ପୋଲ ତଳକୁ ଗାଡି ଖସି ଜୀବନ ଗଲା 

0

ନୂଆପଡା/ପ୍ରିୟବ୍ରତ ପଣ୍ଡା ,ନୂଆପଡା ଜୋଙ୍କ ଥାନା ଅନ୍ତର୍ଗତ ଖାଲିଆପାନୀ ଗ୍ରାମ ର ଚୈନ ସିଂ ମାଝୀ, ପୁଣିତରାମ ମାଝୀ ତଥା ଛତିଶଗଡ଼ ର ଦିୱାନ ସିଂ ମାଝୀ ଏକ ବାଇକ ଯୋଗେ ଯାଉଥିବା ବେଳେ ବାଇକ ଟି ଦରଲିମୁଣ୍ଡା ଗାଁ ପାଖ ପୋଲ ରୁ ତଳକୁ ଖସି ପଡ଼ିଲା ତିନି ଆରୋହି ମୃତ୍ୟୁ ବରଣ କରିଥିଲେ ।ପାଣି ରେ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସ କୁ ଖବର ଦେଇ ଥିବା ବେଳେ ଜୋଙ୍କ ଥାନା ଅଧିକାରୀ ଏକ ଦୁର୍ଘଟଣାର ତଦନ୍ତ କରିଛନ୍ତି ।

Leave A Reply

Your email address will not be published.