ପଦ୍ମପୁର/ନୀଳ ଦୀପ -ଅନୁସୂଚିତ ଜାତି ମେଧାବୀ ଛାତ୍ରଛାତ୍ରୀ ବୄତ୍ତି ଅନୁଦାନ ଅଂଶଧନ କାଟ ପ୍ରତିବାଦରେ ପଦ୍ମପୁର ମହିଳା ମହାବିଦ୍ୟାଳୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ‘ମୋ ଭବିଷ୍ୟତ ସ୍ବାକ୍ଷର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଛାତ୍ର ନୀଲାମ୍ବର ଦୀପଙ୍କ ନେତୄତ୍ବରେ ଅନ୍ନପୂର୍ଣ୍ଣା ସାହୁ,ଶ୍ରୀୟାରାଣୀ ଚିନ୍ଦ୍ରା,ସରିତା ବାରିକ,ଯାଜ୍ଞସେନି ସାହୁ ଏଥିରେ ସାମିଲ ହୋଇଥିଲେ ଏବଂ ଦସ୍ତଖତ ସଂଗ୍ରହ କରିଥିଲେ ।ପରେଶ ଧରୁଆ, ଯଶୋବନ୍ତ ସେଠୀ,ନିରାକାର ଦୀପ,ସ୍ବାଗତ ଦାଶ,ଆକାଶ କେତନ ପ୍ରଧାନ, ଆଶୁତୋଷ ମହାନ୍ତି, ରଜନ ସିଂ ବରାହ,ତରଣୀସେନ ମାଝୀ, ଅକ୍ଷୟ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.