ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ଷଷ୍ଠ ଦିବସ

ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍‌ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍‌ ପ୍ରତିଯୋଗିତାର ଷଷ୍ଠ ଦିନରେ ଦୁଇଟି ଖେଳ ଅନୁଷ୍ଠିତ ହୋଇଯାଇଛି। ଷଷ୍ଠ ଦିବସର ପ୍ରଥମ ଖେଳ  ପାନପୋଷ କ୍ରୀଡ଼ା ଛାତ୍ରାବାସ ଏବଂ ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀ ମଧ୍ୟରେ ହୋଇଥିଲା। ଏଥିରେ…

ଦୁର୍ନୀତର ଗନ୍ତା ଘର ପାଲଟିଛି ରାଜନଗର ଆର ଆଣ୍ଡ ବି କାର୍ଯ୍ୟାଳୟ 

ଅଫିସର ଓ ଠିକାଦାର ମାଲେମାଲ ,ରାସ୍ତା କାମ ବେହାଲ ରାଜନଗର :-(ନିରଞ୍ଜନ ରାଉତ )-ଦୀର୍ଘ 18 ବର୍ଷ ଧରି ଓଡିଶାକୁ ଶାସନ  କରୁଥିବା ବିଜେଡି ସରକାର ସ୍ୱଚ୍ଛ ଓ ସୁଶାସନ ଚଳାଇଥିବା ନେଇ ବାହାବା ନେଉଥିବା ବେଳେ ରାଜ୍ୟରେ ଦୁର୍ନୀତ ବଢି ଚାଲିଛି I ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରେଢ଼ାଖୋଲରୁ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବଡ଼ବାହାଳ ପଞ୍ଚାୟତ ବଡକୁଡା ଗ୍ରାମରେ 2 ଯୁବକ ଓ ଗ୍ରାମର ମହିଳା ସଂଗଠନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏହି ଘଟଣାରେ ଥାନାରେ ସାଖି ଦେବ ଘଟଣାରେ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଛି | ଗୁରୁତର ଆହତ ହୋଇଥିବା ଯୁବକ…

ବଜ୍ରାଘାତ:2  ଗୁରୁତର

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରେଢ଼ାଖୋଲ ଥାନା ଖେତ୍ରପୁର ଗ୍ରାମରେ ମଙ୍ଗଳବାର ସଂନ୍ଧ୍ୟା ରେ ବଜ୍ରାଘାତ ହେବାରୁ 2 ମହିଳା ଗୁରୁତର ଅାହତ ହୋଇଛନ୍ତି | ଆହତମାନେ ହେଲେ ରଜନୀ ଲାକାଡା(38),ତେରେସା ଲାକାଡା(65)| ଆହତ ଦୁୟ ଗାଁ ନିକଟରେ ଗାଇ ଚରାଇ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟି…

ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ତିର୍ତ୍ତୋଲ/ରମେଶ ମହାନ୍ତି : :ସୋମବାର ଠାରୁ ତିର୍ତ୍ତୋଲ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ୬ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ  ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଗ୍ରେଡ୍ ପେ,ସଂଘ ପଞିକରଣ,ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି ଓ ଭତ୍ତା ପ୍ରଦାନ ଆଦି ଦାବି ଗୁଡ଼ିକ ସରକାର…

ବାମରା ବ୍ଲକରେ ନୁଆଁ ଖାଈ ଭେଟ ଘାଟ 

କୁଚିଣ୍ଡାରୁ ଶାନ୍ତନୁ ବେହେରା : ମଙ୍ଗଳବାର  ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକରେ ନୁଆଁ ଖାଈ ଭେଟ ଘାଟ କଯ୍ୟକର୍ମ ଅନୁଷ୍ଠିତ ହେଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ମଂଚାସୀନ  ଥିଲେ।

ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ‘ମୋ ବୁଥ ମୋ ଗୌରବ’ ପ୍ରଶିକ୍ଷଣ ଶିବିର 

ପଦ୍ମପୁର/Nila Deep - ଦଳକୁ ଲୋକଙ୍କ ଅଧିକରୁ ଅଧିକ ନିକଟତର  କରିବା ସହ ସେମାନଙ୍କ ଆସ୍ଥାଭାଜନ ହେବା ଉଦ୍ଦେଶ୍ୟ ନେଇ କଂଗ୍ରେସ ଅଧ୍ୟକ୍ଷ ଗରାହୁଲ ଗାନ୍ଧୀଙ୍କ ଆହ୍ବାନ କ୍ରମେ 'ମୋ ବୁଥ ମୋ ଗୌରବ' କାର୍ଯ୍ୟକ୍ରମ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ଥରରେ ଅନୁଷ୍ଠିତ ହୋଇଯାଇଛି ।ପଦ୍ମପୁର ନଗର…

ବାରିପଦାରେ ‘ ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ

ବାରିପଦା(ଦିଲ୍ଲୀପ ମହାନ୍ତି )- ସେପ୍ଟେମ୍ବର ୨୫ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ  ଜିଲ୍ଲା ପ୍ରଶାସନ ଓ ବିଜୁ ବାହିନୀର  ମିଳିତ ଅନୁକୂଲ୍ୟରେ ଆୟୋଜିତ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ…

ଆହେ ସାର….ସତ କହିଲେ, ପାଠ ପଢ଼ାଉଥିଲେ  ନ| ଆଉ କଣ କରୁଥିଲେ ?

 ଆଶ୍ରମ ସ୍କୁଲରେ କୋଟିପତି ପ୍ରଧାନ ଶିକ୍ଷକଙ୍କ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ  ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବଗୁଲି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ସ୍କୁଲ କାର୍ଯ୍ୟାଳୟ ସହିତ ସାରସକଣା…