ଓଡ଼ିଶା ପୋଲିସରେ ଖାଲି ପଡ଼ିଛି ୧୦ ହଜାରରୁ ଅଧିକ ପଦବୀ

ଭୁବନେଶ୍ୱର : ପୋଲିସ ବିଭାଗରେ ଓଡ଼ିଶାରେ କନଷ୍ଟେବଳ ଠାରୁ ଡିଜି ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୧୦ ହଜାରରୁ ଅଧିକ ପଦବୀ ଖାଲିପଡ଼ିଛି । ପ୍ରଚଳିତ ନିୟମାନୁଯାୟୀ ନୂତନ ଚୟନ ପ୍ରକ୍ରିୟା ଓ ପଦୋନ୍ନତି ଭିତ୍ତିରେ ଏ ସବୁ ପଦବୀ ପୂରଣ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ବିଧାୟକ ଦିଲିପ…

ପଣା ସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡା ଗ୍ରାମୀଣ ବିକାଶ ଯୁବକ ସଙ୍ଗ ତରଫରୁ ଜଳଛତ୍ର

  କେନ୍ଦ୍ରାପଡା-ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡା  କଟକ ଚାନ୍ଦବାଲି ରାସ୍ତା ଅନୁଆପଡା ଛକ ଠାରେ ମହା ବିଷୁବ ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡା ଗ୍ରାମୀଣ ଯୁବକ ସଙ୍ଗ ତରଫରୁ ଜଳଛତ୍ର ର ଆୟୋଜନ କରାଯାଇଛି ।ଏହା ସଭାପତି ମାନସ ରଞ୍ଜନ ତ୍ରିପାଠୀଙ୍କ…

  ଘଇତାର ଅଯୋଗ୍ୟ  ପଣେ, ମାଇପ ଶୁଅଇ ସନ୍ତରା ବଣେ  

  ଆନ୍ଧ୍ରର ଅନୁପ୍ରବେଶ ପରେ ପହଞ୍ଚିଲା ପ୍ରଶାସନ  ମାଦିଆ ଖଳା ଗାଁକୁ ଯୋଗାଇଦିଆଯିବ ସବୁ ସୁବିଧାସୁଯୋଗ : ଜିଲ୍ଲାପାଳ  Gajpati/ Balakrishna Panigrahi : କେରାପୁଟ ଜିଲ୍ଲାର କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲ୍ଲା ରାୟଗଡ ବ୍ଳକ୍ର ଗଙ୍ଗାବାଡ ପଞ୍ଚାୟତରେ ଥିବା ସୀମାନ୍ତବର୍ତ୍ତୀ…

ମେକ ଅପର ଯାଦୁ ଦେଖାଇଲେ ବଲିଉଡ ମେକ ଅପ ମ୍ୟାନ ରାଜୁ ଓର୍ପେ

ବିଉଟିସିଆନ କ୍ଷେତ୍ରରେ ନୂଆ ସମ୍ଭାବନା, .ବଲାଙ୍ଗିରରେ ବିଉଟିସିଆନ କର୍ମଶାଳା । ବଲାଙ୍ଗିର(ନିରୋଜ ମିଶ୍ର)- ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ସ୍ତରୀୟ ଏକଦିବସୀୟ ବିଉଟିସିଆନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ବିଉଟିସିଆନ ସଂଘ ଆୟୋଜନ…

ମୁଖ୍ୟମନ୍ତ୍ରୀଂକ ଛାତ୍ର କଲ୍ୟାଣ ପାଣ୍ଠିରୁ ଆକାଶ ଦିପଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ବଲାଙ୍ଗିର/ niroj mishra  - ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଖୁଜେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଗତ ଶିକ୍ଷା ବର୍ଷର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଖୁଜେନପାଲିର ଛାତ୍ର ଆକାଶ ଦିପ   ଯିଏକି ବର୍ତ୍ତମାନ ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲିର ନବମ ଶ୍ରେଣୀର ଛାତ୍ରଙ୍କୁ…

ଶାଳା ସିଦ୍ଧି ପ୍ରଶିକ୍ଷଣ କର୍ମଶାଳା 

 ବଲାଙ୍ଗିର/ନିରୋଜ ମିଶ୍ର  - ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ରାମ ଗୋପାଲ ହିନ୍ଦୀ ହାଇସ୍କୁଲ ଠାରେ ଶାଳା ସିଦ୍ଧି ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ଏହାକୁ ଉଦଘାଟନ କରିଥିଲେ…

ଉନ୍ନାଓ ଓ ରାସ୍‍ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପ୍ରତିବାଦ,  ବିଜୁ ମହିଳା ଜନତା ଦଳର କ୍ୟାଣ୍ଡେଲ୍‍ ଶୋଭାଯାତ୍ରା

  ଭୁବନେଶ୍ୱର,: ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର, ଅସମ୍ମାନ ଓ ଦୁଷ୍କର୍ମ ସୀମା ଟପିଛି । ଦୋଷୀ ଓ ଅଭିଯୁକ୍ତଙ୍କୁ ବିଜେପି ସରକାର ସୁରକ୍ଷା ପ୍ରଦାନ କରୁଛନ୍ତି । ଯେପରି ଭାବରେ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଜନୈକ ଉତ୍ତରପ୍ରଦେଶ…

ଲୋକ ଭୁଲିବା ଆରମ୍ଭ କଲେଣି ବଲାଙ୍ଗୀରରେ ମୁନିସିପାଲିଟି ଅଛି ବୋଲି 

ଦୁର୍ନୀତିଗ୍ରସ୍ତ ପୈାରପରିଷଦକୁ ବରଖାସ୍ତ କରାଯାଉ : ସମରେନ୍ଦ୍ର.. ବଲାଙ୍ଗିରରୁ ନିରୋଜ ମିଶ୍ର : ଦିର୍ଘବର୍ଷ ହେଲା ବଲାଙ୍ଗିର ପୈାରପରିଷଦ ଶାସକ ଦଳର କବଜାରେ ଅଛି  । ଏହାର କାର୍ଯ୍ୟକାଳ ଯେତିକି ବଢୁଛି ପୈାରପରିଷଦର ଶୂନ୍ୟତା  ସେତେ ବୃଦ୍ଧି ପାଉଛି  । ଧିରେ ଧିରେ ଲୋକେ ପୈାରପରିଷଦ…

ମହିଳାମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, କଂଗ୍ରେସର ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର-:ଜମ୍ମୁ ଓ କାଶ୍ମୀରରେ କାଠବା ଗଣଦୁଷ୍କର୍ମ ଓ ହତ୍ୟାଏବଂ ଉତ୍ତର ପ୍ରଦେଶର ଉନାଓ ଗଣଦୁଷ୍କର୍ମରେ ନରେନ୍ଦ୍ର ମୋଦି ସରକାର ଦୁଷ୍କର୍ମକାରୀ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି। ଦେଶରେ ମହିଳା ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି। ସେହିପରି ବିଜେଡ଼ି ସରକାରରେ…

କେମିତି ପୂରଣ ହୋଇ ଚାଲିଛି ବିଜୁ ବାବୁଙ୍କ ସ୍ବପ୍ନ 

ତାଙ୍କ ଦ୍ୱାରା ପ୍ରତିଷ୍ଠା ୧୪୭ ପଞ୍ଚାୟତ ଶିଳ୍ପରୁ ୧୩୭ ବନ୍ଦ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି ୨୦ କୋଟି ୮୦ ଲକ୍ଷ ଟଙ୍କା ଭୁବନେଶ୍ୱର : ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ସହିତ ଆଞ୍ଚଳିକ ଶିଳ୍ପର ବିକାଶ ପାଇଁ ପ୍ରବାଦ ପୁରୁଷ ବିଜୁ ଚାଲୁଥିବା ବେଳେ ୧୩୭ଟି…