ପିଲାଏ ପଢିବେ ,,,ପିଲାଏ ବଢିବେ …ସରକାରୀ ଯୋଜନା ଚାଲିଛି ଏମିତି 

0

 

ବଣେଇ : ବଣେଇ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା। ସରକାର ଶିକ୍ଷା କ୍ଷେତ୍ରରେ ପ୍ରାଧାନ୍ୟ ଦେଇ ସହର ଠୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ସରକାରଙ୍କ ସବୁ ଯୋଜନା ଫେଲ ମାରିଥିବା ଦେଖିବାକୁ ମିଳିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅଞ୍ଚଳର ଆଉ ଏକ ଦୃଶ୍ୟ |

Leave A Reply

Your email address will not be published.