Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରରେ ବିଜେଡି ଲୋକଙ୍କୁ ବଖାଣିବ “କାଳିଆ” ମାହାତ୍ମ୍ୟ
ଭୁବନେଶ୍ୱର: ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଐତିହାସିକ ‘କାଳିଆ’ (କୃଷକଙ୍କ ଜୀବନ ଧାରଣର ମାନ ଓ ଆୟ ବୃଦ୍ଧି କ୍ଷେତ୍ରରେ…
ଡ଼ିଏମକେ ଓ ଏଆଇଏଡ଼ିଏମକେ ନେତାଙ୍କୁ ଭେଟି ଆଲୋଚନା କଲେ ଦେବୀ,ଦିଲ୍ଲୀରେ ଶିବୁ ସୋରେନ୍ଙ୍କୁ ଭେଟିଲେ ଅନୁଭବ
ନବୀନ ପଟ୍ଟନାୟକଙ୍କ ମହିଳା ସଂରକ୍ଷଣ ପ୍ରସ୍ତାବ: ତାମିଲନାଡୁରେ ମିଳିଲା ସମର୍ଥନ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଦଳର ଉପ-ସଭାପତି ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଡ଼ିଏମକେ ଓ ଏଆଇଡିଏମ୍ ନେତାମାନଙ୍କୁ ଭେଟି ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାଗୁଡିକରେ ୩୩% ସ୍ଥାନ…
ସର୍ବ ଭାରତୀୟ କବାଡି ପ୍ରତିଯୋଗିତା :ଭିଲାଇ ବିଜେତା, ଯାଜପୁର ଉପ ବିଜେତା
ଝାରବନ୍ଧରୁ ସଦାନନ୍ଦ ବେହେରା
ଝାରବନ୍ଧ, ବରଗଡ଼,ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତଗତ ବିଜାଢୋଲ ଗ୍ରାମରେ ମହାଲଷ୍ମୀ ପୂଜା ଅବସରରେ, ସର୍ବ ଭାରତୀୟ ମହିଳା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 38 ବର୍ଷରୁ ଲଗାତାର ଭାବରେ ମା ଲଷ୍ମୀପୂଜା ଅବସରରେ କମିଟି ତରଫରୁ କବାଡି ପ୍ରତିଯୋଗିତା ଆୟୋଜନ…
ସାତଭଉଣୀ ମନ୍ଦିର ନିକଟରୁ ବୃଦ୍ଧା ଉଦ୍ଧାର
ବାରିପଦା(ଅରବିନ୍ଦ ଦାସ ) ବାରିପଦା ମଧୁବନ ନିକଟରେ ଥିବା ସାତଭଉଣୀ ବନ୍ଦିର ନିକଟରୁ ଏକ ନିରାଶ୍ରୟ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ବୃଦ୍ଧା ଜଣଙ୍କ ହେଉଛନ୍ତି ଶକୁନ୍ତଳା ରାୟ (୫୦) । ସୂଚନା ଅନୁସାରେ,ବାରିପଦା ମଧୁବନ ଅଂଚଳର କିଛି ଯୁବକ ଟିକିନା ଦାସ,ଖକନ ଦାସ ପ୍ରମୁଖଙ୍କ ସହ ଅନ୍ୟ…
ଶହୀଦ ରତିକାନ୍ତ କୂଳଦୀପ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା :ଦ୍ୱିତୀୟ ଦିନରେ ଡିଆରକେ ଏବଂ ଉଦଳା ବିଜୟୀ
ବାରିପଦା, ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମ ପରିସରରେ ଗୁରୁବାର ଠାରୁ ଶହୀଦ ରତିକାନ୍ତ କୂଳଦୀପ ମେୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେଉଛି । ଏହି ଅବସରରେ ଶୁକ୍ରବାର ଡିଆରକେ ସହ ସିକ୍ରେଟ୧୧ ଏବଂ ଉଦଳା ସହ ରାଇରଙ୍ଗପୁର ମଧ୍ୟରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ…
ମୋବାଇଲରେ କଥା ହେଉଥିଲେ, ଘଟିଗଲା ଅଘଟଣ
ବାରିପଦା(ଅରବିନ୍ଦ ଦାସ)- ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଆବାଳ-ବୃଦ୍ଧ-ବନୀତା ସମସ୍ତଙ୍କ ନିକଟରେ ମୋବାଇଲ ଫୋନ ଅପରିହାର୍ଯ୍ୟ ଅଙ୍ଗ ହୋଇପଡ଼ିଥିବା ସମୟରେ ଏହା ମଧ୍ୟ ସ୍ଥଳ ବିଶେଷରେ ଜୀବନ ହାନୀର କାରଣ ପାଲଟୁଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା…
ପଲସଦା ଗ୍ରାମପଂଚାୟତରେ ପିଠା କାର୍ଯ୍ୟକ୍ରମ
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ଥ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମପଂଚାୟତରେ ଓଡିଶା ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଅଂଶବିଶେଷ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ମୁଖ୍ୟଅତିଥି ଭାବରେ…
ପିଠା ଚାଲୁ, ହେଲେ କ୍ୟାନ୍ସର ହସ୍ପିଟାଲ ଦରକାର
ପିଠା କାର୍ଯ୍ୟକ୍ରମରେ କ୍ୟାନ୍ସର ହସ୍ପିଟାଲ ଦାବୀ ।
ବିଜେପୁର/ଶାସକପ୍ରଶାସକ-ପଶ୍ଚିମଓଡ଼ିଶାରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଖାସ କରି ବରଗଡ଼ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢିବା ଚିନ୍ତାର ବିଷୟ । ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ଯାହାକି ଅଞ୍ଚଳ…
ସରିଲା ପ୍ରଥମ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ
ପାଇକମାଲରୁ ଅଶ୍ୱିନୀ ପାଣିଗ୍ରାହୀ :- ଦୀର୍ଘ 1 ସପ୍ତାହ ଧରି ଚାଲିଥିବା ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମର ପ୍ରଥମ ପର୍ଯାୟ ଆଜି ଶେଷ ହେଇଯାଇଛି। ପାଇକମାଲ ବ୍ଲକ ର 22 ଟି ପଞ୍ଚାୟତ ରେ ପର୍ଯାୟ କ୍ରମେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇଥିଲା। ପାଇକମାଲ ବିଡ଼ିଓ ଶ୍ରୀ…
ଚାଷୀଙ୍କୁ ନବୀନଙ୍କ କାଳିଆ ଭରସା
ଭୁବନେଶ୍ୱର : ଚରମ ଦୁର୍ଦ୍ଦିନ ଆଉ ଦୁର୍ଦ୍ଦଶା ଭିତରେ ଗତି କରୁଥିବା ରାଜ୍ୟର ଚାଷୀଙ୍କୁ ଏଣେ କାଳିଆ ଭରସା | କାଳିଆ ମାନେ KALIA (K-କୃଷକ A-ଆସିଷ୍ଟାନ୍ସ ଫର L-ଲାଇଭଲିହୁଡ଼ ଆଣ୍ଡ I-ଇନକମ A-ଅଗମେଣ୍ଟେସନ ) ସ୍କିମ | ରାଜ୍ୟ ସରକାର ଚାଷୀଙ୍କୁ ବେଟି ଦେଇଛନ୍ତି ଏଇ କାଳିଆ ସ୍କିମ ଟି | …