Sign in
Sign in
Recover your password.
A password will be e-mailed to you.
ତାଲପାଲି ନୋଡାଳ ଉଚ୍ଚବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ
ଗାଇସିଲେଟ/ଶାସକ ପ୍ରଶାସକ -ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ନୋଡାଳ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ…
ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭୀ “
ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ 2018-19 କଦଳୀଗଡ଼ କ୍ଲଷ୍ଟର ପଣ୍ଡକିମାଳ ୟୁଜ ୟୁପି ସ୍କୁଲ ଠାରେ ଅନୁଷ୍ଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡକିମାଳ ୟୁଜିୟୁପି ସ୍କୁଲ ର ପ୍ରଧାନ…
ଜନସମ୍ପର୍କ ପଦଯାତ୍ରା : ଅର୍କେଶଙ୍କ ପାଇଁ ସମର୍ଥନ ଜୁଟାଇବାକୁ କମର କଷିଲେ ଅନଙ୍ଗ
ବଲାଙ୍ଗୀର{ନିରୋଜ ମିଶ୍ର ) : ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା | ଭୋଟ ମୁଣ୍ଡ ଉପରେ ଥିବା ଯୋଗୁ ଏଇ ଜଣ ସମ୍ପର୍କ ଯାତ୍ରା ନିର୍ବାଚନ ପ୍ରଚାରର ଫାଷ୍ଟ ସ୍ଟେପ | ବିଜେଡି ପକ୍ଷରୁ ରାଜ୍ୟ ବ୍ୟାପି ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାରେ ବଲାଙ୍ଗୀର ନିର୍ବାଚନ ମଂଡଳୀରେ ମଇଦାନକୁ…
ତେନ୍ତୁଳିପଦା”ବରିଷ୍ଠ ନାଗରିକ କଲ୍ୟାଣ ସମିତି”ର ବୈଠକ
ତିର୍ତ୍ତୋଲ /Ramesh Mohanty : :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ବାଇଁଗୋଳ ଅନନ୍ତ ଗାଦି ପୀଠରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗଠିତ"ବରିଷ୍ଠ ନାଗରିକ କଲ୍ୟାଣ ସମିତି" ପକ୍ଷରୁ ୧୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସର୍ବ…
ଉଜ୍ଜ୍ୱଳା ଯୋଜନା ଏକ ମହାଦୁର୍ନୀତି: ଓଡ଼ିଶାର ମହିଳାମାନଙ୍କ ପ୍ରତି ବିଶ୍ୱାସଘାତ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜ୍ୱଳା ଯୋଜନା ଏବେ ଗରିବମାନଙ୍କ ଜ୍ୱଳାରେ ପରିଣତ ହୋଇଛି । ଗରିବ ମହିଳାମାନଙ୍କ ଆଖିରୁ ଲୁହ ପୋଛିବା ପାଇଁ ଏହି ଯୋଜନା ହୋଇଥିବା କଥା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜୋରଦାର ପ୍ରଚାର କରୁଥିଲା…
ଛାୟା ତାଲିକାକୁ ନେଇ ଏବେ ଆରମ୍ଭ ହେଲାଣି ଗେଁ ପେଁ :ପରୁଷୋତ୍ତମ ଖୁସ, ଯନ୍ତ୍ରଣାରେ ବିଜୟ
(ଗୁଣପୁରରୁ ସିଦ୍ଧାର୍ଥ ଦାଶ ) : ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁରୁଷୋତ୍ତମ ଗମାଙ୍ଗ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସର ପ୍ରସ୍ତାବିତ ପ୍ରାର୍ଥୀ ହୋଇଛନ୍ତି । ଯଦିଓ ପିସିସି ସ୍କ୍ରିନିଙ୍ଗ କମିଟି ପକ୍ଷରୁ ପ୍ରସ୍ତାବିତ ନାମ ଆଧିକାରିକ ଭାବେ ଘୋଷଣା ହୋଇନାହିଁ, ତେବେ ଛାୟା…
ଗାନ୍ଧୀ ଜୟନ୍ତୀରେ ବାଇକ ରାଲି, ଫଳ ବଣ୍ଟନ ଆଉ ମିନି ମାରାଥନ
( ଗୁଣପୁର ରୁ ସିଦ୍ଧାର୍ଥ ଦାଶ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ଠାରେ ସ୍ୱଦେଶ ଜନ ଜାଗରଣ ମଞ୍ଚ ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱଦେଶ ଜନ ଜାଗରଣ ମଞ୍ଚ ର ସଭାପତି ଶ୍ରୀ ରବି ଶଙ୍କର ଗମାଙ୍ଗ ଗାନ୍ଧୀଜୀ…
ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତାର ସଂକଳ୍ପ
ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଭାରତ ର ପୂଜ୍ୟ ପିତାଜୀ ସ୍ବର୍ଗତ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ପୁରଣା ବସ ଷ୍ଟାଣ୍ଡ ନିକଟରେ ଗୁଣପୁର ଉନ୍ନୟନ ଯୁବ ସଂଗଠନ ପକ୍ଷରୁ ଉତ୍ସଵ ପାଳିତ ହୋଇଯାଇଛି । ଏହି ଉତ୍ସଵ କୁ ଗୁଣପୁର ଗୋଷ୍ଠୀ ଉନ୍ନୟନ…
ବନ ବିଭାଗର ଚଢ଼ାଉରେ କାଠ ପଟା ଜବତ
ରେଢ଼ାଖୋଲରୁ ରିପୋର୍ଟ ଯଶୋବନ୍ତ ସାହୁ: ରେଢ଼ାଖୋଲ ରେଞ୍ଜ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଚଢ଼ାଉ କରଯାଇ ବୁର୍ଡା ଗାଁ ସ୍କୁଲ ନିକଟରୁ 75 ଖଣ୍ଡ କାଠ ପଟା ଜବତ କରାଯାଇଛି l ଏହି ଚଢ଼ାଉରେ ରେଞ୍ଜ ଅଧିକାରି ପ୍ରଦିପ ସେଠି,ଫରେଷ୍ଟର ପ୍ରିୟଦର୍ଶୀନି ପ୍ରଧାନ, ନାରାୟଣ ନାୟକ, ପୂର୍ଣ୍ଣଚନ୍ଦ୍ର…
ଗାନ୍ଧୀ ଜୟନ୍ତୀରେ କିଟ୍ ଓ କିସ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ : ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେଲେ ଜାତିସଂଘ…
ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ମଙ୍ଗଳବାର କିଟ୍ ଓ କିସ୍ରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱଚ୍ଛତା ଅଭିଯାନରେ କିଟ୍ ଓ କିସ୍ର ହଜାର ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀ ସାମିଲ୍ ହୋଇ ନିଜ କ୍ୟାମ୍ପସ୍ ସହ ସ୍ଥାନୀୟ ଅଞ୍ଚଳ ଓ ରାସ୍ତା ସଫେଇ…