Sign in
Sign in
Recover your password.
A password will be e-mailed to you.
ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ସ୍କୁଲ କଲେଜ ଅଙ୍ଗନବାଡି ଦୁଇଦିନ ପାଇଁ ଛୁଟି। କଲେଜ ନିର୍ବାଚନ ସ୍ଥଗିତ । ଗତକାଲିର 4…
ଭୁବନେଶ୍ୱର : ଭୟଙ୍କର ରୂପ ନେଇ ଆସୁଥିବା ବାତ୍ୟା ତିତଳିକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ସ୍କୁଲ କଲେଜ ଅଙ୍ଗନବାଡି ଦୁଇଦିନ ପାଇଁ ଛୁଟି। କଲେଜ ନିର୍ବାଚନ ସ୍ଥଗିତ । 5 ଜିଲ୍ଲାକୁ ରେଡ଼ ଆଲର୍ଟ । ଗତକାଲିର 4 ଜିଲ୍ଲା ବାଦ ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର,…
ଯୋଗବାଗ ବାହାରିଲା : ୨୧ରେ ଅମିତ ଶାହଙ୍କ ଉପସ୍ଥିତିରେ ପଦୁଅଁ ଧରିବେ ପଦୁ , ମିଶିବେ ୩୦ ହଜାର କର୍ମୀ ବିଜେପିରେ !
ମୁଁ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣୀତ, ଓଡ଼ିଶାର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ପ୍ରଭାବିତ : ପଦ୍ମଲୋଚନ
ବାଲେଶ୍ୱର : କଂଗ୍ରେସ ସହ ୩୦ ବର୍ଷର ସମ୍ପର୍କ ଛିନ୍ନ ପରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ଯୋଗଦାନ କରିବା ନେଇ ବିଧିବଦ୍ଧ ଭାବେ ଆଜି ଘୋଷଣା କରିଛନ୍ତି । ଏହି…
Indian U-18 Men’s Hockey Team beat Kenya 7-1 in their third match of the Buenos Aires 2018 Youth…
~ Sudeep Chirmako (5', 10'), Rabichandra Moirangthem (5', 11'), Vivek Sagar Prasad (8'), Sanjay (14') and Rahul Kumar Rajbhar (17') were all on target for the victors ~
The Indian team will now face Australia in their fourth match of the…
ବିଜେପି ପକ୍ଷରୁ ନୂଆଖାଇ ଭେଟଘାଟ : ବିପୁଳ ଜନସମାଗମ
ବରଗଡ / ଗୌରାଙ୍ଗ ଚରଣ ଦାଶ :-ବରଗଡ ଭାରତୀୟ ଜନତା ପାର୍ଟି ଦ୍ୱାରା ନୂଆଖାଇ ଭେଟଘାଟ ପଇକମାଲ ଠାରେ ଆୟୋଜନ କରାଯାଇଥିଲା । ଉକ୍ତ ଭେଟଘାଟ ଅବସରରେ ପଦ୍ମପୁରର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସିନେ ତାରକା ମିହିର ଦାସ , ପିଙ୍କି ପ୍ରଧାନ , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା…
ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରୟାସ ସ୍ୱାଗତଯୋଗ୍ୟ , ୧୯ ବର୍ଷ ହେଲା ନବୀନ ବାବୁ କେଉଁଠି ଥିଲେ: ନିରଞ୍ଜନ
ଭୁବନେଶ୍ୱର- ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଏହାଦ୍ୱାରା ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହିତ ଏହା ଉପରେ ଅଧିକ…
ନରସିଂହଙ୍କ ଉଦ୍ୟମ ସଫଳ: ରାଣୀବନ୍ଧ ଓ ପ୍ରତାପ ସାଗରର ଅଟକଳ ମଞ୍ଜୁର
ରାଣୀବନ୍ଧ ପାଇଁ ୧.୭୩ କୋଟି , ପ୍ରତାପ ସାଗର ପାଇଁ ୨.୮୨ କୋଟି
ବଲାଙ୍ଗିର (ନିରୋଜ ମିଶ୍ର) : ବଲାଙ୍ଗିର ସହର ମଧ୍ୟରେ ଥିବା ପୋଖରୀ ଗୁଡିକ ଧିରେ ଧିରେ ଆବର୍ଜନାପୂର୍ଣ୍ଣ ହେବାରେ ଲାଗିଛି । ଏପରିକି ଅତିତରେ ଯେଉଁ ସବୁ ପୋଖରୀ ଲୋକେ ଗାଧୁଆ ପାଧୁଆ ବ୍ୟତି ନ୍ୟତ୍ୟ ବ୍ୟବହାଯ୍ୟ ପାଇଁ ମଧ୍ୟ…
ଆଶଙ୍କା ଓ ଆତଙ୍କ ନେଇ ମାଡି ଆସୁଛି ତିତଲି
ଭୁବନେଶ୍ୱର : ଆସୁଛି ତିତଲି । ସୁନ୍ଦର ପ୍ରଜାପତି ପରି ନୁହେଁ, ବରଂ ଆସୁଛି ଆଶଙ୍କା ଆଉ ଆତଙ୍କକୁ ସାଙ୍ଗରେ ନେଇ ଭୟଙ୍କର ରୂପରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡିଶା ଉପକୂଳ ଆଡକୁ ଗତି କରୁଥିବା ବେଳେ ମଙ୍ଗଳବାର ଅପରାହ@୍ନ ୪ଟା ୩୦ ସୁଦ୍ଧା…
ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା
ବରଗଡ/ ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ଆଜି କନ୍ଦା ଡଙ୍ଗର ଗ୍ରାମରୁ ଅନୁଗୁଳ ପର୍ଯନ୍ତ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଉକ୍ତ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ…
ବିଜେଡିର ଜନ ସମ୍ପର୍କ ପଦଯାତ୍ରା: ସାନନ୍ଦ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ
ବିଭିନ୍ନ ଯୋଜନାରେ ବାବଦ ଅର୍ଥ କାଣ୍ଟଛାଣ୍ଟ କରି ଓଡିଶା ପ୍ରତି ଅବିଚାର କରୁଛି କେନ୍ଦ୍ର : ଅରୁଣ
ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଆୟୋଜିତ ହୋଇଥିଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ୨୦୧୯ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ…