ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ

0

ଗୁଣୁପୁର/ସିଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ଠାରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଗତକାଲି ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର ରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହାପୁନମ ତାପଶ କୁମାର , DRDA ପ୍ରୋଜେକ୍ଟ ଡ଼ିରେକ୍ଟର ଶ୍ରୀ ଅମ୍ରିତ ଋତୁରାଜ , ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ , ରାୟଗଡା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଓ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବାଲିରାମ ମଞ୍ଚାସିନ ରହିଥିଲେ । ଗୁଣପୁର ଏବଂ ରାୟଗଡା ଜିଲ୍ଲା ର ସମସ୍ତ ଉଚ୍ଚ ପଦସ୍ଥ କର୍ମଚାରୀ ଏହି ବୈଠକ ରେ ଉପସ୍ଥିତ ରହି ତିତିଲି ର ମୁକାବିଲା କିପରି କରାଯାଇଥିଲା ସେହି ବିଷୟରେ ଏକ ସମ୍ୟକ ବିବରଣୀ ଉପସ୍ଥାପନା କରିଥିଲେ |

Leave A Reply

Your email address will not be published.