Sign in
Sign in
Recover your password.
A password will be e-mailed to you.
ମହଙ୍ଗା ପଡିଲା ଥାନା ଘେରାଓ , ଜେଲ ଗଲେ ୭ ମହିଳା ସମେତ ସମୁଦାୟ ୧୭ ଗ୍ରାମବାସୀ : ଗାଁ ରେ କୋକୁଆ ଭୟ
ପଦ୍ମପୁର,(ନୀଳ ଦୀପ) – ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂ•ୟତ ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଥିବା ସହ ନିଖୋଜ ଥିବା ଛାତ୍ର ବାଲକୃଷ୍ଣ ବାଗକୁ ପୋଲିସ ବରଗଡ…
ସୈନିକ କଲ୍ୟାଣ ସଂଘ ତରଫରୁ ସୈନିକ ସମ୍ବର୍ଦ୍ଧନା ଉତ୍ସବ
ପଦ୍ମପୁର,(Nila Deep) – ପଦ୍ମପୁର ସୈନିକ କଲ୍ୟାଣ ସଂଘ ତରଫରୁ ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଦ୍ୱିତୀୟ ସୈନିକ ସମ୍ବର୍ଦ୍ଧନା ଉସôବ ସ୍ଥାନୀୟ ଆ.ବି, ହାଇସ୍କୁଲ ଠାରେ ଏକ ଭାବମସୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ଆସିଥିବା ଅବସର…
କଳଙ୍ଗା ଯୁବ ସମାଜର ବନ୍ଧୁ ମିଳନ
ପଦ୍ମପୁର, (ନୀଳ ଦୀପ) – ପଦ୍ମପୁର ସ୍ଥିତ ଦିଲିପ କଲ୍ଲାଣ ମଣ୍ଡପ ଠାରେ ଶ୍ରୀ ଭଜନ ସଗରଙ୍କ ସଭାପତିତ୍ୱରେ କଳଙ୍ଗା ଯୁବ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଵୁସ୍ଥିତ ହୋଇଯାଇଅଛି । ଏହି ସଭାରେ କଳଙ୍ଗା ସମାଜର ଆର୍ଥôକ, ଶୈକ୍ଷିକ, ଏକତା ଓ ଅନ୍ୟାନ୍ୟ ବିଶୟରେ ଆଲୋଚନା ହୋଇଥିଲା । ସମାଜର…
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ପଦ୍ମପୁର, (ନୀଳ ଦୀପ) – ମହାତ୍ମାଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ତଥା ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଉତ୍ସବ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଲିତ ହୋଇଯାଇଅଛି । ଏହି ଅବସରରେ ସୂଚନା ଓ ଲୋକ ସଂର୍ପକ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ…
ଉପଖଣ୍ଡର ବିଭିନ୍ନ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ
ପଦ୍ମପୁର,(ନୀଳ ଦୀପ) – ପଦ୍ମପୁର ଉପଖଣ୍ଡ ସ୍ଥିତ ସ୍ଥାନୀୟ ଲାଲ ବାହାଦୂର ଶାସ୍ତ୍ରୀ ଉ.ପ୍ରା. ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପ୍ରଶ୍ନୋତର କାର୍ଯ୍ୟକ୍ରମ ସହ ବିଦ୍ୟାଳୟ ସ୍ତରୀୟ ଏକ ବିଜ୍ଞାନ ମେଳା…
ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜାର ରାମଲିଳା ପାଇଁ କଳାକାର ଚୟନ
ପଦ୍ମପୁର/ନୀଳ ଦୀପ – ପଦ୍ମପୁରର ଐତିହାସିକ ସାର୍ବଜନୀନ ଦୂର୍ଗାପୂଜାରେ ଚଳିତ ବର୍ଷପାଇଁ ରାମଲିଳା କାର୍ଯ୍ୟକ୍ରମର କଳାକାର ମାନଙ୍କ ଚୟନ ସରିଯାଇଅଛି । ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ଚନ୍ଦ୍ରଙ୍କ ଭୂମିକାରେ ଶ୍ରୀ ବିଜୁ ମେହେର ମନୋନୀତ ହୋଇଥିବାବେଳେ ରାବଣ ଭୂମିକାରେ ଶ୍ରୀ ନୀଳ ଦୀପଙ୍କୁ…
ମାଁ ବିନ୍ଧ୍ୟବାସିନୀ ଅଟୋ ଚାଳକ ସଂଘର ନବମ ବାର୍ଷିକ ଉତ୍ସବ
ରେଢ଼ାଖୋଲରୁ ରିପୋର୍ଟ ଯଶୋବନ୍ତ ସାହୁ: ରେଢ଼ାଖୋଲ ମାଁ ବିନ୍ଧ୍ୟବାସିନୀ ଅଟୋ ଚାଳକ ସଂଘର ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଉତ୍ସବରେ ବିଜେପିର ରାଷ୍ଟ୍ରିୟ ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ପୁଜାରି ମୁଖ୍ୟଅତିଥି ,ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଧେଶ୍ୟାମ…
ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଧାରଣା
ରାୟଗଡରୁ ସରୋଜ କୁମାର ସାହୁ, ଗତ କିଛି ଦିନ ହେଲା ଗଣମାଧ୍ୟମ ପ୍ରତିନିଧି ମାନଙ୍କର ମୁହଁ କୁ ବନ୍ଦ କରିବାରେ କିଛି ସ୍ୱାର୍ଥ ନ୍ୟସ୍ତ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ କରିବା ନିମନ୍ତେ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରି ମୁହଁ ବନ୍ଦ କରିବାରେ ଲାଗିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି…
ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଅନଶନ
ବାରିପଦା(ଦିଲ୍ଲୀପ ମହାନ୍ତି )- ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ଅନୁଦାନ ପରିସରଭୂକ୍ତ କରାଯିବା, ଚାକିରୀ ସର୍ତ୍ତାବଳୀ ଆଧାରରେ ଅବସରକାଳୀନ ସୁବିଧା ସୁଯୋଗ ଲାଗୁ କରାଯିବା, ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସପ୍ତମ ବେତନ କମିଶନ ଲାଗୁ କରାଯିବା, ଅନୁଦାନ ଦେବା…
ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳିତ
ସୁବର୍ଣ୍ଣପୁର-(ପ୍ରକାଶ ହାତୀ ) -ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର ପରିସରରେ ଆଜି ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କଂଗେସ କମିଟିର ସଭାପତି ଚିତ୍ତ ରଞ୍ଜନ ମିଶ୍ର ସଭାପତିତ୍ୱ କରି ଜାତିର ପିତା…