Sign in
Sign in
Recover your password.
A password will be e-mailed to you.
ସ୍ୱାଧିନ ଚେତା ଓ ନିର୍ଭିକ ସମାଜ ଚିନ୍ତକ ଥିଲେ କିଶନ ପଟ୍ଟନାୟକ
ଗାନ୍ଧୀ ଭବନରେ ସମାଜବାଦୀ କିଶନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳିତ
ବଲାଙ୍ଗିର /ନିରୋଜ ମିଶ୍ର - ସ୍ୱାଧିନ ଚେତା ଓ ନିର୍ଭିକ ସମାଜ ଚିନ୍ତକ ଥିଲେ କିଶନ ପଟ୍ଟନାୟକ । ରାଜ୍ୟରେ କୃଷକ ଆନେ୍ଦାଳନର ସେ ଥିଲେ ଜଣେ ମୁଖ୍ୟ ପୁରୋଧା । ଏକ ଶୋଷଣହୀନ, ନ୍ୟାୟ ଆଧାରିତ ଓ ସମତା ଭିତ୍ତିକ ସାମାଜିକ…
ନୀତିନିଷ୍ଠତା ଓ କର୍ମ ଯୋଗର ପ୍ରତୀକ ଥିଲେ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ
୧୦୯ତମ ଜୟନ୍ତୀ ସମାରୋହରେ ଶ୍ରଦ୍ଧାଞ୍ଜଳୀ
ବଲାଙ୍ଗିର/ନିରୋଜ ମିଶ୍ର : ପୂର୍ଣ୍ଣଚନ୍ଦ୍ର ରଥ ଥି
ବିଶ୍ୱଭୂଷଣଙ୍କ ସ୍ୱୀକାରୋକ୍ତି ଆଗରେ ଧରାପଡିଗଲା ଧର୍ମେନ୍ଦ୍ର ଓ ଅନ୍ୟନେତାଙ୍କ ଷଡ଼ଯନ୍ତ୍ର
ଭୁବନେଶ୍ୱର: ବିଶ୍ୱଭୂଷଣ ବାବୁ ଜଣେ ବରିଷ୍ଠ ନେତା ଏବଂ ସେ ଯାହା କହିଛନ୍ତି, ତାହା ସଂପୂର୍ଣ୍ଣ ଠିକ୍ । ଅଥଚ, ଗତ ୪ବର୍ଷ ଧରି ବିଜେପିର ପ୍ରବକ୍ତାମାନେ ଅଲଗା କଥା କହିବାରେ ବ୍ୟସ୍ତ । ସେମାନେ କହୁଛନ୍ତି, ବିଜେଡି ୧୮ବର୍ଷ ଧରି ଶାସନରେ ଅଛନ୍ତି । ଧର୍ମେନ୍ଦ୍ରବାବୁ ସବୁବେଳେ ଗାଉଛନ୍ତି,…
ପଦ୍ମପୁର ୱାର୍ଡ ନଂ ୭ ଓ ୮ ର ମହିଳାମାନଙ୍କ ଦ୍ୱାରା ପଦ୍ମପୁର କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ ଦାବୀପତ୍ର
ପଦ୍ମପୁର(ନୀଳ ଦୀପ):ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ୱାଡର଼୍ ନଂ. ୦୭ ଓ ୦୮ ର ମହିଳା ମାନେ ଆଦ୍ୟ ଦଳବଦ୍ଧ ଭାବେ ବାହାରି ତାଙ୍କ ୱାଡର଼୍ ରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ନିମନ୍ତେ ଦାବି ପତ୍ର ଦେଇଥିଲେ । ଉକ୍ତ…
ପଦ୍ମପୁର ଦୈନିକ ବଜାରର ଦୂରାବସ୍ଥା ର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ପଦ୍ମପୁର/ Nila Deep -ପଦ୍ମପୁର ସହରର ମଧ୍ୟ ଭାଗରେ ଥିବା ଦୈନିକ ବଜାରର ଅବସ୍ଥା ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡିଛି ।ବଜାର ସାରା ପଚାସଢା ପନିପରିବା ସହିତ କାଦୁଅ ସୄଷ୍ଟି ହୋଇ ନର୍କର ଭ୍ରମ ସୄଷ୍ଟି ହେଉଛି ।ବଜାରର ପନିପରିବା ବିକ୍ରେତା ମାନଙ୍କର ମୁଣ୍ଡରେ ନା ଅଛି ଛାତ ନା ଅଛି…
ବିଜେପି କର୍ମୀ ମାନଙ୍କର ବିଜେଡି ରେ ଯୋଗଦାନ
ପାଇକମାଲ/ Gouranga Dash - ଆଜି ପାଇକମାଲ ବ୍ଲକ ର କେଛୋଡାଦାର ପଞ୍ଚାୟତ ର ହୀରାପୁର ଗ୍ରାମ ର ଶତାଧିକ ବିଜେପି କର୍ମୀ ବଜେପି ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି। ବିଜୁ ଜନତା ଦଳର ବରଗଡ଼ ଜିଲ୍ଲା ସଭାପତି ଓ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଵିଜୟ ରଞ୍ଜନ ସିଂ ବାରିହା ପାଇକମାଲ…
ଚିକିତ୍ସାଳୟ ପିଣ୍ଡାରେ ନବଜାତ ଶିଶୁକୁ ଜନ୍ମଦେଲେ ପ୍ରସୂତୀ
କେନ୍ଦୁଝର/Samir Nanda : ଡାକ୍ତରଖାନା ବାରଣ୍ଡାରେ ପ୍ରସବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପିଣ୍ଡାରେ ନବଜାତ ଶିଶୁକୁ ଜନ୍ମଦେଲେ ପ୍ରସୂତୀ। ଅସନବାହାଳି ଅଞ୍ଚଳର ସୋମବାରୀ ଗୋହିଙ୍କ ଗର୍ଭଯନ୍ତ୍ରଣା ହେବାରୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରସୂତୀ ଜଣକ ରାତି ୩ଟା ସମୟରେ…
ବାହାଘର ଭୋଜିକୁ ମା ନେଲେନି ବୋଲି…….!
କି ଦୁଃଖଦ ଆଉ କରୁଣ ପରିଣତି ! ଅନାଥ ହୋଇଗଲା ୪ ବର୍ଷର ପୁଅ
joda/Samir Nanda: ଅପରାଧ ବଢ଼ିବା ସହ ବଳି ପଡ଼ୁଛି ସଂପର୍କ। କେନ୍ଦୁଝର ବଡବିଲ ବକଲହଟିଂ ଗାଁରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଆଉ ଝିଅର ଏପରି ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡି ୨୪ ଘଣ୍ଟା ନ ପୂରୁଣୁ ବେକରେ ଫାଶି ଦେଇ ଝୁଲି…
ସମସ୍ତ ଶିଶୁ ଦେଶର ସମ୍ପତ୍ତି ସଦୃଶ, ସୁରକ୍ଷା ଓ ଯତ୍ନ ଜରୁରୀ ।
ଯାଜପୁର, (ଜୟଶଙ୍କର ଦାଶ ) :ସମସ୍ତ ଶିଶୁ ଦେଶର ସମ୍ପତ୍ତି ସଦୃଶ୍ୟ । ସୁରକ୍ଷା ଓ ଯତ୍ନ ସେମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଶିଶୁ ସୁରକ୍ଷା…
ଜିଲ୍ଲାରେ ଅଭିଯୋଗ ଶୁଣାଣୀ ଆରମ୍ଭ ଜୁଲାଇ ୨ ରୁ
ଯାଜପୁର(ଜୟଶଙ୍କର ଦାଶ ) :ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବନ୍ଦ ଥିବା ଜିଲ୍ଲା ଅଭିଯୋଗ ଶୁଣାଣୀ ଜୁଲାଇ ୨ ରୁ ପୁଣି ଖୋଲିବାକୁ ଯାଉଛି । ଜୁଲାଇ ୨ ରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ ଗୃହରେ ମିଳିତ ଅଭିଯୋଗ ଶୁଣାଣୀ, ଜୁଲାଇ ୬ ତାରିଖରେ କଳିଙ୍ଗନଗର, ଅତିରିକ୍ତ ଜିଲ୍ଲାପାଳଙ୍କ…