ମୀନାବଜ଼ାର ମାଲିକଙ୍କ ଭାଇଙ୍କୁ ଛୁରାମାଡ଼

0 1

ବୌଦ୍ଧ : ବୌଦ୍ଧ ଷ୍ଟାଡିଅମ ଠାରେ ଚାଲିଥିବା ମୀନାବଜାର ମାଲିକଙ୍କ ଭାଇ ଅବଦୁଲ ମହସୀନ ଖାନଙ୍କୁ ଦୃବୃତ୍ତ ଙ୍କ ଛୁରା ମାରି 60 ହଜାର ଲୁଟ୍। ଗୁରୁତର ଅବସ୍ଥାରେ ବୋୖଦ୍ଧ ଡାକ୍ତର ଖାନା ରେ ଭର୍ତ୍ତି। ମିଳିଥିବା ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ମୀନାବଜାର ର ହିସାବ ସାରି ଘରକୁ ଫେରିବା ସମୟରେ ଷ୍ଟାଡିୟମ ପଡିଆ ସାମ୍ନାରେ କିଛି ଯୁବକ ତାଙ୍କୁ ପଛପଟୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏକ ଭୁଜାଲୀ ରେ ତାଙ୍କ ପେଟକୁ ଆକ୍ରମଣ କରିବା ସହିତ ପାଖରେ ଥିବା ନଗଦ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାକୁ ନେଇ ବୋୖଦ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ର ତନାଘନା ଆରମ୍ଭ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.