରଜନୀକାନ୍ତ ଦାସ, କୃଷ୍ନ ମହାର, ପ୍ରିତମ ମେହେର, ନବକିଶୋର ସାହୁ, ସିଦ୍ଧାର୍ଥ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ଗିରିଧାରୀ ତ୍ରିପାଠୀ, ବିଷ୍ନୁପ୍ରସାଦ ବାଜପାୟୀ, ନବକିଶୋର ବରିହା, ବୁଲୁ ପାଣିଗ୍ରାହୀ, ନୀଲ ସେନ୍ଦ୍ରୀଆ, ଗାଦିନାରାୟଣ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ଥିଲେ ।