Sign in
Sign in
Recover your password.
A password will be e-mailed to you.
ଜମି ମାଫିଆ ରଣଜିତ ମହାନ୍ତିଙ୍କ ଡ଼ିସଚାର୍ଯ୍ ପିଟିସନ ଅଦାଲତ ଦ୍ୱାରା ଖାରଜ
୩୧ରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ
ବାରିପଦା(ଦିଲ୍ଲୀପ ମହାନ୍ତି )
ସରକାରୀ ଜମିକୁ ଚଞ୍ଚକତା କରି ହାତେଇବାରେ ମାମଲାରେ ଅଭିଯୁକ୍ତ ବିବାଦୀୟ ଜମି ମାଫିଆ ରଣଜିତ ମହାନ୍ତିଙ୍କ ପକ୍ଷରୁ ମାନ୍ୟବର ଅଦାଲତରେ ଆଗତ ହୋଇଥିବା ଡ଼ିସଚାର୍ଯ୍ୟ ପିଟିସନ ଚଳିତ ଜୁଲାଇ ୨୪ରେ ଉକ୍ତ ମାମଲାରେ…
ସପ୍ତାହ ପରେ ଉଠିଲା ପିଚୁ, ଭଲ ରାସ୍ତାଟିଏ ଯୋଗାଇବା ଦାବିରେ ରାସ୍ତା ଅବରୋଧ କଲା ଯୁବକ ସଂଘ
ଶ୍ରୀରାମପଦା ଠାରୁ ଡକ୍ରିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିମ୍ନମାନର
କନ୍ଧମାଳ: ଗଗନ କୁମାର ପ୍ରଧାନ
କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ । ଏହି ବ୍ଲକ ଅଧିନରେ ରହିଅଛି ରଟିଙ୍ଗିଆ ପଂଚାୟତ । କିଛି ବର୍ଷ ପୂର୍ବେ ଗାଁକୁ ମାଟି ରାସ୍ତାଟିଏ ଥିଲା । ବର୍ଷା ଋତୁରେ ରାସ୍ତାର…
ବରିକେଲ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂର୍ଣ୍ଣିମା ପାଲିତ ।
ପଦ୍ମପୁର/ନୀଳ ଦୀପ
ପଦୁପୁର ବିଧାୟକ ପ୍ରଦୀପ କୁମାର ପୁରୋହିତ ଙ୍କ କରକମଳରେ ବରିକେଲ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ କଠୋରୀ କୁ ଉଦଘାଟିତ ହୋଇଯାଇଛି । ପରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କୁ ନେଇ ଗୁରୁ ପୂର୍ଣ୍ଣିମା ପାଲନ…
କୋସଲି/ସମ୍ବଲପୁରିର ହକ ପାଇଁ ୩୦ରୁ ସତ୍ୟାଗ୍ରହ
Padmapur/Nila deep
ପଶ୍ଚିମ ଓଡିଶାର ୨ କୋଟି ଲୋକଂକ ମାତୃଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଦୀର୍ଘ ଦିନରୁ ଲଗାତାର ଦାବୀ ହୋଇ ଆସୁଥିଲେ ସୁଦ୍ଧା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି । ଏନେଇ କୋସଲି କ୍ରିୟାନୁଷ୍ଠାନ କମିଟୀ ତରଫରୁ ଉଦବେଗ ପ୍ରକାଶ ପାଇଛି ଏବଂ ଆସନ୍ତା…
ବିଜୁ ଯୁବ ବାହିନୀ ପଦ୍ମପୁର ଏନ ଏ ସି ତରଫରୁ ବୄକ୍ଷ ରୋପଣ କାର୍ଯ୍ୟକ୍ରମ
ପଦ୍ମପୁର/ ନୀଳ ଦୀପ -ବିଜୁ ଯୁବ ବାହିନୀ ପଦ୍ମପୁର ଏନ.ଏ.ସି ଆନୁକୂଲ୍ୟରେ ଏକ ବୄକ୍ଷ ରୋପଣ କାର୍ଯ୍ୟକ୍ରମ ଟାଉନ ଉଚ୍ଚ ବିଦ୍ୟାଳୟ, କପସିଲା ପ୍ରାଥମିକ ବିଦ୍ୟାଳୟ, ଅମଲିପାଲି,କୁଷ୍ଠାଶ୍ରମ ପଦ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଟାଉନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ…
ନବୀନଙ୍କ ହାତରେ ସାକାର ହେଲା ଜାନକୀଙ୍କ ସ୍ବପ୍ନ
ଭୁବନେଶ୍ୱର, -ଯେଉଁ ସ୍ବପ୍ନ ୩୫ ବର୍ଷ ତଳେ ତତ୍କାଳୀନ ଦୂରଦ୍ରଷ୍ଠା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଦେଖିଥିଲେ ତାହାକୁ ଆଜି ପୁରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କୌଣସି କାରଣରୁ ଜାନକୀ ବାବୁଙ୍କ ପରିକଳ୍ପନା କଳ୍ପନାରେ ରହିଯାଇଥିଲା, ବୋଧ ହୁଏ ଅର୍ଥ ବାଧକ ଥିଲା କି…
ଅଖିଳଭାରତ ମୋଟର ଟ୍ରାନ୍ସପୋଟ କଂଗ୍ରେସ ତରଫରୁ ଚକାଜାମ
ଯାଜପୁର /ବିଶ୍ୱଜିତ ମାଝୀ : ଯାଜପୁର ରୋଡ ବିଗତ ୨୦ତାରିଖ ଦିନ ଅଖିଳଭାରତ ମୋଟର ଟ୍ରାନ୍ସପୋଟ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କୁ ୬ଦଫା ଦାବି ପୁରଣ କରିବା ପାଇଁ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ୬ଦଫା ଗୁଡିକ ମଧ୍ୟରୁ ମୁଖ୍ୟ ଦାବି ଥିଲା ଡିଜେଲ ଦରବୃଦ୍ଧିକୁ ହ୍ରାସ,ଟୋଲଗେଟ…
ବଜ୍ରପାତରେ ଇଂଜିୟରିଙ୍ଗ ଛାତ୍ରର ମୃତ୍ୟୁ
ଯାଜପୁର : ତରାପୁରସ୍ଥିତ କଳିଙ୍ଗନଗର ପଲିଟେକନିକର ୩ୟ ବର୍ଷ ମେକାନିକାଲ ଇଂଜିୟରିଙ୍ଗ ଛାତ୍ର ସୁମିତ କୁମାର ଶତପଥି(୨୦)ଙ୍କର ଆଜି ଅପରାହ୍ନରେ ବଜ୍ରପାତ ଯୋଗୁ ଛୋଟରାୟପୁର ନିକଟସ୍ତ ବାଲିଆପଶି ଛକରେ ମୃତ୍ୟୁ ଘଟିଛି । ସାଇକେଲ ଯୋଗେ ସୁମିତ ଓ ତାଙ୍କ ସାନଭାଇ ମନଦୀପ ଘରକୁ (ନହକା,…
୧ରେ ରାସ୍ତାରୋକୋ ଆନ୍ଦୋଳନ ନ କରିବ ଟାଉନ କଂଗ୍ରେସ
ମୌଳିକ ସମସ୍ୟାର ସମାଧାନ କଲାନାହିଁ ପ୍ରଶାସନ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ),- ପୁରୁଣାବଜାର ଅଞ୍ଚଳର ୧୬ଟି ୱାର୍ଡ ଓ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କର ପ୍ରମୁଖ ମୌଳିକ ଦାବିକୁ ନେଇ ପୁରୁଣାବଜାର ଅଞ୍ଚଳର କାଉନସିଲର, ବିୁଦ୍ଧିଜୀବୀମାନେ ଜିଲ୍ଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ…
ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତଙ୍କୁ ଯୁବକକୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ ଓ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଆଜି ଏକ ନାବାଳିକା ଦୁଷ୍ଟର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବାକୁ ଯାଇ ଅଭିଯୁକ୍ତ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ…