Sign in
Sign in
Recover your password.
A password will be e-mailed to you.
କାଗଜ କଲମ ,ମିଟିଙ୍ଗ ଓ ବୈଠକରେ ଚାଲିଛି କାର୍ଯ୍ୟକ୍ରମ
କାଳିଆପାଣିରୁ ଦୟାନିଧି ମହାନ୍ତ: ରାଜ୍ୟ ସରକାରଙ୍କର ଶୌଚାଳୟ ଏବଂ କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଆଜି ଦିଗ ହରା l ରାଜ୍ୟର ପ୍ରତ୍ୟେକ ଜିଲ୍ଲା ର ଗାଁ ଗାଁ ରେ ଏହି କାର୍ଯ୍ୟକ୍ରମ ଖୁବ ଜୋରରେ ଆଗେଇ ଚାଲିଥିବା କୁହାଯାଉଥିବା ବେଳେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ଗ୍ରାମ…
ଦଫା ରଫା ପାଇଁ ଚାପ ପଡୁଛି, ଦେଖାଯାଉ ପୋଲିସ କଣ କରୁଛି !!!
ମୋବାଇଲ୍ ବିତରକ ସଂସ୍ଥା କର୍ମଚାରୀଙ୍କୁ ଧମକ, ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହେଲେ ତଳିଆ କର୍ମଚାରୀ
ବଲାଙ୍ଗିର(ନିରୋଜ ମିଶ୍ର) – ବଲାଙ୍ଗିର ର ଏକ ଘରୋଇ ମୋବାଇଲ୍ ବିତରକ ଓ ରିପିୟାରିଙ୍ଗ୍ ସଂସ୍ଥାର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଧମକ । ଏପରିକି କଥା ନମାନିଲେ ହାତରୁ…
ଗାନ୍ଧୀ ପୁବ୍ଲିକ ସ୍କୂଲ ର ଛାତ୍ର ଛାତ୍ରୀ କେରଳ ବନ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ଦେଲେ ୨୫,୦୦୦ଟଙ୍କାର ସହାୟତା
ଗୁଣପୁରରୁ ସିଦ୍ଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ଗାନ୍ଧୀ ପୁବ୍ଲିକ ସ୍କୂଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୨୫,୦୦୦/- (ପଚିଶ ହାଜର ଟଙ୍କା) ର ଅର୍ଥରାଶି କେରଳ ବନ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟ ରେ ସହାୟତା ପ୍ରଦାନ କରାଯାଇଛି । ଏହି ସଂଗୃହିତ ଅର୍ଥ ରାଶି କୁ ଛାତ୍ର ଛାତ୍ରୀ ମାନେ…
ଜିଲ୍ଲାସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜନା ଉଦ୍ଘାଟନ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜାନା ଉଦ୍ଘାଟିତ ହୋଇଯାଇଛି । ଭିଡିଓ କନ୍ଫେରନସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ…
ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବରିଷ୍ଠନାଗରିକ ସମ୍ମାନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠନାଗରିକ ଦିବସ ପାଳନ ଅବସରରେ ଓଡିଶାର ୯ଜଣ ବରିଷ୍ଠନାଗରିକଙ୍କୁ ବିଭିନ୍ନ କ୍ଷେତ୍ରରେ ଜୀବନବ୍ୟାପି…
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ବନାମ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ରାଜ୍ୟ ସରକାରଂକୁ…
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ ;ପାରଳାଖେମୁଣ୍ଡି ସ୍ଥିତ ସାଇରାମ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରସରକାରଙ୍କ ଆୟୁଷ୍ମାନ ଭାରତ ବନାମ ରାଜ୍ୟସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପରେ ଜିଲ୍ଲା ସ୍ତରୀୟ ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମ…
କୃଷି ବିଜ୍ଞାନ କେନ୍ଦ୍ର ଗଜପତିର କୃଷି କଲ୍ୟାଣ ଅଭିଯାନ – ସ୍ୱଚ୍ଛତା ହିଁ ସେବା ୨୦୧୮
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଆର.ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଗଜପତି ଠାରେ ପବିତ୍ର ଗାନ୍ଧୀ ଓ ସ୍ୱାସ୍ଥ୍ୟ ଜୟନ୍ତୀ ଅବସରରେ କୃଷି କଲ୍ୟାଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର.ଉଦୟଗିରି ବ୍ଲକର ବି.ଡି.ଓ…
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ଓ ବାରିପଦା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅକ୍ଟୋବର ୧୧ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ସହିତ ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ…
ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ଗଡିଲା ସ୍ୱଚ୍ଛତା ସଦ୍ଭାବନା ଶାନ୍ତି ରଥ
ବାରିପଦା(ଦିଲ୍ଲୀପ ମହାନ୍ତି): ସମଗ୍ର ବିଶ୍ୱରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ମହା ଆଡ଼ମ୍ବର ସହିତ ଅହିଂସା ଦିବସ ଭାବେ ପାଳନ କରାଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ଗଡିଛି ସ୍ୱଚ୍ଛତା ସଦ୍ଭାବନା ଓ ଜାତୀୟ ସଂହତିର ବାର୍ତ୍ତା ବହନ କରୁଥିବା ଏକ ସଚେତନତା ରଥ ।…
ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା : ପଦକ ବିଜେତାଙ୍କୁ ମୟୂରଭଞ୍ଜ ଶକ୍ତି ଉତ୍ତୋଳନକାରୀ ସଙ୍ଘ ପକ୍ଷରୁ ଭବ୍ୟ…
ବାରିପଦା(ଦିଲ୍ଲୀପ ମହାନ୍ତି )- ଲକ୍ଷେ୍ନାରେ ଜାତୀୟ କ୍ଲାସିକ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟରୁ ପ୍ରତିନିଧିତ୍ୱ କରି ମୟୂରଭଞ୍ଜ ଜିମ୍ନାସିୟମର ସଦସ୍ୟା ଲକ୍ଷ୍ମୀମଣି ସିଂ ଉଭୟ ଜୁନିୟର ଓ ସିନିୟର ୪୭ କିଗ୍ରା ବର୍ଗରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥି ସହିତ…