Sign in
Sign in
Recover your password.
A password will be e-mailed to you.
ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ
paralakhemundi/ balakrishna panigrahi : ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ ଦିବସ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କାର୍ଯ୍ୟସବୁ ଅନୁଷ୍ଠିତ…
ଆର ଉଦୟଗିରିରେ ଯୁଗ୍ମ ଜନଶୁଣାଣୀ
parlakhemundi/balakrishna panigrahi : ଆର ଉଦୟଗିରି ବ୍ଲକ ସ୍ଥିତ ଗଙ୍ଗାବାଡ ଗ୍ରାମପଞ୍ଚାୟତରେ ୦୧.୧୦.୨୦୧୮ରିଖ ଦିନ ଯୁଗ୍ମ ଜନଶୁଣାଣୀ ହୋଇଥିଲା । ଏହି ଅବସରରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଏସ.ପି ଅମୁଲ୍ୟ କୁମାର ଦାସଙ୍କ ସହିତ ସି.ଡି.ଏମ.ଓ ବିପିନ କୁମାର ପାଣିଗ୍ରାହୀ ଓ…
ନୃସିଂହନାଥ ସଫେଇ ସେନା ଦ୍ୱାରା ସଫେଇ ଅଭିଯାନ ।
ପାଇକମାଳ/ଗୌରାଙ୍ଗ ଚରଣ ଦାଶ :- ଶ୍ରୀ ଶ୍ରୀ ନୃସିଂହନାଥ ସଫେଇ ସେନା ଦ୍ୱାରା ଆଜି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କର ପବିତ୍ର ଜନ୍ମଦିବଶରେ ପାଇକମାଳର ବିଭିନ୍ନ ସ୍ଥାନରେ ସଫେଇ କରାଯାଇଥିଲା । ସକାଳୁ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପରୁଷୋତ୍ତମ ପ୍ରଧାନ ଓ…
କେନ୍ଦ୍ର ପେଟ୍ରୋଲ ଓ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ କମାଉ: ବିଜେଡି
ଭୁବନେଶ୍ୱର,: ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ଦର ପ୍ରାୟତଃ ପ୍ରତିଦିନ ବଢ଼ୁଥିଲା ବେଳେ କେନ୍ଦ୍ରରେ ବିଜେପି ସରକାର ନିଦାବିଷ୍ଣୁ ହୋଇ ବସିଥିବାରୁ ଏବଂ ଦାମ କମାଇବା ନେଇ କୌଣସି ପଦକ୍ଷେପ ନେଉନଥିବାରୁ ଏହାର ପ୍ରତିବାଦରେ ଆଜି ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ରାଜଭବନ ଆଗରେ…
ଗୁଜୁରାଟ ଭଦୋଦ୍ରାରେ ନୂଆଖାଇ ଭେଟଘାଟ ।
ପଦ୍ମପୁରରୁ ନିଲ ଦୀପ/ଗୁଜରାଟରୁ ସୁଶାନ୍ତ ପାଢୀ : ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗୁଜୁରାଟର ଭଦୋଦ୍ରା ସହର ସ୍ଥିତ ଓଏନଜିସି ଅଫିସର କ୍ଲବରେ ବଡ ଧୁମଧାମରେ ନୂଆଖାଇ ଭେଟ ପାଳନ କରାଯାଇଛି । ପଶ୍ଚିମ ଓଡିଶାର ଗର୍ବ ଓ ପାରମ୍ପରିକ ପର୍ବ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଭଦୋଦ୍ରାରେ ରହୁଥିବା…
ଜିଲ୍ଲା ବାହାରୁ ଆସି ମାତିଛନ୍ତି ଲୁଟେରା : ଡିକିଭାଙ୍ଗି ୯୮ ହଜାର ଚୋରୀ ଘଟଣାରେ ଜଣେ ଅଟକ-ଜିଲ୍ଲା ବାହାରକୁ ଗଲେ…
ପଦ୍ମପୁର(ନୀଳ ଦୀପ) - ଗତ ତା ୨୭.୦୯ରିଖ ଦିନ ପଦ୍ମପୁର ସ୍ତିତ ପୁରୁଣାବସ୍ତି ରୋଡରେ ଥିବା ଶର୍ମା ମେଡିକାଲ ସମ୍ମୁଖରୁ ଖଇରପାଲି ଗ୍ରାମର ରଣଜିତ୍ ସିଂ ବରିହା ଓ ମାନଭଂଜନ ସିଂ ବରିହା ପଦ୍ମପୁର ସମବାୟ ବ୍ୟାଙ୍କରୁ ୯୮ ହଜାର ଉଠାଇ ଡିକିରେ ରଖି ଔଷଧ କିଣୁଥିବା ସମୟରେ କେହି ଜଣେ ଅଜଣା ବ୍ୟକ୍ତି…
ପଂଚାୟତ ସ୍ତରୀୟ ନୂଆଖାଇ ଭେଟଘାଟ ପାଳିତ ଓ ବିଧାୟକଙ୍କ ଦ୍ୱାରା ସ୍କୁଲର ନୂତନ ଗୃହ କୋଠରୀ ଉଦ୍ଘାଟନ ।
ପଦ୍ମପୁର-(ନୀଳ ଦୀପ) - ପଦ୍ମପୁର ବ୍ଲକ ସର୍ଗିବାହାଲ ପଂଚାୟତର ବିଶିପାଲି ଗ୍ରାମରେ ନୂଆଖାଇ ଭେଟଘାଟ ପାଳିତ ହୋଇଛି । ସରପଂଚ ଶ୍ରୀମତୀ ଗୀତାଂଜଳୀ ବହିଦାରଙ୍କ ପୃଷ୍ଟପୋଷକତାରେ ଆୟୋଜିତ ଏହି ଉସôବରେ ଯୁବନେତା ଶ୍ରୀ ପ୍ରିତେଶ କୁମାର ବହିଦାର ସଭାପତିତ୍ୱ କରିଥିବାବେଳେ ପଦ୍ମପୁର ବିଧାୟକ ଶ୍ରୀ…
କୁଚିଣ୍ଡା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବିରେ ବିଜେପି ପକ୍ଷରୁ ରାଲି
କୁଚିଣ୍ଡା/ ଶାନ୍ତନୁ ବେହେରା : କୁଚିଣ୍ଡା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବିରେ କୁଚିଣ୍ଡା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ ସହ ସରକାରଙ୍କ ଏ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି | ବିଧାୟକ ରବିନାରାୟଣ ନାୟକ ଓ କୁଚିଣ୍ଡା ଅଂଚଳର ବହୁତ ଚାଷୀମାନେ ଯୋଗ…
Jaydev, Prasad, chiranjv, Ramesh , sarkhel and sarat in the first list finalised by congress…
Congress party today finalised 44 seats for for coming assembly election. Some of the prominent names which are finalised according to sources are ex pcc President jaydev Jena, Prasad harichandan, sarat rout , santosh sing saluja, Ramesh…
ରକ୍ତଦାନରେ ଆନନ୍ଦ ମିଳେ , ଏଣୁ ସ୍ୱେଚ୍ଛାକୃତ ରକ୍ତଦାନ କରି ଆମେ ଅମୂଲ୍ୟ ଜୀବନ ବଂଚାଇବା ଦିଗରେ ସହାୟକ ହେବା ଉଚିତ :…
ଭୁବନେଶ୍ୱର : ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ । ଏହି ଅବସରରେ ଜୟଦେବ ଭବନଠାରେ ଆୟୋଜିତ ସମାବେଶକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସ୍ୱେଚ୍ଛାକୃତ ରକ୍ତଦାନ ବୃଦ୍ଧିଉପରେ ଗୁରୁତ୍ୱ ଆରୋପ…