ଦାଦନ ହୋଇ ଯାଇଥିଲେ ଫେରିଲେ ବିକଳାଙ୍ଗ ହୋଇ ।

କାନ ଡେରିବ କି ସରକାର, କେମିତି ଚାଲିବ ୟା ପରିବାର !!!  ନୁଆପଡ଼ା ସ୍ୱତନ୍ତ୍ର ପ୍ରତିନିଧି /ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖଇରଭାଡି ଗ୍ରାମର ଶ୍ରୀକାନ୍ତ ହସଂ ନାମକ ଯୁବକ ଦାଦନ ଖଟିବାକୁ ଯାଇ ନିଜ ଗୋଡ ଦୁଇଟା ହରେଇ ଘରକୁ ଫେରିଥିବା ଭଳି ଏକ ଦୁଃଖଦ ଖବର ଅଂଚଳରେ ଦାଦନକୁ…

ଦେଶୀ ବନ୍ଧୁକ ଜବତ,ଜଣେ ଗିରଫ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଚାରମାଳ ପୋଲିସ ମଙ୍ଗଳବାର ସଂନ୍ଧ୍ୟାରେ କିସିଣ୍ଡା ଗ୍ରାମରେ ଚଢ଼ାଉ କରି ଏକ ଚୋରା ଦେଶୀ ବନ୍ଧୁକ ଜବତ କରିଛି l ବନ୍ଧୁକ ରଖି ଥିବା ମହମ୍ମଦ ବେହେରା (୨୨)ଙ୍କୁ ପୋଲିସ ଗିରଫ କରିଛି l ଏ ନେଇ ପୋଲିସ ଦଫା ୨୫(୧)(ଖ) ରେ ଏକ ମାମଲା (ନଂ…

ବାଙ୍ଗିରିପୋଷି ଆସନ : କିଏ କିଣିବ ଭୋଟରଙ୍କ ମନ 

 ବିଜେପି ଆଶାବାଦୀ, ଆଶଙ୍କା ଭିତରେ ସୁଦାମଙ୍କ ରାଜନୈତିକ ଭବିଷ୍ୟତ ଭାରି ପଡି଼ବ କି ମେଣ୍ଟ , ଯଦି ମିଶିଯିବେ ଜେଏମଏମ ଆଉ ହାତ ! ବାରିପଦା(ଅରବିନ୍ଦ ଦାସ ) ମୟୂରଭଞ୍ଜ ଜିଲ୍ଲାର ୨୯ ନମ୍ବର ବାଙ୍ଗିରିପୋଷି (ସଂ) ବିଧାନସଭା କ୍ଷେତ୍ର ଶାମାଖୁଣ୍ଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ…

ମାର୍ଚ୍ଚ ୧୫ରୁ ବଳାଙ୍ଗୀ ଜାଗରଣ ଯାତ୍ରା, ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ 

ବାରିପଦା/dillip mohanty   - ଅତୀତର ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ତଥା ବର୍ତ୍ତମାନର ମୟୂରଭଞ୍ଜ ଜିଲ୍ଲା ନିଜର ଅନନ୍ୟ କଳା-ସଂସ୍କୃତି-ପର୍ଯ୍ୟଟନ ଏବଂ ଐତିହ୍ୟକୁ ନେଇ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ସାମ୍ପ୍ରତିକ ସମୟରେ ଅବକ୍ଷୟମୁଖୀ  ହୋଇପଡ଼ିଛି ଏ…

ମୋଦିଙ୍କ ଗରିବ କଲ୍ୟାଣ ପାଇଁ ଓଡିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ –…

ଆସ୍କା, ଖଲ୍ଲିକୋଟ ଓ ରଣପୁର ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ  କାଳିଆ ଯୋଜନାରେ କିଏ ଲାଭ ପାଇଲା କାହାକୁ ଜଣାନାହିଁ  ରାଜ୍ୟରେ ଚାଲିଥିବା ଅଫିସର ରାଜ ସମୟ କାଳପୂରିଆସିଲାଣୀ  ଅପାରଗ, ସ୍ଥାଣୁ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ ରାଜ୍ୟ ସରକାର ବଦଳିବା ଦରକାର  ମୋଦିଙ୍କ…

ଆନ୍ଧ୍ରରେ ବନ୍ଧକ ୨୪ ଓଡ଼ିଆ ଦାଦନ :  ଲାହିରେ ତେଲ ଦେଇ ଶୋଇଛି ପ୍ରଶାସନ

 ଉଦ୍ଧାର  ପାଇଁ ଶ୍ରମ ଅଧିକାରୀଙ୍କୁ କଲେ ଗୁହାରି   ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି  ଥାନା ଗୋଡଲ ଗ୍ରାପ ମହଗାଁ ର 24ଦାଦନ ବନ୍ଧା ପଡିବା ଘଟଣା କୁ 20ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଉଦ୍ଧାର ଲାଗି ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ …

ବିଚିତ୍ର ବିକାଶ : ଝରଣା ଉତ୍ସର ଜଳ ମେଣ୍ଟାଉଛି ଶୋଷ । 

ଜରାବାଡି ବାସିନ୍ଦା ପାଣି ପାଇଁ ଡହଳ ବିକଳ, ପ୍ରଶାସନର ଉଦାସୀନତା ସାଜିଅଛି କାଳ  ଗୁଣୁପୁର/ସିଦ୍ଧାର୍ଥ ଦାଶ : ଚଳିତ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଅନ୍ୟ ଜିଲ୍ଳାଗୁଡିକରେ ଗ୍ରାମାଂଚଳରୁ ଆରମ୍ଭ କରି ସହାରାଂଚଳ ପର୍ଯ୍ୟନ୍ତ ରହିଥିବା ପାନୀୟ ଜଳର ସମସ୍ୟାକୁ ସମାଧାନ ଦିଗରେ ଜିଲ୍ଳାସ୍ତରରେ…

 ରାଜନୀତି କର, ହେଲେ ସମାଜ ଭିତରେ ରାଜନୀତି ପୂରାଅ ନାହିଁ : ଛତିଶଗଡ଼ ଗୃହମନ୍ତ୍ରୀ 

ସାହୁ ସମାଜର ରାଜିମ ମାତା ଜୟନ୍ତୀ ସମାରୋହ ଛତିଶଗଡ ଗୃହ ମନ୍ତ୍ରୀ ନୂଆପଡ଼ା,(ଅମିତ କୁମାର ପୁରୋହିତ); ସ୍ଥାନୀୟ ପୁଲିସ ପଡିଆ ରଙ୍ଗମଚଂରେ ଜିଲ୍ଲାସ୍ତରିୟ ସାହୁ ସମାଜ(ତୈଲିକ) ଆନୁକୁଲ୍ୟରେ ଭକ୍ତ ଶିରୋମଣୀ ରାଜିମ ମାତା ଜୟନ୍ତୀ ପାଳିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଛତିଶଗଡ…

ପ୍ରକାଶଙ୍କ ପ୍ରତି ପୋଲିସର ଅମାନବୀୟ ଆଚରଣକୁ ଛାତ୍ରନେତାଙ୍କ ଦୀବ୍ର ନିନ୍ଦା

 ଓଡିଶା ଷ୍ଟୁଡେଣ୍ଟସ ଲିଡର ଫୋରମର  ‘ସିଲଟ ପ୍ରତିବାଦ’  ରାଜ୍ୟରେ ଆଇନ ଠିକବାଟରେ ଚାଲିନି : ଅଦାଲତ ଓ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବ ଫୋରମ୍  ଭୁବନେଶ୍ୱର :  ବାଣୀ ବିହାରର ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଛାତ୍ର ନେତା ପ୍ରକାଶ ତ୍ରିପାଠୀଙ୍କ ପ୍ରତି କମିଶନରେଟ ପୋଲିସ ଯେଉଁ…

ବିଜେପି କୁ ଟାଟା କଲେ ଜିଲ୍ଲା ସମ୍ପାଦିକା

ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜେପି ସମ୍ପାଦିକା ଶ୍ରୀମତି ସଂଜୁଲତା ଶତପଥୀ ନିଜ ପଦ ଓ ବିଜେପି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଯଦିଓ ସେ ଇସ୍ତଫାର କୋଣସି କାରଣ ଦର୍ଶାଇ ନାହାନ୍ତି  । ଗତ ବିଜେପୁର ଉପ…