ପ୍ରତିଭା ଉନ୍ମେଷରେ ଅର୍ଥବାଧକ ନୁହେଁ : ଜିଲ୍ଲାପାଳ ।

ଯାଜପୁର, ଜୟଶଙ୍କର ଦାଶ:   ପ୍ରତିଭା ଉନ୍ମେଷରେ ଅର୍ଥ କେବେ ବାଧକ ହେବ ନାହିଁ । ତେଣୁ ପ୍ରତିଭାଧାରୀମାନେ ନିଜ ପ୍ରତିଭାକୁ ବିକଶିତ କରିବାରେ  ମନୋନିବେଶ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପରାମର୍ଶ ଦେଇଛନ୍ତି । ଦଶରଥପୁର ବ୍ଲକ ପଞ୍ଜରାସାହି ଗ୍ରାମର ସ୍ୱର୍ଗତ ରମାକାନ୍ତ ମହାନ୍ତିଙ୍କ…

ଏଇ ସିନା ମଣିଷ ପଣିଆ : ମନ ଛୁଉଁଚି ଯୁବ ସମାଜସେବୀ ସୁରେଶ କାମ

ବ୍ୟାସନଗରରୁ ବିଶ୍ୱଜିତ ମାଝୀ :ଚାନ୍ଦମା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ (ପୁନିଆଁ)କିଛିଦିନ ତଳେ ଚାନ୍ଦମା ଛକ ନିକଟରେ ସଂଧା ସମୟରେ ଘରକୁ ଫେରୁଥିବା ସମୟରେ ପୂର୍ଣ୍ଣଚନ୍ଦ୍ର ନିଶାଗ୍ରସ୍ତ ଅବସ୍ଥାରେ ରାସ୍ଥାକଡ଼ରେ ପଡ଼ିଯାଇଥିଲେ ।ତାଙ୍କ ପାଖରେ ପ୍ରାୟ ୧୦ ହଜାର ଟଙ୍କାରୁ ଉର୍ଧ୍ଵ  ଥିଲା ବୋଲି…

ଅମିତଙ୍କ ପଦକ୍ଷେପକୁ ସମସ୍ତଙ୍କ ପ୍ରଶଂସା 

ଓଡିଶା ଆନ୍ଧ୍ର ସୀମାନ୍ତର ଅମର ଯବାନ ଶହୀଦ ସ୍ମୃତି ସ୍ତମ୍ୱ ସ୍ଥାପନ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ତଥା ଓଡିଶା ଆନ୍ଧ୍ର ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ପାତପାଟଣା ମଣ୍ଡଳ ଏସ କାବିଟି ଗ୍ରାମର ପାରଳା ସହରକୁ…

ଜିଲ୍ଲା ସ୍ତରୀୟ ପରିଚାଳକ ନିକାୟ ଓ ପ୍ରକଳ୍ପ ସ୍ତରୀୟ ବୈଠକ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଜିଲ୍ଲା ସ୍ତରୀୟ ୭୫ ଜଣ ପରିଚାଳକ ନିକାୟ ଗଭର୍ଣ୍ଣିଂ ବଡି ଏବଂ ୬୮ତମ ପ୍ରକଳ୍ପ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ…

 ରାଧାମୋହନଙ୍କୁ ଧର୍ମେନ୍ଦ୍ରଙ୍କ  ପତ୍ର : ରାଜ୍ୟର ସବୁ  ନିୟନ୍ତ୍ରିତ ବଜାର କମିଟୀକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡାଯାଉ 

ନୂଆଦିଲ୍ଲୀ/ଭୁବନେଶ୍ୱର:(ଚକ୍ରଧର ମାଝି):  ରାଜ୍ୟରେ ଦଶଟି ମଣ୍ଡି ଇ-ନାମ ପ୍ଲାଟଫର୍ମ ସହ ଯୋଡି ହୋଇଥିବା ବେଳେ ଓଡିଶା ଷ୍ଟେଟ ଏଗ୍ରିକଲଚରାଲ  ମାର୍କେଟିଂ ବୋର୍ଡ (ଓଏସଏଏମବି)ର ନିୟନ୍ତ୍ରଣ ଓ ତତ୍ୱାବଧାନରେ କାମ କରୁଥିବା ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ ମାର୍କେଟ କଂପ୍ଲେକ୍ସକୁ ଯୋଡିବାକୁ…

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର  (ନିରୋଜ ମିଶ୍ର) ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପର୍ଶୁରାମ ଉଚ୍ଚ ବିଦ୍ୟାଳୟ, କୁଡାସିଂହାରେ ପ୍ରଧାନ ଶିକ୍ଷକ ମିତ୍ରଭାନୁ ପଧାନଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ ଶିକ୍ଷକ ଚାପ ବଗର୍ତ୍ତୀ ଓ କାର୍ଯ୍ୟାଳୟ ସହକାରୀ ହରେକୃଷ୍ଣ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ …

ସ୍ୱାମୀନାଥନ କମିଟି ରିପୋର୍ଟ  ଲାଗୁ କରିବା ନେଇ ଦେଇଥିବା ପ୍ରତିଶ୍ରୁତି କୁ ପ୍ରତାରଣା କରିଛନ୍ତି କେନ୍ଦ୍ର ସରକାର : …

  ଭୁବନେଶ୍ୱର: ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରିଆସୁଛନ୍ତି । ଆମ ବ୍ୟବସ୍ଥାରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରନ୍ତି କେନ୍ଦ୍ର ସରକାର । ରାଜ୍ୟର ଚାଷୀମାନଙ୍କ ଦାବିକୁ କ୍ରମାଗତ…

ଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପି

ଭୁବନେଶ୍ୱର, ତା.୦୪/୦୭: କେନ୍ଦ୍ର କ୍ୟାବିନେଟ୍ରେ ଧାନ ସମେତ ଆଉ ୧୪ଟି ଖାଦ୍ୟ ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିଷ୍ପତି ଐତିହାସିକ ଅଟେ । ସହାୟକ ମୂଲ୍ୟକୁ ଉପôାଦନ ମୂଲ୍ୟର ଦେଢ ଗୁଣ କରିବାର ପ୍ରତିଶ୍ରୁତି ପାଳନ କରିଥିବାରୁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ…

ଯାଜପୁରରେ ଜିଲ୍ଲାର ପ୍ରଥମ ଗୋଲାପୀ ବୁଥ  ; ଏଠି ଦାୟିତ୍ୱରେ ସବୁ ମହିଳା 

ପିଙ୍କ ବୁଥରେ  ନିର୍ବାଚନ ପରିଚାଳନା କରି ନିଜକୁ  ଗର୍ବିତ ମନେକଲେ ପୁଲିଂ ଅଧିକାରୀ  । ଯାଜପୁର(ଜୟଶଙ୍କର ଦାଶ): ପିଙ୍କ ବୁଥରେ  ନିର୍ବାଚନ କାର୍ଯ୍ୟ ପରିଚାଳନା କରି ଆମେ ଗର୍ବିତ ।  ଏହା ଆମକୁ ବେଶ ଉତ୍ସାହ ଦେଇଚ୍ଥି ବୋଲି ପ୍ରଥମ ଥର ପାଇଁ ନିର୍ବାଚନରେ ନିୟୋଜିତ ହୋଇଥିବା ମହିଳା…

ସହରାଞ୍ଚଳରେ ୧୧ଲକ୍ଷ ୧୫ ହଜାର ୯୦୦ ଚାରା ରୋପଣ କରାଯିବ

  ଭୁବନେଶ୍ୱର; ଚଳିତ ବର୍ଷ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ସବୁଜ ବଳୟ ସୃଷ୍ଟି କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତିା ଏହି ପରିପ୍ରେକ୍ଷୀରେ ଆଜି ସଚିବାଳୟଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…