ମଦନଙ୍କୁ ବିରୋଧ, ପ୍ରତାପ ନହେଲେ ଗଣେଶ୍ୱରଙ୍କୁ  ପ୍ରାର୍ଥୀ କରିବାକୁ ଦାବି 

ବାଲେଶ୍ୱର ସଦର ଆସନରେ ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ବିଜେପି ଭିତରେ କେଁ  ବାଲେଶ୍ୱର,(ଉଜ୍ଜ୍ୱଳ କର): ୨୦୧୯ ନିର୍ବାଚନ ଆଉ ମାତ୍ର ୨ ମାସ ବାକିଥିବା ବେଳେ ସଦର ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସବୁ ଦଳକୁ ଗୋଳିଆ କରି ପକାଉଛି । ବିଜେଡି ଦଳରେ ୪ ରୁ ଅଧିକ ଆଶାୟୀ ଥିବା ବେଳେ କଂଗ୍ରେସରେ…

ଯାଦବ ସମାଜପକ୍ଷରୁ ପଦ୍ମପୁରରେ ପ୍ରାର୍ଥୀ ହେବେ ରାଜୁ ଘିବେଲା

  ପଦ୍ମପୁର/ ନୀଳ ଦୀପ :  ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଯାଦବ ସମାଜ ପକ୍ଷରୁ ବିଧାୟକ ପ୍ରାର୍ଥୀ ଦିଆଯିବ । ଏଥିପାଇଁ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ପଦ୍ମପୁର ମାରୱାଡ଼ି ଧର୍ମଶାଳାଠାରେ ନିର୍ବାଚନ ସଂକ୍ରାନ୍ତୀୟ ଏକ…

ଜଗମୋହନ ପ୍ରଧାନଙ୍କ ସହ ୨୫୦ରୁ ଉର୍ଦ୍ଧ୍ବ  ବିଜେପି କର୍ମୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅନୁଗୁଳ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ବରିଷ୍ଠ  ବିଜେପି ନେତା ଶ୍ରୀ ଜଗମୋହନ ପ୍ରଧାନଙ୍କ ନେତୃତ୍ୱରେ ୨୫୦ରୁ ଅଧିକ ସମର୍ଥକ ଓ ବିଜେପି କର୍ମୀ ନବୀନ…

 ନବୀନ ନିବାସରେ ନବୀନଙ୍କୁ ଭେଟିଲେ ‘ମୁଁ ନବୀନଙ୍କ ପାଇଁ କହୁଛି’ ଟିମ

 ବେଦବ୍ୟାସରୁ ୪୦୦ କିମି ଅତିକ୍ରମ କରି ରାଜଧାନୀରେ ପହଁଚିଲେ ଟିମର ୭୩ କର୍ମକର୍ତ୍ତା  ଭୁବନେଶ୍ୱର:  ରାଜ୍ୟ ଛାତ୍ର ବିଜେଡିର ୭୩ଜଣ କର୍ମକର୍ତ୍ତାଙ୍କୁ ନେଇ ଗଠିତ ‘ମୁଁ ନବୀନଙ୍କ ପାଇଁ କହୁଛି’ ଟିମ ଗତ ୧୫ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାର ପବିତ୍ର ବେଦବ୍ୟାସସ୍ଥଳୀରୁ ସାଇକେଲ୍‍ ଯୋଗେ…

ଝିଣ୍ଟିକା ମାରି ବଣି ପୋଷୁଛି ଅବକାରୀ ବିଭାଗ

ତିର୍ତ୍ତୋଲ  :  ବିଭାଗ ପ୍ରୋତ୍ସାହନରେ ଚାଲିଛି ଚୋରା ମଦ ଗଞ୍ଜେଇ କାରବାର ! ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ତିର୍ତ୍ତୋଲ ଥାନା ଅଞ୍ଚଳ ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ଛତୁ ଫୁଟିଲା ପରି ମଦଦୋକାନ ଖୋଲିବାରେ ଲାଗିଛି।ଦୋକାନିଙ୍କ ଟାର୍ଗେଟ ପୂରଣ କରିବା ପାଇଁ ପାରାଦ୍ବୀପ/ତିର୍ତ୍ତୋଲ…

ଵିଵାଦୀୟ ଜିଏମଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାରୁ ସମିତିର  ସ୍ୱାଗତ

ଦଶମାଇଲରେ ଦୁଗ୍ଧ ସମବାୟ ସମିତିର ବୈଠକ ସୋହେଲା(ଶାସକପ୍ରଶାସକ)-ସୋହେଲା ନିକଟସ୍ଥ ଦଶମାଇଲଛକଠାରେ ଆଜି ଦୁଗ୍ଧ ସମବାୟ ସମିତି ଓ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଗୁଡେଶିରା ଦୁଗ୍ଧ ସମବାୟ ସମିତର ସଭାପତି ଭୀମ ବାରିକଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର…

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଜନଜାତି ସମାବେଶ

ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ -ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଭବାନୀଭବନ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶାଳ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ…

ଆଠଗଡ଼ରେ ଜଳିଲା କମଳ ଜ୍ୟୋତି

ଆଠଗଡ : ଆଠଗଡ ନିର୍ବାଚନମଣ୍ଡଳୀର ବିଭିନ୍ନ ଜିଲ୍ଲାପରିଷଦ  ଜୋନ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଗାଁ ଗାଁରେ ବୁଲି ଆଜି କମଳ ଜ୍ୟୋତି | କଟକ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ତଥା ଟାଣୁଆ ଯୁବ ନେତା ପ୍ରଦୀପ ଶାହଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତାମାନେ ଆଠଗଡ ଜୋନ ୧ ଅନ୍ତର୍ଗତ ସଠିଲୋ ଗ୍ରାମ…

 ୫ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଡିଏସପି

ନୂଆପଡ଼ା(ଅମିତ କୁମାର ପୁରୋହିତ) ; ସଦର ପୁଲିସ ଡିଏସପି ଏକ ଆଟୋ୍ରସିଟି ଆକ୍ଟ ରେ କମ୍ପାନସେସନ କରାଇଦେବା ପାଇଁ ଜଣ ଙ୍କ ଠାରୁ ୫ହଜାର ଟଙ୍କା ଲାଚଂ ନେଉଥିବା ଅଭିଯୋଗରେ  ନୂଆପଡ଼ା ଭିଜିଲାନ୍ସ ହାତତରେ ଧରାପଡି ଅଟକ ରଖିଥିବା  ଜଣାପଡିଛି । ସୂଚନାରୁ ପ୍ରକାଶ ୬/୨/୨୦୧୯ରେ ଖଡିଆଳ ବ୍ଲକ…

ଅନ୍ତଃଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶାର ମଞ୍ଜୁ ମୁଣ୍ଡାଙ୍କୁ ସ୍ବର୍ଣ୍ଣ  

 ଜେଏସପିଏଲ ଫାଉଣ୍ଡେସନ ପ୍ରୋତ୍ସାହନରେ ମଞ୍ଜୁଙ୍କ "ସୁନା" ସ୍ବପ୍ନ ହେଲା ସାକାର  ବଡ଼ବିଲ: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମର ସୁଶ୍ରୀ ମଞ୍ଜୁ ମୁଣ୍ଡା, ରୁଷିଆର ମସ୍କୋ ଠାରେ ଚାଲିଥିବା ମସ୍କୋ ଉଷୁ ଷ୍ଟାର 2019 ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି…