ବିଶ୍ୱ ମହିଳା ଧନୀ ଖେଳାଳୀ ତାଲିକାରେ ସାନ୍ଧୁ

0

ଭାରତ ର ଵ୍ୟଡ଼ମିନଟନ ଷ୍ଟାର ଖେଳାଳୀ ପି.ଭି.ସାନ୍ଧୁ ଏବେ ବିଶ୍ୱ ଧନୀ ଖେଳାଳୀ ତାଲିକାରେ ୭ମ ସ୍ଥାନରେ ରହିଛନ୍ତି | ବର୍ଷକୁ ଆୟ ୬୦ କୋଟି ଟଙ୍କା ଏହା ଦ୍ଵାରା ସେ ପ୍ରଥମ ଭାରତୀୟ ମହିଳା ଯିଏକି ଏହି ଆୟ ଦ୍ଵାରା ସେ ଧନୀ ଖେଳାଳୀ ତାଲିକାରେ ସ୍ଥାନ ପାଇଛନ୍ତି।ସେହିପରି ଆମେରିକାର ସେରିନା ଉଇଲିଏମ୍ସ ୧୧୦ କୋଟି ସହିତ ପ୍ରଥମ ସ୍ଥାନରେ ରହିଛନ୍ତି।।

 

Leave A Reply

Your email address will not be published.