ବେଆଇନ ଚାନ୍ଦା ଆଦାୟ ବେଳେ ,3 ଗିରଫ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  55 ନମ୍ବର ଜାତୀୟ ରଜପଥ ରେ ଚାରମାଳ ଥାନା ଅନ୍ତର୍ଗତ ମୋଚିବାହାଳ ଚେକଗେଟରେ ଟ୍ରକ ଅଟକାଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦିଲିପ ଖିଲେଇ,ଅଜିତ ସାହୁ ଓ ପୁରୁଷତ୍ତମ ପ୍ରଧାନଙ୍କୁ ଗିରଫ କରିଛି l ସେମାନଙ୍କ ପାଖରୁ 940 ଟଙ୍କା ଜବତ ହୋଇଥିବା ବେଳ…

 ଗଞ୍ଜେଇ ଚାଲାଣ, ଜଣେ ଗିରଫ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ଶୁକ୍ରବାର ସନ୍ଧ୍ୟା ରେ ରେଢ଼ାଖୋଲ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ କେଳାକଟା ଗ୍ରାମ ନିକଟ ତାରିଣୀ ମନ୍ଦିର ନିକଟରେ ସିଜି13ଜେ5355 ନମ୍ବର ବାଇକ୍ ସହ 8 କେଜି ଗଞ୍ଜେଇ ଜବତ କରିଛନ୍ତି l ପୋଲିସ ସୁତ୍ର ରୁ ପ୍ରକାଶ ଯେ ଫୁଲବାଣୀ ରୁ ଛତିଶଗଡ଼କୁ ଗଞ୍ଜେଇ…

ନିର୍ବାଚନରେ ନୁହେଁ, ପେଟ୍ରୋଲ-ଡିଜେଲ୍‍ ଦର ୧୨୦ରେ ପହଞ୍ଚାଇ ଓଡ଼ିଶାରେ ବିଜେପି ତା’ର ମିଶନ ପୂରା କରିବ

ଭୁବନେଶ୍ୱର,୨୮/୯/୨୦୧୮: ଭାରତବର୍ଷର ଇତିହାସରେ ଆଜି ପର୍ଯ୍ୟନ୍ତ ଏ ପ୍ରକାରର ସ୍ଥାଣୁ ଏବଂ ଅପାରଗ ସରକାର କେନ୍ଦ୍ରରେ ବୋଧେ ଆସୀନ ହୋଇନଥିଲେ, ଯାହାକି ଏବେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ସରକାରଙ୍କ ଠାରେ ଦେଖାଯାଉଛି । ସାଢେ଼ ୪ବର୍ଷ ମଧ୍ୟରେ ତୈଳ ଦର ୯୦ ଟଙ୍କାରୁ ଊଦ୍ଧ୍ୱର୍ ପ୍ରତି…

ଟାଇମ୍‍ସ ହାୟର ଏଜୁକେସନ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱ ମାନ୍ୟତାରେ ସ୍ଥାନ ପାଇଲା କିଟ୍‍

ଭୁବନେଶ୍ୱର,: ଟାଇମ୍‍ସ ହାୟର ଏଜୁକେସନ ବିଶ୍ୱବିଦ୍ୟାଳୟ ବିଶ୍ୱ ର୍ୟାଙ୍କିଂ ୨୦୧୯ରେ କିଟ୍‍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ‘ଦି ଟାଇମ୍‍ସ ହାୟର ଏଜୁକେସନ୍‍’ ପକ୍ଷରୁ ସେପ୍ଟେମ୍ବର ୨୬ତାରିଖରେ ୨୦୧୯ ବର୍ଷ ପାଇଁ ପ୍ରକାଶିତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା   ତାଲିକାରେ କିଟ୍‍…

ପ୍ରଶାନ୍ଥ ରେଡ୍ଡୀ କେନ୍ଦ୍ରକୁ ଯିବେ

ଭୁବନେଶ୍ୱର : ୨୦୦୯ ବ୍ୟାଚ୍‍ ଆଇଏଏସ୍‍ ଡି ପ୍ରଶାନ୍ଥ କୁମାର ରେଡ୍ଡୀ କେନ୍ଦ୍ରକୁ ଯିବେ | ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ସଚିବ ପଦରେ ନିଯୁକ୍ତ ହେବେ ଶ୍ରୀ ରେଡ୍ଡୀ | ବର୍ତ୍ତମାନ ଶ୍ରୀ ରେଡ୍ଡୀ ସମାଜ ମଙ୍ଗଳ ନିର୍ଦ୍ଦେଶକ ସହିତ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ…

ପ୍ଲାଷ୍ଟିକ ବ୍ୟବହାର ରୋକିବା ତଥା ଜନସଚେତନତା ସୃଷ୍ଟି ଉପରେ ଆଲୋଚନା

ପଦ୍ମପୁର(ନୀଳ ଦୀପ) - ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ତରଫରୁ ବିଭିନ୍ନ ଧର୍ମାନୁଷ୍ଟାନ ପରିଶର ମଧ୍ୟରେ ପ୍ଲାଷ୍ଟିକ ପ୍ରଦୁଷଣ ରୋକିବା ତଥା ଏଥରପାଇଁ ଜନଶଚେତନତା ସୃଷ୍ଟି କରିବା ନିଦେ୍ର୍ଧଶ ନାମା ଜାରୀ କରିଛନ୍ତି । ଏହି କ୍ରମରେ ଆଜି ପଦ୍ମପୁର ଉପଜିଲ୍ଲ୍ାପାଳଙ୍କ କାର୍ଯ୍ୟାଳୟ…

ଅନଲାଇନ୍ ମାର୍କେଟିଂ କୁ ବିରୋଧ କରି ପଦ୍ମପୁରରେ ଦୋକାନ ବଜାର ବନ୍ଦ

ପଦ୍ମପୁର,(ନୀଳ ଦୀପ ) :  ବରଗଡ ଜିଲ୍ଲ୍ା ପଦ୍ମପୁର ସହରରେ ଅନଲାଇନ ମାର୍କେଟିଂକୁ ବିରୋଧ କରି ଶୁକ୍ରବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୁକାନ ବଜାର ବନ୍ଦ ରହିଥିଲା । ଇଂଟରନେଟ ମାଧ୍ୟମରେ ଔଷଧ ବିକ୍ରିକୁ ବିରୋଧ କରି ସମଗ୍ର ଭାରତ ବର୍ଷର ସମସ୍ତ ଔଷଧ ଦୋକାନ ବନ୍ଦ…

ନିଖୋଜ ଛାତ୍ର ପାଇଁ ଗୋଷ୍ଠୀ କନ୍ଦଳ

ପଦ୍ମପୁର,(ନୀଳ ଦୀପ)- ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂଚାୟତ  ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି  । ମିଲିଥିବା ସୁଚନା ଅନୁଯାୟୀ, ମୁର୍ହାପାଲି ଗ୍ରାମର…

ବଡ଼ବିଲ :ଆନ୍ତ୍ରରାଜ୍ୟ ଲୁହା ପିଲେଟ ଚୋରଙ୍କୁ ଧରିଲା ପୋଲିସ

୪୦ ଟନ ପିଲେଟ ବୋଝେଇ ୧୨ ଚକିଆ ଟ୍ରକ ଓ ବଲେରୋ ଜବତ ବଡ଼ବିଲ : ବଡ଼ବିଲରେ ଆଇରନ ଓର ପିଲେଟ ଚୋର ଦଳକୁ ଧରିବାରେ ସଫଳ ହୋଇଛି ସ୍ଥାନୀୟ ପୋଲିସ। ଆଜି ଭଦ୍ରାସାହି ନିକଟରୁ  ଭୋର ସମୟରେ ଚୋରା ଚାଲାଣ ହେଉଥିବା ୪୦ ଟନ ଆଇରନ ଓର ବୋଝେଇ ବାରଚକିଆ ଟ୍ରକ ନଂ ଜେ ଏଚ ୦୨ଏକେ ୪୩୮୦କୁ ପୋଲିସ ଜବତ…

ପାରାଦୀପ କଳିଙ୍ଗ ବାଳିଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ

ପାରାଦୀପ(ଉପେନ୍ଦ୍ର ଗୁରୁ) :  ପାରାଦୀପ ଅଫିସର କ୍ଲବ ପରିସରରେ ଶୁକ୍ରବାର ଅପରାହ୍ନରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୧୮ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ତଥା କଳିଙ୍ଗବାଲିଯାତ୍ରା କମିଟିର ଅଧ୍ୟକ୍ଷା ୟାମିନି ଷଢଙ୍ଗୀ  ବୈଠକରେ ଅଧ୍ୟକ୍ଷତା କରିଥିଲେ । କମିଟିର…